ଆଜିର ରାଶିଫଳ, 7 ଫେବୃୟାରୀ 2020, ଶୁକ୍ରବାର, କଣ କହୁଛି ଗ୍ରହଙ୍କ ଗତି, କେମିତି ରହିବ ଆପଣଙ୍କ ପାଇଁ ଆଜିର ଦିନ ଜାଣନ୍ତୁ

ଆଜି ଶୁକ୍ରବାର 7 ଫେବୃୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାହି ଦ୍ଵାରା ଆପଣ କୌଣସି ବ୍ୟକ୍ତିର ଭବିଷ୍ୟତ ଜାଣି ପାରିବେ । ଏହି ଆଧାରରେ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବାର୍ତ୍ତନ ଆସି ପାରେ ? ଆପଣ ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଆମର ଏହି ରାଶିଫଳରେ ମିଳିଯିବ । ତେବେ ଜାଣିବା ପାଇଁ ପଢନ୍ତୁ ଆଜିର ଏହି ରାଶିଫଳ ।

୧ – ମେଷ

ଆଜି ବହୁତ ସମୟ ହେବ ଚାଲୁଥିବା ପ୍ରେମ ସମ୍ବନ୍ଧକୁ ନୂଆ ରୂପ ଦେବା ପାଇଁ ଭଲ ସମୟ ଅଟେ । ଭଉଣୀର ଭଲ ପାଇବା ମିଳିବ । ଭାଗ୍ୟ ଆପଣଙ୍କ ସହିତ ଅଛି । ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବ । ଆଜି କିଛି ଛୋଟ କଥା ଦ୍ଵାରା ଆପଣ ଦିନ ସାରା ଚିନ୍ତିତ ରହିବେ । ଘରେଲୁ ମାମଲାରେ ଆପଣ ପଡନ୍ତୁ ନାହିଁ । ନିଜର ଉତ୍ସାହ ଦ୍ଵାରା ଆପଣ ଆଖପାଖର କୌଣସି ବ୍ୟକ୍ତିକୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ମାତା ପିତାଙ୍କ ସହଯୋଗ ମିଳିବ । ଭଲ ନିଦ ଦ୍ଵାରା ଭଲ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ ।

୨ – ବୃଷ

କୌଣସି ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଆଜିର ଦିନ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ ରହିବ । କାର୍ଯ୍ୟର ଭଲ ପରିଣାମ ପାଇଁ ଆଶା କରି ପାରିବେ । କାହା ସହିତ ଝଗଡା ନ ହୋଇ ଯାଉ ଏହାର ଧ୍ୟାନ ରଖନ୍ତୁ । ଶାନ୍ତ ଓ ଚିନ୍ତା ରହିତ ହେବାକୁ ଚେଷ୍ଟା କରନ୍ତୁ, ଏହା ଦ୍ଵାରା ମାନସିକ ଶକ୍ତି ବଢିବ । ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ଧନଲାଭ ହେବ । ଅଧୁରା କାର୍ଯ୍ୟକୁ ଆଜି ପୁରା କରନ୍ତୁ । ନିଜର ସହକର୍ମୀ ଓ ବରିଷ୍ଠ ନାଗରିକମାନଙ୍କ ସହିତ ମହତ୍ଵପୂର୍ଣ ସମ୍ବନ୍ଧ କରିବାକୁ ଚେଷ୍ଟା କରନ୍ତୁ ।

୩ – ମିଥୁନ

ଆଜି ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଦିନଚର୍ଜ୍ୟାରେ ଅଳ୍ପ ଚେଞ୍ଜେସ ଆସିପାରେ । ଆପଣଙ୍କୁ ଲାଭ ମିଳିବ । ଆଜି ଭଗବାନ ଶିବଙ୍କୁ ଜଳ ଅର୍ପିତ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ କଷ୍ଟ ଦୂର ହେବ । ଧନ ଖର୍ଚ ହେବା ତଥା ଅନ୍ୟ କୌଣସି ଜିନିଷରେ ବି ଆପଣଙ୍କ କିଛି କ୍ଷତି ହୋଇପାରେ । ଅପମାନ ନ ହେଉ ଏହାର ଧ୍ୟାନ ରଖନ୍ତୁ । ଟଙ୍କା ସହ ଜଡିତ ମାମଲାର ବହୁତ ଧ୍ୟାନ ରଖନ୍ତୁ । ସମ୍ପର୍କୀୟମାନଙ୍କ ସହ ନିଜର ସମ୍ପର୍କକୁ ଗଭୀର କରନ୍ତୁ ।

