IAS ଓ IPSଙ୍କ ସ୍ୟାଲେରୀ କେତେ ଅଟେ ! ନିଶ୍ଚିତ ପଢନ୍ତୁ

କହିବାକୁ ଗଲେ IAS ଓ IPS ଦେଶର ସବୁଠୁ ଉଚ୍ଚ ଓ ସମ୍ମାନୀୟ ଚାକିରି ମଧ୍ୟରୁ ଗୋଟିଏ ଅଟେ । ଜଣେ ବ୍ୟକ୍ତିକୁ IAS କିମ୍ବା IPS ହେବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ IAS ଓ IPS ଅଧିକାରୀଙ୍କ ସ୍ୟାଲେରୀ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି IAS ଅଧିକାରୀଙ୍କୁ ବହୁତ ହିଁ ଭଲ ସ୍ୟାଲେରୀ ମିଳିଥାଏ । ଗୋଟିଏ IAS ଅଧିକାରୀର ସ୍ୟାଲେରୀ ସବୁ ମାସରେ ୫୬୧୦୦ ଟଙ୍କାରୁ ଆରମ୍ଭ ହୋଇଥାଏ ଓ ଏହା କ୍ୟାବିନେଟ ସଚିବ ଭଳି ସର୍ବୋଚ୍ଚ ପଦ ପାଇଁ ୨୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

IAS ଅଧିକାରୀକୁ ମିଳିଥାଏ କେତେ ବେତନ:

ଜୁନିୟର ସ୍କେଲ:

ଭାରତୀୟ ପୋଲିସ ସେବା (IPS) ପାଇଁ ପ୍ରଥମ ସ୍କେଲ ଜୁନିୟର ସ୍କେଲ ଅଟେ । ଏଥିରେ IPS ଅଧିକାରୀମାନଙ୍କୁ ୧୫,୬୦୦ – ୩୯,୧୦୦ ପ୍ଲସ ଗ୍ରେଡ ସ୍ୟାଲେରୀ ମିଳିଥାଏ । ୫୪୦୦ ପ୍ରତି ମାସରେ । IPS ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଅବଧି ଠାରୁ ତାଙ୍କର ବେତନ ବୃଦ୍ଧି ପାଇଁ ବେତନମାନ ଉପରେ ରଖାଯାଇଥାଏ । ଏହି ସ୍ୟାଲେରୀ ଅଧିକ ହୋଇ ୧,୭୭,୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ଯେତେବେଳେ IPS ଅଧିକାରୀକୁ ନିଜର ପ୍ରଥମ ପ୍ରମୋଶନ ମିଳିଥାଏ, ତେବେ ତାକୁ ସିନିୟର ଟାଇମ ସ୍କେଲର ସ୍ୟାଲେରୀ ମିଳିଥାଏ । ଏହି ସ୍କେଲରେ IPS ଅଧିକାରୀମାନଙ୍କୁ ୧୫,୬୦୦ – ୩୯,୧୦୦ ପ୍ଲସ ଗ୍ରେଡ ସ୍ୟାଲେରୀ ୬୬୦୦ / ପ୍ରତି ମାସରେ । ଏହି ସ୍ୟାଲେରୀ ଅଧିକ ହୋଇ ୨,୮,୭୦୦ ପର୍ଯ୍ୟନ୍ତ ହୋଇପାରେ ।

ଜୁନିୟର ପ୍ରଶାସନିକ ଗ୍ରେଡ:

ଯେତେବେଳେ IPS ଅଧିକାରୀମାନଙ୍କୁ ପୋଲିସ ଅଧୀକ୍ଷକଙ୍କ ପଦରେ ପଦୋନ୍ନତି କରାଯାଏ, ତେବେ ତାଙ୍କୁ ଜୁନିୟର ପ୍ରଶାସନିକ ଗ୍ରେଡ ଦ୍ଵାରା ସମ୍ମାନିତ କରାଯାଇଥାଏ । ଯେଉଁଥିରେ IPS ଅଧିକାରୀଙ୍କୁ ୧୫,୬୦୦ – ୩୯,୧୦୦ ପ୍ଲସ ଗ୍ରେଡ ସ୍ୟାଲେରୀ ୭,୬୦୦ / ପ୍ରତି ମାସରେ  । ପୋଲିସ ଉପାଯୁକ୍ତଙ୍କୁ ବି ସମାନ ବେତନ ଦିଆଯାଇଥାଏ । ଏହି ବେତନ ବୃଦ୍ଧି ହୋଇ ୨,୯,୨୦୦ ପର୍ଯ୍ୟନ୍ତ ହୋଇପାରେ ।

ଚୟନ ଗ୍ରେଡ:

ଏହା ପେ ବ୍ୟାଣ୍ଡ IV ଅଟେ, ଯାହା IPS ଅଧିକାରୀଙ୍କୁ ଅନ୍ୟ ଏକ ପଦୋନ୍ନତି ପାଇଁ ଦିଆଯାଇଥାଏ । ଚୟନ ଗ୍ରେଡରେ ଆଇପିଏସ ଅଧିକାରୀଙ୍କୁ ୩୭,୪୦୦ – ୬୭୦୦୦ + ଗ୍ରେଡ ବେତନ ୮,୭୦୦ ପ୍ରତି ମାସରେ । ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ବି ସମାନ ବେତନ ମିଳିଥାଏ । ଏହି ବେତନ ବୃଦ୍ଧି ହୋଇ ୧୫,୯୦୦ ପର୍ଯ୍ୟନ୍ତ ହୋଇପାରେ ।