କଣ ପାଇଁ ରେଳ ଷ୍ଟେଶନ ବୋର୍ଡରେ ଲେଖା ଯାଇଥାଏ ସମୁଦ୍ର ତଳଠୁ ଉଚ୍ଚରେ, ଜାଣନ୍ତୁ ଏହାର ସଠିକ କାରଣ

ରେଳରେ ଯାତ୍ରା ଆମେ ସମସ୍ତେ କରିଥାଉ, ଏମିତିରେ ରେଲୱେ ଷ୍ଟେସନର କିଛି ଜିନିଷ ଆମ ପାଇଁ ସହଜ ହୋଇଥାଏ । ଏହି ସାମାନ୍ୟ ଜିନିଷ ମଧ୍ୟରେ ରେଲୱେ ଷ୍ଟେସନ ରେ ଲାଗିଥିବା ବୋର୍ଡ ରେ ଯେଉଁଥିରେ ଷ୍ଟେସନ ର ନାମ ଏବଂ ସମୁଦ୍ର ତଳୁ ତାହାର ଉଚ୍ଚତା ବି ଲେଖା ଯାଇଥାଏ । ଆପଣ ଏହାକୁ କେବେ ଦେଖି ଭାବିଥିବେ କି ଏହା କଣ ପାଇଁ ଲେଖାଯାଇଥାଏ ?

ଚାଲନ୍ତୁ ଜାଣିବା

ଆପଣ ଦେଖିଥିବେ କି ରେଲୱେ ଷ୍ଟେସନ ରେ ଦୁଇ ପଟେ ବଡ ବୋର୍ଡ ରେ ଷ୍ଟେସନ ର ନାମ ସହିତ ସମୁଦ୍ର ତଳର ଉଚ୍ଚତା ଲେଖା ଯାଇଥାଏ । ଆପଣଙ୍କୁ କହିଦେଉଛୁ ଯେ ଏହା ଆମର ଏବଂ ଆପଣଙ୍କ ପାଇଁ ଲେଖା ହୋଇନଥାଏ ଏହା ରେଳ ର ଡ୍ରାଇଭର ଏବଂ ଗାର୍ଡଙ୍କ ପାଇଁ ଲେଖା ହୋଇଥାଏ ।

ଏହା ଏଥିପାଇଁ ଲେଖା ହୋଇଥାଏ କାରଣ ଏହା ଅନୁସାରେ ଡ୍ରାଇଭର ଗାଡି ର ଗତି କୁ ନିୟନ୍ତ୍ରିତ କରିଥାଏ । ଯେମିତି ମାନିନିଅନ୍ତୁ ଯେତେବେଳ କୌଣସି ଟ୍ରେନ ୨୦୦ ମିଟର ସମୁଦ୍ର ତଳ ର ଉଚ୍ଛତା ରୁ ୩୦୦ ମିଟର ସମୁଦ୍ର ତଳର ଉଚ୍ଛତା ଆଡକୁ ଯାଏ ଏହି ବୋର୍ଡକୁ ଦେଖି ଡ୍ରାଇଭର ଏହି କଥାର ଅନ୍ଦାଜ ଲଗାଇଥାଏ କି ତାକୁ ଟ୍ରେନ ର ଇଞ୍ଜିନକୁ କେତେ ସ୍ପୀଡ ଦେବାର ଅଛି ।

ଏହି ଆଧାରରେ ମାନିକରି ରେଲୱେ ର ଇଞ୍ଜିନିଅର ଷ୍ଟେସନ ରେ ସମୁଦ୍ର ତଳ ର ଉଚ୍ଛତା ର ବିଷୟରେ ଷ୍ଟେସନ ର ବୋର୍ଡରେ ଲେଖାଯାଇଥାଏ । ଯାହା ଷ୍ଟେସନ ର ଦୁଇ ପଟେ ଲେଖାଯାଇଥାଏ । ଏହା ସବୁ ଷ୍ଟେସନ ରେ ହୋଇନଥାଏ । ଏହା ସେହି ଷ୍ଟେସନ ରେ ହୋଇଥାଏ ଯେଉଁ ଷ୍ଟେସନ ରେ ଟ୍ରେନ ର ଯାତାୟାତ ଉପର ତଳ ହୋଇଥାଏ ।

ରେଲୱେ ସାଇନ ବୋର୍ଡ ର ସାହାର୍ଯ୍ୟ ରେ ଟ୍ରେନ କୁ ଠିକସେ ଚଳାଇବା ପାଇଁ ସୁବିଧା ହୋଇଥାଏ । ଏହା ସହିତ ଟ୍ରେନ ଉପରେ ଲାଗିଥିବା ବିଜୁଳି ତାରକୁ ମଧ୍ୟ ଏକ ସମାନ ଉଚ୍ଛତା ରେ ଦେବାର ସୁବିଧା ମିଳେ ।