୪ – କର୍କଟ

ଆଜି ଆପଣଙ୍କ ପ୍ରେମ ସମ୍ବନ୍ଧରେ କିଛି ନୂତନ କରିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ଦେଶରେ ବ୍ୟବସାୟିକ ସମ୍ପର୍କ କରିବାରେ ଭଲ ସମୟ ଅଟେ । ଯାତ୍ରା ପାଇଁ ଅଧିକ ଭଲ ସମୟ ନୁହେଁ । ସାମାଜିକ କାର୍ଯ୍ୟରେ ଭାଗ ନେବା ଦ୍ଵାରା ମନ ପ୍ରସନ୍ନ ରହିବ । ମାନ ସମ୍ମାନ ଏବଂ ଆୟରେ ବୁଦ୍ଧି ହେବ । ଯଦି ନ୍ୟାୟଳୟରେ କୌଣସି ମାମଲା ଲମ୍ବିତ ଅଛି ତେବେ ପରିମାଣ ଅପେକ୍ଷିତ ଅଟେ । ସେନ୍ହର ବନ୍ଧନକୁ ବନାଇ ରଖିବା ପାଇଁ ଆପଣଙ୍କୁ ପରସ୍ପରର ମଧ୍ୟରେ ସମ୍ମାନ ଓ ବିଶ୍ଵାସ ଜନ୍ମ ରଖିବା ଜରୁରୀ ଅଟେ ।

୫ – ସିଂହ

ଆଜି ପରିବାରରେ ଆନନ୍ଦର ବାତାବରଣ ରହିବ । ଆରୋଗ୍ୟ ଭଲ ରହିବ । ବୌଧିକ ଚର୍ଚାରେ ଅଂସ ଗ୍ରହ ଗ୍ରହଣ କରି ପାରନ୍ତି । ଭୋଜନରେ ମିଠା ଜିନିଷ ମିଳିପାରେ । ଆଜି ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ । ଆଜି ଆପଣ ନିଜର ବୁଦ୍ଧି ଓ କୌଶଳ ଦ୍ଵାରା ବଡ ବଡ ସମସ୍ୟାକୁ ସମଧାନ କରି ପାରିବେ । ଶେୟାର ମାର୍କେଟ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ । କାରୋବରରେ କିଛି ଉନ୍ନତି ଆସିପାରେ ।

୬ – କନ୍ୟା

ଆଜି ଆପଣଙ୍କୁ ରାଜକୀୟ ମାମଲାରେ ସଫଳତା ମିଳିବ । ଭାଗ୍ୟୋଦୟ ସମ୍ଭବ ଅଟେ । ଯୁବକମାନେ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହେବେ । ହଜିଯାଇଥିବା ପ୍ରତିଷ୍ଠା ହାସଲ କରିବେ । ନିଜ ଲୋକମାନଙ୍କ ପାଇଁ କୌଣସି ବୁଝାମଣା ବି କରି ପାରନ୍ତି । ମିତ୍ରମାନଙ୍କ ପୂର୍ଣ ସହଯୋଗ ମିଳିବ । ପୁରୁଣା ପରିଚିତ ଲୋକମାନଙ୍କ ସହ ସାକ୍ଷାତ ହେବ । ଦାୟିତ୍ଵର ବୋଝ ବଢିବ । ପୁରୁଣା ଲୋକମାନଙ୍କ ସହ ସମସ୍ୟା ହୋଇପାରେ ।

୭ – ତୁଳା

ଆଜି ଆପଣଙ୍କ କେତେକ କାର୍ଯ୍ୟ ସଠିକ ସମୟରେ ପୂର୍ଣ ହୋଇଯିବ । କିଛି ନୂଆ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଚିନ୍ତା ଶେଷ ହେବା କାରଣରୁ ଆପଣଙ୍କ କାର୍ଯ୍ୟର ଗତି ବଢିବ । ବାହନ ସୁଖ ବି ମିଳିପାରେ । ଏହି ସମୟରେ ସମ୍ପର୍କ ଜରିଆରେ ଆପଣଙ୍କୁ ପ୍ରଗତିର ଅବସର ମିଳିବ । ଆପଣଙ୍କ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ଆପଣଙ୍କୁ ଆପଣଙ୍କ ଦାୟିତ୍ଵକୁ ଭଲ ଭାବରେ ପାଳନ କରିବାର ଅଛି ତେବେ ଯାଇ ଆପଣ ଉନ୍ନତି କରିବେ । ଆଜି ବ୍ୟାପାରିକ ନିର୍ଣୟ ଆପଣଙ୍କ ପାଇଁ ଭଲ ରହିବ ।

