ଆଜି ଆମେ ଆପଣଙ୍କୁ କହିବୁ କି ମହିଳାମାନଙ୍କର ଅଙ୍ଗରେ ଯେଉଁ ତିଳ ଚିହ୍ନ ଥାଏ ତାହା ସେମାନଙ୍କ ବିଷୟରେ କେଉଁ ଗୁପ୍ତ ରାଜ ଖୋଲିଥାଏ । ସେମିତି ତ ସମସ୍ତଙ୍କର କୌଣସି ନା କୌଣସି ଅଙ୍ଗରେ ତିଳ ଚିହ୍ନ ଅବଶ୍ୟ ଥାଏ ତାହା ଚେହେରାରେ ଥାଉ ବା ପିଠିରେ ଥାଉ ବା ପେଟରେ ଥାଉ । କଣ ଆପଣଙ୍କୁ ଜଣା ଅଛି ଆପଣଙ୍କର ଅଲଗା ଅଲଗା ଅଙ୍ଗରେ ଥିବା ତିଳ ଚିହ୍ନ ଆପଣଙ୍କ ଭାଗ୍ୟ, ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କର ଶରୀରରେ ବିଭିନ୍ନ ଅଙ୍ଗରେ ଥିବା ତିଳ ଚିହ୍ନର ଅର୍ଥ କଣ ହୋଇଥାଏ ।
ଯଦି କୌଣସି ଝିଅର ଗାଲରେ ତିଳ ଚିହ୍ନ ଅଛି ତେବେ ଏହା ତାହାକୁ ସବୁ ଖରାପ ଦୃଷ୍ଟିରୁ ବଞ୍ଚାଇଥାଏ । ଗାଲର ଡାହାଣ ଭାଗରେ ତିଳ ଚିହ୍ନ ରହିବା ବହୁତ ଶୁଭ ହୋଇଥାଏ । କିନ୍ତୁ ବାମ ଗାଲରେ ତିଳ ଚିହ୍ନ ଥିଲେ ଏହା ଶୁଭ ହୋଇନଥାଏ । ଏହା ଜୀବନରେ ବାରମ୍ବାର ସମସ୍ୟା ଆସିବାର ସଙ୍କେତ ହୋଇଥାଏ ।
ଯଦି ମଥାର ବାମ ପାଖରେ ତିଳ ଚିହ୍ନ ଅଛି ତେବେ ଏହା ସୁଖ ସମୃଦ୍ଧି ଓ ଖୁସିର ସଙ୍କେତ ହୋଇଥାଏ । କିନ୍ତୁ ମଥାର ବାମ ଭାଗରେ ତିଳ ଚିହ୍ନ ଥିଲେ ଜୀବନରେ କଷ୍ଟ ଓ ସମସ୍ଯା ଦେଇଥାଏ ।
ମହିଳାମାନଙ୍କର ଓଠରେ ତିଳ ଚିହ୍ନ ଲୋଭ, ବିଳାସ ର ସଙ୍କେତ ହୋଇଥାଏ । ଏମିତି ଝିଅମାନେ ବହୁତ ଚାଲାଖ ହୋଇଥାନ୍ତି ଓ ଏମାନଙ୍କର ବହୁତ ଦିବାନା ଥାଆନ୍ତି ।
ଯେଉଁ ମହିଳାମାନଙ୍କର ନାକରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଲକି ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ପଇସାର କୌଣସି ଅଭାବ ନଥାଏ ।
ମହିଳାମାନଙ୍କର ଥୋମଣି ରେ ତିଳ ଚିହ୍ନ ବି ବହୁତ ଶୁଭ ହୋଇଥାଏ । ଏମିତି ମହିଳାମାନେ ଧନୀ ହୋଇଥାନ୍ତି ଓ ଐଶ୍ଵର୍ଯ୍ୟପୂର୍ଣ୍ଣ ଜୀବନ ବ୍ୟତୀତ କରିଥାନ୍ତି ।
ଯେଉଁ ମହିଳାଙ୍କର ଜଙ୍ଘରେ ତିଳ ଚିହ୍ନ ଥାଏ ସେହିମାନଙ୍କ ପ୍ରତି ପୁରୁଷ ବହୁତ ଜଲ୍ଦି ଆକୃଷ୍ଟ ହୋଇଥାନ୍ତି । ଏମିତି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।
ମହିଳାମାନଙ୍କର ନାଭିର ଆଖ ପାଖରେ ତିଳ ଚିହ୍ନ ରହିବା ବି ବହୁତ ଶୁଭ ହୋଇଥାଏ । ଏମିତି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ନାଭିର ଉପରେ ପେଟରେ ତିଳ ଚିହ୍ନ ରହିବା ଭଲ ହୋଇନଥାଏ । ଏହା ଦୁର୍ଭାଗ୍ଯର ସୂଚକ ହୋଇଥାଏ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।