କୋଣାର୍କ ମନ୍ଦିର ୧୩୦୦ ମସିହାରେ ଓଡ଼ିଶା ରେ ପୁରୀ ଜିଲ୍ଲାରେ କୋଣାର୍କ ଅବସ୍ଥିତ। ସୂର୍ଯ୍ୟ ମନ୍ଦିର କୋଣାର୍କ ଏକ ଏମିତି ମନ୍ଦିର ଯାହା ଭାରତ ରେ ନୁହେଁ ବିଶ୍ୱ ରେ ମନ୍ଦିର ର କାରୁକାର୍ଯ୍ୟ ଓ ରହସ୍ୟ ପାଇଁ ଏକ ଐତିହ୍ୟ ସ୍ଥଳୀ ଅଟେ। ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରୁ ଉତ୍କଳ ର ଗଗଂ ବଂଶୀୟ ର ରାଜା ଲାଗୁଂଳା ନରସିଂହ ଦେବ ଙ୍କ ଦ୍ୱାରା ଏହି ମନ୍ଦିର ଟି ତୋଳାଯାଇ ଥିଲା। ଏହା ଏକ ରଥ ଭଳି ପଣ୍ଚ ରଥ ବିଶିଷ୍ଟ ଯାହା ପଥର ରେ ତିଆରି ହୋଇଥିବା ଚକ ସ୍ତମ୍ଭ ଓ କାନ୍ଥ ରହିଛି। ଏହି ମନ୍ଦିର ଟି ଗଢାଯାଇ ଥିଲା ପ୍ରାଚୀ ନଦୀ ଓ ବଗୋଂପସାଗର ର ସଂଗମ ସ୍ଥଳରେ।
ସେହି ଯୁଗରେ ନଦୀ ଏକ ପୋତାଶ୍ରୟ ଥିଲା। ଏହାର ନାମ ଥିଲା କୋଣଗର। କୋଣଗର ନାମ କନୁସାରେ ପ୍ରାଚୀନ ଶବ୍ଦ କୋଣ ଓ ଅର୍କ ର ସଂଯୋଗ ରୁ ତିଆରି ହୋଇଥାଏ। ଏହି ମନ୍ଦିର ଟି ସୂର୍ଯ୍ୟ ଦେବତାଙ୍କ ପାଇଁ ତିଆରି ହୋଇଥିଲା ବୋଲି ଏହାର ନାମ କୋଣାର୍କ ହୋଇଛି। କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପିତ କଳା ଶୈଳୀ ରେ ତୋଳାଯାଇ ଥିଲା । ମନ୍ଦିର ର ଚାରିପଟେ ୯ ଫୁଟ ୯ ଇନ୍ଚି ର ଉଚ୍ଚ ର ଚବିଶ ଟି ଚକ ଓ ସମ୍ମୁଖ ରେ ସାତଟି ଘୋଡ଼ା ଖଣ୍ଜା ଯାଇ ଥିଲା। ଏବେ ଏହି ମନ୍ଦିର ଟି ପ୍ରାୟ ଧ୍ୱଂସ ହୋଇଲାଣି, ବର୍ତ୍ତମାନ ଅଛି ତ ଦେବଗୃହ ଓ ଦେବସିଂହାସନ । ମୁଖ୍ୟ ଦେଉଳ ଟି ପାଖାପାଖି୨୦୦ ଫୁଟ ମାନେ ୬୦ ମିଟର ଉଚ୍ଚ ଯାହା ଭାରତ ର ଉଚ୍ଚତମ ମନ୍ଦିର ମାନାଯାଏ।
କୋଣାର୍କ ମନ୍ଦିର ରେ ମୁଖ୍ୟତଃ ତିନି ପ୍ରକାର ପଥର ବ୍ୟବହାର କରାଯାଇଛି। ସେଥିରେ ଗୋଟିଏ ଥିଲା ମୁଗୁନୀ ପଥରଦେବ ସିଂହାସନ ଓ ଦୂଆର ମୁହଁ ରେ ବ୍ୟବହାର ହୋଇଥିଲା। ଦ୍ୱିତୀୟ ରେ ମାଗ୍ନାଇଟ୍ ପଥର ସୋପାନ ଶ୍ରେଣୀ ଓ କାନ୍ଥର କିଛି ଅଂଶ ରେ , ତୃତୀୟ ରେ କୋଣ୍ଡାଲାଇଟ୍ ପଥର ଯାହା ବ୍ୟବହାର ହୋଇଥିଲା ମନ୍ଦିର ର ବାକି ସ୍ଥାନରେ। ଯଦି ମନ୍ଦିର ଧ୍ୱଂସ ହେବାର କଥା ଜାଣିବା ତେବେ ମାଗ୍ଲାପାଜି ଓଡ଼ିଶା କୁ ଆକ୍ରମଣ କରି ବହୁତ ମନ୍ଦିର ଧ୍ୱଂସ କରିଥିଲେ କିନ୍ତୁ କୋଣାର୍କ ମନ୍ଦିର ଭାଗିଂବା ସହଜ ନଥିଲା।
ଆଶ୍ଚର୍ଯ୍ୟ ଜନକ କଥା ଥିଲା କି ପୂର୍ବରୁ କଳା ପାହାଡ ର ଗଠନ ପ୍ରଣାଳୀ ବିଷୟରେ ଜାଣିଥିଲା ଯାହା ଦ୍ୱାରା ମନ୍ଦିର କୁ ସହଜରେ ଧ୍ୱଂସ କରି ପାରି ଥିଲା। ଓଡ଼ିଶାର ଇତିହାସ ସମ୍ପର୍କରେ ୧୫୦୮ ଖ୍ରୀଷ୍ଟାବ୍ଦରେ ଆକ୍ରମଣ ଦ୍ୱାରା ଓଡ଼ିଶାରେ କିଛି ମନ୍ଦିର ଧ୍ୱଂସ ହୋଇଥିଲା। ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକ ମାନେ କୁହନ୍ତି ଯେ କୋଣାର୍କ ମନ୍ଦିର ର ଦୁଇଟି ପଥର ମଧ୍ୟ ରେ ଗୋଟିଏ ଲୁହା ପ୍ଲେଟ୍ ଦିଆଯାଇଛି।
ଯାହା ଆଜି ବି ଦେଖିବା କୁ ମିଳେ। ଦଧିନଉତି ରେ ଏକ ବିଶାଳ ଚୁମ୍ଭକ ଖଣ୍ଜା ଯାଇଥିଲା ଯାହା କୁ ବାରଶହ ବଢେଇ ନ କରି ଗୋଟିଏ ଛୋଟିଆ ବାଳକ କରିଥିଲା। ଏହି ଚୁମ୍ବକ ର ଏତେ ଶକ୍ତି ଥିଲା ଯେ ଏହା ଦ୍ୱାରା ସମୁଦ୍ର ରେ ଯିଉଥିବା ଲୋକ ମଧ୍ୟ ଆକର୍ଷିତ ହେଉଥିଲେ। ଏହି ମନ୍ଦିର ସୂର୍ଯ୍ୟ ଦେବ ଙ୍କ ରଥ ଭଳି ଅଟେ।