୮ – ବିଚ୍ଛା

ଆଜି ଅଳ୍ପ ଧର୍ଯ୍ୟ ଓ ସହନଶୀଲତା ସହ କାମ କରନ୍ତୁ । ତେବେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ହୋଇପାରେ । ଭାଇ – ଭଉଣୀମାନେ ସହଯୋଗର ହାତ ବଢାଇବେ । ଆପଣଙ୍କ ଜୀବନସ୍ତରରେ ଚେଞ୍ଜେସ ଆସିପାରେ । ବ୍ୟକ୍ତି ବିଶେଷଙ୍କ ଲାଭ ମିଳିବ । ଅତିଥିମାନେ ଆଗମନ କରିବେ । ବ୍ୟାପାର ସାମାନ୍ୟ ରହିବ । ଶେୟାର ମାର୍କେଟରେ ନିବେଶ ବୁଝି ସୁଝି କରନ୍ତୁ ।

୯ – ଧନୁ

ଆଜି ବୁଝି ସୁଝି ସବୁ ପଦକ୍ଷେପ ନିଅନ୍ତୁ । ଜୀବନସାଥୀଙ୍କ ସହ ଆଜିର ଦିନ ଅପେକ୍ଷା ରହିତ ବହୁତ ଭଲ କଟିବ । ଦ୍ଵିତୀୟ କାର୍ଯ୍ୟରେ ହସ୍ତକ୍ଷେପ ଦ୍ଵରା ବଞ୍ଚାନ୍ତୁ, ମିତ୍ର ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରନ୍ତୁ । ନିବେଶ – ଚାକିରି ଦ୍ଵାରା ମନ ଅନୁକୂଳ ରହିବ । ବାହାର ଯିବାର କାର୍ଯ୍ୟକ୍ରମ ରଖନ୍ତୁ ତେବେ ଭଲ ରହିବ । ଆତ୍ମବିଶ୍ଵାସ ଦ୍ଵାରା ଧର୍ଯ୍ୟପୂର୍ବକ ଆଗକୁ ବଢନ୍ତୁ । ସଫଳତା ଅବଶ୍ୟ ମିଳିବ । ଆଜି ଆପଣ ନିଜକୁ ମନୋରଞ୍ଜକ ଗତିବିଧିରେ ସାମିଲ କରିବେ ।

୧୦ – ମକର

ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟି ରହିବ । ଆର୍ଥିକ, ସାମାଜିକ ଓ ପାରିବାରିକ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । ସମ୍ପତିର ବହୁତ ବଡ ଅଫର ମିଳିପାରେ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ପ୍ରତିଦ୍ଵନ୍ଦୀ ସକ୍ରିୟ ରହିବେ । ଧନାର୍ଜନ ହେବ । ଆଜି ଆପଣଙ୍କ ଦିନ ଭଲ ରହିବାର ଅଛି । ଆଜି ଆପଣ ରଚନାତ୍ମକ ଊର୍ଜା ଦ୍ଵାରା ଭରପୁର ରହିବେ । ବାହାର ଖାଦ୍ୟପେୟ ଠାରୁ ବଞ୍ଚାନ୍ତୁ । ଦରକାର ହେବା ଉପରେ ଫଳର ସେବନ କରନ୍ତୁ । ଆପଣ କିଛି ନୂଆ କରିବା ଉପରେ ଧ୍ୟାନ ଦିଅନ୍ତୁ ।

୧୧ – କୁମ୍ଭ

ଆଜି ଆପଣଙ୍କ ଆକର୍ଷକ ବ୍ୟବହାର ଅନ୍ୟ ବ୍ୟକ୍ତିର ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରନ୍ତୁ । ଛୋଟ ଛୋଟ ପ୍ରବାସର ଆୟୋଜନ ଆପଣ କରି ପାରିବେ । ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ମନ ବି ପ୍ରସନ୍ନ ରହିବ । ଆଜି ଆପଣଙ୍କ ଆଖପାଖର ଲୋକମାନେ ରାଗରେ ରହି ପାରନ୍ତି । କାର୍ଯ୍ୟରେ ନିର୍ଧାରିତ ସଫଳତା ପ୍ରାପ୍ତ କରିବେ । ଅଫିସରେ କିଛି ଅଧିକ ହିଁ କାର୍ଯ୍ୟ କରିବାକୁ ପଡିପାରେ ।

୧୨ – ମୀନ

ଆଜି ଆପଣଙ୍କୁ ନିଜ କ୍ରୋଧ ଉପରେ ସଂଯମ ରଖିବା ଆବଶ୍ୟକ ଅଟେ । ଅଯଥା ବିବାଦରେ ଫସି ପାରନ୍ତି । କୌଣସି ବି କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ନିରାଶ ଆସିବାର ସମ୍ଭାବନା ଅଛି । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନାତ୍ମକ କଲା ପ୍ରତି ରୁଚି ରହିବ । ସନ୍ତାନଙ୍କ ପ୍ରତି ଚିନ୍ତା ରହିବା ଦ୍ଵାରା ମନରେ ବ୍ୟଗ୍ରତା ରହିବ । ପ୍ରବାସକୁ ସମ୍ଭବତଃ ଟାଳି ଦିଅନ୍ତୁ ।