ଟ୍ବିଟର ରେ ଶୁକ୍ରବାର ଦିନ ଗୋଟିଏ ଭିଡିଓ ଚର୍ଚ୍ଚାର ବିଷୟ ହୋଇଥିଲା । ୨୫ ସେକେଣ୍ଡ ର ଏହି ଭିଡିଓରେ ଏମିତି କିଛି ହେଉଛି, ଯାହାକୁ ଭାବିଲେ ଦେହ ସିତେଇ ଉଠେ । ଶୁକ୍ରବାର ଦିନ ୩ଟା ରେ ଏହି ଭିଡିଓ ସେୟାର କରା ଯାଇଛି । ଯାହାକୁ ଗୋଟିଏ ଘଣ୍ଟାରେ ୧ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡିଓରେ ଗୋଟିଏ ମହିଳା ଫୋନରେ କଥା ହେଉଥିବା ଅବସ୍ଥାରେ ଯାଉଛି ଓ ପଛରୁ ଗୋଟିଏ ଲୋକ
କୋଳରେ ଗୋଟିଏ ଛୋଟ ପିଲାକୁ ଧରି ତା’କୁ ଡାକୁଛି । ସେହି ଲୋକଟି ଜୋର ରେ ଚିଲାଇ ମହିଳା ଜଣଙ୍କୁ ଅଟକାଉଛି ।
Aksar Log auto me apna chhata ya bag bhool jaate hai, ye Madam toh apna baccha bhool gayi 🤦🏻♂️ pic.twitter.com/8cM6UrKtOw
— Amit A (@Amit_smiling) August 23, 2019
ତା’ ପାଖକୁ ଯାଇ ତା’ର ପିଲାକୁ ଦେଉଛି ଓ ପଚାରୁଛି କି ପିଲାଟି ଆପଣଙ୍କର ଅଟେ ନା ? ମହିଳା ଜଣଙ୍କ ହଁ କହି ପିଲାଟିକୁ କୋଳାଇ ନେଉଛି । ଆଖ ପାଖରେ ବହୁତ ସାରା ଲୋକ ମଧ୍ୟ ଠିଆ ହୋଇଥିବାର ନଜର ଆସୁଛନ୍ତି ।
ଏହି ଭିଡିଓ କୁ @Amit_smiling ନାମକ ଜଣେ ୟୁଜର ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ସାଧାରଣତଃ ଲୋକ ଅଟୋରେ ନିଜର ଛତା ବା ବ୍ୟାଗ ଭୁଲି ଯାଆନ୍ତି, ଏହି ମ୍ୟାଡମ ତ ନିଜର ପିଲାକୁ ହିଁ ଭୁଲିଗଲେ ।’
ୟୁଜରମାନେ କହିଲେ Fake ଲାଗୁଛି
Hope that's not her kid… Mother's seldom forget about their own children
— Nehool (@wolfinhuman) August 23, 2019
It’s looks like some shoot for serial or movie 🎥 😉
— आप चोर हैं! (@AapChorHain) August 23, 2019
ଏହି ଭିଡିଓଟି କେଉଁ ଜାଗାର ତାହା ଜଣା ନାହିଁ । ଭିଡିଓ ସତ ଅଟେ ନା କୌଣସି ବିଜ୍ଞାପନ ନା କୌଣସି ଫିଲ୍ମର ସୁଟ ଅଟେ ଏହା ମଧ୍ୟ ଜଣା ନାହିଁ । ଟ୍ବିଟରରେ କିଛି ୟୁଜର ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ୟୁଜରଙ୍କୁ ଲାଗୁଛି କି ଏହି ଭିଡିଓ ଫର୍ଜି ଅଟେ । ଅର୍ଥାତ କୌଣସି ଡ୍ରାମା ବା ବିଜ୍ଞାପନ ପାଇଁ ସୁଟ କରା ଯାଉଛି । ସେହିଠାରେ କିଛି ୟୁଜର ମଧ୍ୟ ଚିନ୍ତା ଜାହିର କରିଛନ୍ତି ।
https://twitter.com/nitishkharat7/status/1164833087663960065
tiktok users kisi b hadd tk jaa skte hai..
— Vikas Singh (@the_vikcas) August 23, 2019
Joke gone real 🤦😹
— काठियावाड़ी (@Bapu___) August 23, 2019
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।