ସଲମାନ ଖାନ ବଲୀଉଡର ଜଣେ ମାତ୍ର ଏମିତି ଅଭିନେତା ଅଟନ୍ତି ଯିଏକି ସବୁଦିନ କୌଣସି ନା କୌଣସି କାରଣ ଯୋଗୁ ମିଡିୟାର ଚର୍ଚାରେ ରୁହନ୍ତି । ସଲମାନ ଖାନ ନିଜର ରାଗ ଛଡା ଦରିୟାଦିଲୀ ପାଇଁ ଜଣା ଯାଆନ୍ତି । ସେ ସର୍ବଦା ଲୋକମାନଙ୍କର ସାହାର୍ଯ୍ୟ ପାଇଁ ଆଗକୁ ଆସନ୍ତି । ସଲମାନ ଖାନଙ୍କର ଦୁନିଆ ସାରା କୋଟି କୋଟି ଫ୍ୟାନ ଅଛନ୍ତି ଏବଂ ସମସ୍ତେ ତାଙ୍କର ଫିଲ୍ମକୁ ମଧ୍ୟ ଅପେକ୍ଷା କରିଥାନ୍ତି ।
ଫିଲ୍ମ ଛଡା ଫ୍ୟାନମାନେ ସଲମାନ ଖାନଙ୍କର ବିବାହକୁ ବି ଅପେକ୍ଷା କରିଛନ୍ତି । ସଲମାନ ଖାନଙ୍କର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ବିଭନ୍ନ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । କିନ୍ତୁ ଆଜି ଆମ ସଲମାନ ଖାନ ସହ ଜଡିତ ଏକ ଖାସ ଖବର ଆପଣଙ୍କ ପାଇଁ ଆଣିଛୁ । ଖବର ଅନୁସାରେ ସଲମାନ ଖାନଙ୍କର ମା ଗୋଟିଏ ଅଭିନେତ୍ରୀକୁ ବହୁତ ପସନ୍ଦ କରନ୍ତି ଏବଂ ସେ ଚାହାନ୍ତି କି ସେ ତାଙ୍କ ଘରର ବୋହୁ ହୁଅନ୍ତୁ ।
ଏହି ଅଭିନେତ୍ରୀକୁ ବୋହୁ ବନାଇବା ପାଇଁ ଚାହାନ୍ତି ସଲମାନଙ୍କର ମା
କହିଦେଉଛୁ ଯେ ସଲମାନଙ୍କର ମା ଯେଉଁ ଅଭିନେତ୍ରୀଙ୍କୁ ନିଜ ଘରର ବୋହୁ କରିବା ପାଇଁ ଚାହାନ୍ତି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ କଟରୀନା କୈଫ । ସଲମାନଙ୍କର ମାଙ୍କର ସ୍ଵପ୍ନ ଏହା ଅଟେ କି ତାଙ୍କ ପୁଅ କଟରିନାଙ୍କ ସହ ବିବାହ କରନ୍ତୁ । କିନ୍ତୁ କଟରିନା କେଉଁ କାରଣରୁ ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ ଏହା ବିଷୟରେ କେହି ଜାଣି ନାହାନ୍ତି ।
ଥରେ ଯେତେବେଳେ ରିପୋର୍ଟର କଟରିନାଙ୍କୁ ପଚାରିଲେ କି ସେ ସବୁଠୁ ଅଧିକ ବିଶ୍ଵାସ କାହାକୁ କରନ୍ତି । ଏହାର ଉତ୍ତରରେ କଟରିନା କହିଲେ କି ସେ ପୁରା ବ୍ରହ୍ମାଂଡରେ ମାତ୍ର ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତି ସେ ହେଉଛିନ୍ତି ସଲମାନ ଖାନ । ସଲମାନ ଏବଂ କଟରିନାଙ୍କର ଫ୍ୟାନ ଦୁଇଜଣଙ୍କର ବିବାହକୁ ଅପେକ୍ଷା କରିଛନ୍ତି ।
କେବେ ଏହି ଅଭିନେତ୍ରୀକୁ ବିବାହ କରିବାକୁ ଚାହୁଁଥିଲେ
ବର୍ତ୍ତମାନ ହିଁ ସଲମାନ ଖାନ କହିଲେ କି ସେ ଗୋଟିଏ ସମୟରେ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୂହୀ ଚାୱଲାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ସେ କହିଲେ କି ଜୂହୀ ଚାୱଲା ତାଙ୍କୁ ବହୁତ ପସନ୍ଦ ଥିଲେ । ଜୂହୀଙ୍କ ପିତା ସହ ସେ ବିବାହର କଥାବାର୍ତ୍ତା ବି କରିସାରିଥିଲେ । କିନ୍ତୁ ତାଙ୍କ ପିତା ଏହି ବିବାହ ପାଇଁ ରାଜି ହୋଇନଥିଲେ । କହିବାକୁ ଗଲେ ସଲମାନଙ୍କର ସମ୍ପର୍କ ବହୁତ ଅଭିନେତ୍ରୀଙ୍କ ସହ ଥିଲା ।
ସେଥିପାଇଁ ଜୂହୀଙ୍କର ପିତା ଚାହୁଁ ନ ଥିଲେ କି ଜୂହୀ ଏବଂ ସଲମାନ ଖାନଙ୍କର ବିବାହ ହେଉ । ଜୂହୀଙ୍କର ପିତାଙ୍କ ନଜରରେ ସଲମାନଙ୍କର ଛବି ବହୁତ ଭଲ ନ ଥିଲା । ବର୍ତ୍ତମାନ ହିଁ ସଲମାନ ଖାନ ଏକ ଇଣ୍ଟରଭିୟୁରେ ନିଜେ କହିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।