ବନ୍ଧୁଗଣ ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ କୌଣସି ବ୍ୟକ୍ତିର ବର୍ତ୍ତମାନ ତଥା ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ କୁହାଯାଇପାରେ । ଜ୍ୟୋତିଷ ମାନେ କୌଣସି ବ୍ୟକ୍ତିର ସ୍ୱଭାବ, ଚରିତ୍ର ତଥା ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କହି ପାରନ୍ତି । ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ ଟି ନାମ ଥିବା ଝିଅଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେବେବି ନିଜ ଜୀବନରେ ମିଛ କୁହନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
1- ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି A । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ଓ କୋମଳ ହୋଇଥାଏ । ଏହି ଝିଅ ମାନେ କେବେବି ଅନ୍ୟଙ୍କୁ ଦୁଃଖ ଦିଅନ୍ତି ନାହିଁ । ଅନ୍ୟ ମାନଙ୍କୁ ଖୁସି କରିବା ପାଇଁ ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି ।
ଏହି ନାମର ଝିଅ ମାନେ କେବେବି ମିଛ କୁହନ୍ତି ନାହଁ । କିନ୍ତୁ ବେଳେବେଳେ ପରିସ୍ଥିତିରେ ପଡ଼ି ଏମାନେ ମିଛ କହିଥାନ୍ତି । ଯଦିଓ ସେହି ମିଛ କାହାକୁ ହାନୀ ପହଞ୍ଚାଇ ନଥାଏ । କିନ୍ତୁ ଏମାନେ ମିଛ କହିବା ପରେ ଅତ୍ୟନ୍ତ ଗ୍ଲାନି ଅନୁଭବ କରିଥାନ୍ତି ଏବଂ ତାଙ୍କୁ ନିଜ ପ୍ରତି ବହୁତ ଖରାପ ଲାଗିଥାଏ ।
2- ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି S । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନଙ୍କ ବୁଦ୍ଧି ପ୍ରଖର ଓ ବହୁତ ତେଜ ହୋଇଥାଏ । ଏହା ସହିତ ଏମାନେ ବହୁତ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି ଏବଂ ଏମାନେ ସଫା ହୃଦୟର ବ୍ୟକ୍ତିତ୍ବ ଅଟନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଜୀବନରେ କେବେବି ମିଛ କୁହନ୍ତି ନାହିଁ ।
ତେବେ ବନ୍ଧୁଗଣ ଏହି ଦୁଇଟି ନାମର ଝିଅ ବହୁତ ସଚ୍ଚୋଟ ହୋଇଥାନ୍ତି ଏବଂ ଏମାନେ ନିଜ ଜୀବନରେ କେବେବି ମିଛ କୁହନ୍ତି ନାହିଁ । ଯଦି ବି ଏମାନେ କେବେ ଅନ୍ୟକୁ ମିଛ କହିଥାନ୍ତି ତେବେ ତାହା ଜରୁରୀ ଥିଲେ କୁହନ୍ତି । ଯଦିଓ ସେ କହିଥିବା ମିଛ କାହାକୁ ମଧ୍ୟ ହାନୀ ପହଞ୍ଚାଇ ନଥାଏ ।
ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