୨ ଦିନରେ ସ୍ଵପ୍ନଦୋଷର ସମସ୍ୟାରୁ ମୁକ୍ତି ପାଇବା ପାଇଁ ସହଜ ଘରୋଇ ଉପାୟ, ଜାଣନ୍ତୁ କେମିତି କରିବେ

କହିବାକୁ ଗଲେ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି । କିନ୍ତୁ ବହୁତ ରୋଗ ଏମିତି ବି ଅଛି ଯାହା ବିଷୟରେ ଖୋଲି କରି କେହି ବି କଥାବାର୍ତ୍ତା କରନ୍ତି ନାହିଁ । ମନୁଷ୍ୟ ନିଜର କଳ୍ପନା ଶକ୍ତି ଦ୍ଵାରା କଳ୍ପନାରେ କାହା ସହିତ କିଛି ବି କରି ପାରିବ । କେତେ ଥର ଜଣାତରେ କିମ୍ବା ଅଜଣତାରେ ମନୁଷ୍ୟ କଳ୍ପନା ଶକ୍ତି ଦ୍ଵାରା ହୃଦୟର କିଛି ବିଚାର ବାହାରକୁ ଆସିଯାଏ । ଯାହା ଦ୍ଵାରା ସ୍ୱାସ୍ଥ୍ୟ ଓ ପୁରୁଷତ୍ଵ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

କହିବାକୁ ଗଲେ ବହୁତ ପୁରୁଷ ଏମିତି ଅଛନ୍ତି ଯେଉଁମାନଙ୍କୁ ସ୍ଵପ୍ନଦୋଷ ଭଳି ରୋଗର ଶିକାର ହେବାକୁ ପଡିଥାଏ । ଯେଉଁଥିରେ ସେହି ବ୍ୟକ୍ତିର ବିଲକୁଲ ବି ଦୋଷ ନ ଥାଏ । ଏହି ସବୁ ତାହାର କଳ୍ପନା ଶକ୍ତି କାରଣରୁ ହୋଇଥାଏ । ସ୍ଵପ୍ନଦୋଷ କିଶୋରବସ୍ଥା ଓ ଆରମ୍ଭ କିଛି ବର୍ଷ ମଧ୍ୟରେ ହେଉଥିବା ଏକ ସାମାନ୍ୟ ଘଟଣା ଅଟେ । କିନ୍ତୁ ଏହା ଉତ୍ସର୍ଜନ ଯୌବନ ପରେ କୌଣସି ବି ସମୟରେ ହୋଇପାରେ ।

ଆବଶ୍ୟକ ନୁହେଁ କି ପ୍ରତ୍ୟେକ ପୁରୁଷ ସ୍ଵପ୍ନଦୋଷକୁ ଅନୁଭବ କରିବେ । ଯେଉଁଠି ଅଧିକାଂଶ ପୁରୁଷ ଏହାକୁ ଅନୁଭବ କରନ୍ତି ଅନ୍ୟ ପଟେ ଏମିତି ବି କିଛି ପୂର୍ଣ୍ଣ ରୂପରେ ସୁସ୍ଥ ଓ ସାମାନ୍ୟ ପୁରୁଷ ବି ଅଛନ୍ତି ଯେଉଁମାନେ ଏହାର ଅନୁଭବ କରନ୍ତି ନାହିଁ । ସ୍ଵପ୍ନଦୋଷ ସମୟରେ ପୁରୁଷମାନଙ୍କୁ କାମନାର ସ୍ଵପ୍ନ ଆସିଥାଏ କିମ୍ବା ଏହା ହସ୍ତମନ୍ଥନ ବିନା ବି ହୋଇପାରେ । ସ୍ଵପ୍ନଦୋଷ ପ୍ରାୟତଃ ସେହି ଲୋକମାନଙ୍କୁ ହୋଇଥାଏ ଯେଉଁମାନେ ନିଜର କିଶୋର ଅବସ୍ଥାରେ ହସ୍ତମନ୍ଥନ କରିଥିବେ ।

କହିବାକୁ ଗଲେ ଯଦି ଆପଣଙ୍କୁ ଅଧିକ ସ୍ଵପ୍ନଦୋଷ ହେଉଛି ତେବେ ଆପଣ ଏଥିରୁ ବଞ୍ଚିବା ପାଇଁ କିଛି ସରଳ ଉପାୟ କରନ୍ତୁ । କାରଣ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଖରାପ ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁଭଳି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

୧. ତୁଳସୀ

ତୁଳସୀ ଶରୀର ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । ସେଥିପାଇଁ ଏହାକୁ ଘରର ଅଗଣାରେ ନିଶ୍ଚିତ ଲଗାନ୍ତୁ ଓ ଏହାର ପୂଜା କରନ୍ତୁ । କହିବାକୁ ଗଲେ ତୁଳସୀକୁ ଆୟୁର୍ବେଦରେ ସର୍ବଶ୍ରେଷ୍ଠ ଔଷଧ ବୋଲି କୁହାଯାଏ । ସ୍ଵପ୍ନଦୋଷକୁ ରୋକିବା ପାଇଁ ତୁଳସୀର ୫ – ୬ ଟି ମଞ୍ଜି ସକାଳେ କ୍ଷୀର ସହ ସେବନ କରନ୍ତୁ । ୧ ସପ୍ତାହ ମଧ୍ୟରେ ଅନ୍ତର ଦେଖିବେ ।

୨. ତେନ୍ତୁଳୀ

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତେନ୍ତୁଳୀ ବି ଏକ ରାମବାଣ ଔଷଧ ଅଟେ । ୧୨୫ ଗ୍ରାମ ତେନ୍ତୁଳୀକୁ ୪୮ ଘଣ୍ଟା ପାଣିରେ ରଖନ୍ତୁ । ଏହା ପରେ ଏହାର ଚୋପା ଛଡାଇ ଏହାକୁ ଶୁଖାଇ ଦିଅନ୍ତୁ । ପୁଣି ଏହାକୁ ଗ୍ରାଇଡିଙ୍ଗ କରି ସକାଳେ ଓ ସନ୍ଧ୍ୟା ସମୟରେ କ୍ଷୀର ସହ ଏହାର ସେବନ କରନ୍ତୁ । ତେବେ ଜଲ୍ଦି ପରିଣାମ ଦେଖିବାକୁ ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।