ରାସ୍ତାରେ ଜାନ୍ହବୀ ଏକୁଟିଆ ଯାଉଥିଲେ ବି କେହି ଦେଲେ ନାହିଁ ଆଟେଂସନ, ଲୋକମାନେ କହିଲେ ‘ କେହି ଚିହ୍ନି ନାହାନ୍ତି ନା କଣ ! ‘ ଆଉ ତା ପରେ…

ଜାନ୍ହବୀ କପୁର ବଲୀଉଡରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମ ‘ଧଡକ’ ହିଁ କରିଛନ୍ତି । କିନ୍ତୁ ଏହା ସତ୍ବେ ବି ସୋସିୟାଲ ମିଡିୟାରେ ତାଙ୍କର ଫ୍ୟାନ ଫୋଲଇଙ୍ଗ କମାଲ ଅଟେ । କହିବାକୁ ଗଲେ ଫିଲ୍ମ ପୂର୍ବରୁ ସେ ନିଜର ମା ଶ୍ରୀଦେବୀଙ୍କ ସହ ବି ନଜର ଆସୁଥିଲେ । ମିଡିୟା ତାଙ୍କୁ ବି କଭର କରୁଥିଲା । ସୋସିୟାଲ ମିଡିୟାରେ ତ ଜାନ୍ହବୀଙ୍କୁ ନେଇ ବହୁତ କ୍ରେଜ ଦେଖିବାକୁ ମିଳିଥାଏ ।

ସମସ୍ତ ଇଭେଣ୍ଟରେ ତାଙ୍କର ଫଟୋ ସବୁଠୁ ଅଧିକ ଉଠାଯାଏ । କିନ୍ତୁ ବର୍ତମାନ ହିଁ ଜାନ୍ହବୀକୁ ନେଇ ଏକ ଏମିତି ହିଁ କଥା ସାମନାକୁ ଆସିଛି ଯାହା ଦ୍ଵାରା ସମସ୍ତ ସମୀକରଣ ବଦଳି ଯାଇଛି ।

କହିବାକୁ ଗଲେ ଜାନ୍ହବୀ ନିଜ ଘରୁ ଜିମ ଆଡକୁ ଯାଉଥିଲେ । କହିବାକୁ ଗଲେ ପ୍ରାୟତଃ ଏଥିପାଇଁ ସେ ନିଜ କାର ବ୍ୟବହାର କରନ୍ତି । କିନ୍ତୁ ଏଥର ଟ୍ରାଫିକ ଅଧିକ ଥିବା କାରଣରୁ ସେ ରାସ୍ତା ଉପରେ ଚାଲି ଚାଲି ଯାଉଥିଲେ । ଜାନ୍ହବୀଙ୍କ ସହ ଦୁଇ ଜଣ ବଡିଗାର୍ଡ ବି ଥିଲେ । କହିବାକୁ ଗଲେ ଯେତେବେଳେ ଜାନ୍ହବୀ ରାସ୍ତା ଉପରେ ଚାଲୁଥିଲେ ତେବେ ତାଙ୍କ ଆଖ ପାଖରେ ଥିବା ଲୋକମାନେ ତାଙ୍କୁ ଆଟେଂସନ ଦେଲେ ନାହିଁ ।

ଏହା ଦେଖି ଏମିତି ଲାଗୁଥିଲା କି ଜାନ୍ହବୀଙ୍କୁ କେହି ଚିହ୍ନି ପାରୁ ନାହାନ୍ତି । ସାଧାରଣତଃ ରାସ୍ତା ଉପରେ କୌଣସି ସେଲିବ୍ରିଟୀ ରାସ୍ତା ଉପରେ ଆସିଥାଏ ତେବେ ତାଙ୍କୁ ଦେଖିବାକୁ ପାଇଁ ଭିଡ ଲାଗିଯାଏ । କିନ୍ତୁ ଜଣେ ହେଲେ ବି ବ୍ୟକ୍ତି ତାଙ୍କ ପାଖକୁ ଆସିଲେ ନାହିଁ ।

ଏହି ପୁରା ଘଟଣାର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି ଓ କହିବାକୁ ଗଲେ ବର୍ତ୍ତମାନ ସୋସିୟାଲ ମିଡିୟା ଉପରେ କେତେକ ଲୋକମାନେ ଜାନ୍ହବୀ କପୁରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଲା କି “ଏତେ ପବ୍ଲିକ ଭିତରେ ଚାଲିଲା ଓ ତଥାପି କେହି ବି ଆଟେଂସନ ଦେଲେ ନାହିଁ । ଏହାକୁ କୁହନ୍ତି ଫ୍ଲପ ଏକ୍ଟ୍ରେସ ।“

ଅନ୍ୟ ଏକ ୟୁଜର ଲେଖିଲା କି “ଭିଡିଓରେ ଜାନ୍ହବୀକୁ ଦେଖି ଏମିତି ଲାଗୁଥିଲା କି କେହି ତାଙ୍କୁ ଜାଣି ହିଁ ନାହାନ୍ତି ।“ କିଛି ଲୋକମାନେ ତ ଜାନ୍ହବୀଙ୍କର ଜିମର ଲୋକେଶନର ବି ମଜାକ ଉଡାଇଲେ । କହିବାକୁ ଗଲେ ଭିଡିଓରେ ଜିମ ବହୁତ ଖରାପ ଅବସ୍ଥାରେ ଦେଖାଯାଉଥିଲା ।

ଏହି ଭାଇରାଲ ଭିଡିଓରେ ଜାନ୍ହବୀ ଏକ କଳା ରଙ୍ଗର ଆଉଟଫିଟ ପିନ୍ଧି ଥିଲେ । ଯେଉଁଥିରେ ସେ ବହୁତ କମାଲ ଦେଖା ଯାଉଥିଲେ । କିନ୍ତୁ ଦୁର୍ଭାଗ୍ୟ ଏହା ବି କାହାର ଧ୍ୟାନ ଆକର୍ଷିତ କରି ପାରିଲା ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।