ବିଲକୁଲ ବି ଗର୍ବୀ ନୁହନ୍ତି ବଲୀଉଡର ଏହି ୩ ଜଣ ଷ୍ଟାର, ଜଣେ ତ ନିଜର ସବୁ ପ୍ରପର୍ଟୀ କରି ଦେଇଛନ୍ତି ଚାଷୀମାନଙ୍କୁ ଦାନ, ଦେଖନ୍ତୁ କିଏ

ସଫଳତାର ନିଶା ସବୁଠୁ ଖରାପ ନିଶା ହୋଇଥାଏ । ଏହା ଭଲ ଭଲ ଲୋକମାନଙ୍କର ମସ୍ତିଷ୍କକୁ ଖରାପ କରି ଦେଇଥାଏ । କହିବାକୁ ଗଲେ ସଠିକ ଅର୍ଥରେ ସଫଳ ସେହି ବ୍ୟକ୍ତିକୁ କୁହା ଯାଇଥାଏ ଯିଏ ସଫଳ ହେବା ସତ୍ବେ ବି ମାଟି ସହ ଜଡିତ ଥାଏ । ନିଜ ଜୀବନରେ ଥିବା ଲୋକମାନଙ୍କର ଇଜ୍ଜତ କରିଥାଏ । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏମିତି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଫେମସ ଓ ସକ୍ସେସଫୁଲ ହେବା ସତ୍ବେ ବି ବିଲକୁଲ ଅହଂକାର କି ଗର୍ବ କରନ୍ତି ନାହିଁ ।

ଜନ ଅବ୍ରାହମ

ଜନ ଅବ୍ରାହମ ଆଜି ବଲୀଉଡର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । କହିଦେଉଛୁ ଯେ ମସ୍କୁଲର ହେବା ସହିତ ଜନ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ଆଜି ତାଙ୍କ ପାଖରେ ଟଙ୍କାର କିଛି ଅସୁବିଧା ନାହିଁ କିନ୍ତୁ ତଥାପି ସେ ମାଟି ସହିତ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ତାଙ୍କୁ ଅଯଥା ଟଙ୍କା ଉଡାଇବାକୁ ଭଲ ଲାଗେ ନାହିଁ । ସେ କୌଣସି ବି ଛୋଟ ବଡ କାମକୁ କରିବାକୁ ବି ସେ ମନା କରନ୍ତି ନାହିଁ ।

Image courtesy: Google

କିଛି ଦିନ ପୂର୍ବେ ଭାଇରାଲ ହୋଇଥିବା ଏକ ଫଟୋରେ ଜନ ନିଜ ଅଫିସର କବାଟକୁ ନିଜେ ହିଁ ସଫା କରୁଥିଲେ । ଏତିକି ନୁହେଁ ତାଙ୍କୁ ଏକ ସାଧାରଣ ମଣିଷ ହୋଇ ରହିବାକୁ ଭଲ ଲାଗେ ।

ଶାହରୁଖ ଖାନ

Image courtesy: Google

ଶାହରୁଖ ଖାନଙ୍କୁ ବଲୀଉଡର କିଙ୍ଗ ଖାନ କୁହାଯାଏ ଓ ତାଙ୍କୁ ବାଦଶାହ ବୋଲି ବି କୁହନ୍ତି । ଏତେ ବର୍ଷ ହେବ ସେ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କି ସେ ଅସଲ କିଙ୍ଗ ଅଟନ୍ତି ଓ ତାଙ୍କ ଜାଗାକୁ ଆଉ କେହି ବି ନେଇ ପାରିବ ନାହିଁ । କିନ୍ତୁ ଏତେ ନାମ ଥିବା ସତ୍ବେ ବି ଶାହରୁଖଙ୍କୁ ଅହଂକାର ଆସେ ନାହିଁ । ଶାହରୁଖ ଆଜି ବି ବିନମ୍ର ବ୍ୟବହାର ପାଇଁ ଜଣା ଯାଆନ୍ତି । ସେ ନିଜର ଫ୍ୟାନମନଙ୍କ ସହ ଦେଖା କରିବା ସମୟରେ ପୂରାପୂରି ଡାଉନ ଟୂ ଅର୍ଥ ରହିଥାନ୍ତି ।

ନାନା ପାଟେକର

Image courtesy: Google

ନାନା ପାଟେକର ବି ବଲୀଉଡର ଜଣେ ବଡ ଅଭିନେତା ଅଟନ୍ତି । ଅସଲ ଜୀବନରେ ସେ ଗରିବଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ନାନାଙ୍କୁ ସମାଜ ସେବା କରିବାକୁ ବହୁତ ଭଲ ଲାଗେ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ନିଜର ସମସ୍ତ ସମ୍ପତି ମହାରଷ୍ଟ୍ରର ଚାଷୀଙ୍କୁ ଦାନ କରି ଦେଇଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।