ସଲମାନ-ଅକ୍ଷୟଙ୍କ ଫିଲ୍ମ୍ସ ଯେତେବେଳେ ଥିଏଟରରେ ରିଲିଜ ଅପେକ୍ଷାରେ ଅଛି ତେବେ ସୁଶାନ୍ତଙ୍କ ଫିଲ୍ମ କାହିଁକି ମୋବାଇଲରେ…

କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ୨୪ ଜୁଲାଇକୁ OTT ପ୍ଲାଟଫର୍ମ ‘ଡିଜ୍ନୀ ହଟଷ୍ଟାର’ ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ଦ୍ଵାରା ସୁଶାନ୍ତଙ୍କ ଫ୍ୟାନମାନେ ବହୁତ ରାଗି ଯାଇଛନ୍ତି । ଏହା ଛଡା ଯେଉଁମାନେ ବଲୀଉଡରେ ପକ୍ଷପାତର ବିରୋଧ କରୁଥିଲେ ସେମାନେ ବି ରାଗି ଯାଇଛନ୍ତି । ଏହା ପଛରେ ବହୁତ ବଡ କାରଣ ବି ଅଛି । ଏହି କ୍ରମରେ ଫ୍ୟାନମାନଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି ଯେତେବେଳେ ଅକ୍ଷୟ କୁମାରଙ୍କ ‘ସୂର୍ୟବଂଶୀ’ ଓ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ଅଧିକ ସମୟ ବିତି ଯାଇ ଥିବା ସତ୍ଵେ ବି ଏହି ଫିଲ୍ମ ଗୁଡିକ ଥିଏଟରରେ ରିଲିଜ ହେବା ପାଇଁ ଅପେକ୍ଷା କରୁଛନ୍ତି ।

ତେବେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ଏତେ ଜଲ୍ଦି କାହିଁକି OTT ପ୍ଲାଟଫର୍ମରେ ରିଲିଜ କରା ଯାଉଛି । କଣ ଏହା ପଛରେ କୌଣସି ବଡ ଷଡଯନ୍ତ୍ର ଲୁଚି ଅଛି । କହିବାକୁ ଗଲେ ଏହି କଥାରେ ସନ୍ଦେହ ନାହିଁ କି ଯେତେବେଳେ ବି ସୁଶାନ୍ତଙ୍କ ଫିଲ୍ମ ରିଲିଜ ହେବ ତେବେ ହଲ ସାମ୍ନାରେ ଲୋକମାନଙ୍କ ଭିଡ ଲାଗିଯିବ । ଏହା ସହିତ ସୁଶାନ୍ତ ଭଳି ଷ୍ଟାରମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ବି ହେବ ଯେଉଁଠି ତାଙ୍କର ଫ୍ୟାନମାନେ ଶେଷ ଥର ପାଇଁ ତାଙ୍କୁ ବଡ ପରଦାରେ ଦେଖି ନିଜ ତରଫରୁ ଶ୍ରଦ୍ଧାଞ୍ଜଳି ଦେବେ ।

କହିବାକୁ ଗଲେ କିଛି ଷ୍ଟାର ବୋଧେ ଏହି କଥାକୁ ନେଇ ଭୟଭୀତ ହୋଇ ଯାଇଛନ୍ତି । ବଲୀଉଡର ଗୋଟିଏ ଗ୍ରୁପକୁ ଏହି କଥାର ଭୟ ଅଛି କି ମୃତ୍ୟୁ ପରେ ସୁଶାନ୍ତ ନିଜର ଶେଷ ଫିଲ୍ମ ଦ୍ଵାରା ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗି ପାରନ୍ତି ଓ ବଡ ବଡ ଷ୍ଟାରଙ୍କ ଫିଲ୍ମ ତାଙ୍କ ସାମ୍ନାରେ ଧୁଳିରେ ମିଶି ଯିବେ । କହିବାକୁ ଗଲେ ବଲୀଉଡରେ ଆସନ୍ତା ୪ – ୫ ମାସ ମଧ୍ୟରେ ଯେତିକି ବି ଫିଲ୍ମ ରିଲିଜ ହେବାର ଅଛି ତାହା ସବୁ ମସଲା ଫିଲ୍ମ ଅଟେ ।

କିନ୍ତୁ ସୁଶାନ୍ତଙ୍କ ଏହି ଫିଲ୍ମ ଏକ ଦୁଖ ଭରା କାହାଣୀ ଅଟେ । ଏହା ହଲିଉଡର ଏକ ଫିଲ୍ମର ରିମେକ ଅଟେ ଓ ଏହାର କାହାଣୀ ବି ଏମିତି ଅଟେ କି ଯାହାକୁ ଲୋକମାନେ ଦେଖିଲେ ତାଙ୍କ ଆଖିରେ ଲୁହ ଚାଲି ଆସିବ । କହିବାକୁ ଗଲେ ସୁଶାନ୍ତଙ୍କ ଫିଲ୍ମ OTTରେ ରିଲିଜ ହେବାର ଖବର ଶୁଣି ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଛନ୍ତି ।

କିନ୍ତୁ ବର୍ତ୍ତମାନ ଦେଖିବାର ଅଛି କି ଫିଲ୍ମର ମେକର୍ସ ଲୋକମାନଙ୍କ ରାଗ ସାମ୍ନାରେ ନିଜର ନିଷ୍ପତି ବଦଳୁଛନ୍ତି ନା ନାହିଁ । ଏହା ସୁଶାନ୍ତଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଅଟେ । ଏହା ସହିତ ଏହା ସେହି ଲୋକମାନଙ୍କ ଭଲ ପାଇବା ଅଟେ ଯେଉଁମାନଙ୍କ ଆଖିରୁ ବହୁ ଦିନ ହେବ କେବଳ ଲୁହ ବାହାରି ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।