Krishna Vani; – ପ୍ରେମର ଯାତ୍ରା ଏତେ କଠିନ କାହିଁକି ? କାହିଁକି ପ୍ରେମ ଏତେ ପରୀକ୍ଷା ନେଇଥାଏ ?

ବନ୍ଧୁଗଣ ପ୍ରେମର ଯାତ୍ରା ଏତେ ବି ସହଜ ହୋଇନଥାଏ । ଯିଏ ପ୍ରକୃତରେ ଜଣଙ୍କୁ ହୃଦୟରୁ ପ୍ରେମ କରିଥାଏ । ତା’ ଜୀବନରେ ପ୍ରେମ ପାଇଁ ଯେତେ ବି ବାଧାବିଘ୍ନର ସାମ୍ନା କରିବାକୁ ପଡୁ ପଛେ ହେଲ ସେ ନିଜ ପ୍ରେମର ରାସ୍ତା ଛାଡେ ନାହିଁ । ପ୍ରେମ ତିନିଲୋକରେ ସବୁଠୁ କଠିନ ଯାତ୍ରା ଅଟେ । ଏହାର ଯାତ୍ରା ସରଳ କେମିତି ହୋଇପାରିବ । ଏହି ଯାତ୍ରା କେବଳ ନାୟିକା ଓ ନାୟକର ହୋଇନଥାଏ, ଏହି ଯାତ୍ରାରେ ସମସ୍ତଙ୍କୁ ଯିବାକୁ ପଡିଥାଏ ।

ଯିଏ ପ୍ରେମ କରିଥାଏ ପ୍ରେମର ଠିକ ସାମ୍ନାରେ ନିଆଁର ଦରିଆ ଥାଏ ଓ ତାକୁ ପାର କରି ଯିବାକୁ ହୋଇଥାଏ । ଯିଏ ତାକୁ ପାର କରି ଗଲା ସେ କୂଳରେ ଲାଗିଲା ଓ ଯିଏ ନକରିପାରିଲା ସେ ବହୁତ କଷ୍ଟ ପାଏ ।  ପ୍ରକୃତ ପ୍ରେମ କରୁଥିବା ଲୋକଙ୍କୁ ଠୋକର ଖାଇବାକୁ ପଡିଥାଏ । ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଏବଂ ବହୁତ କଷ୍ଟ ସହିବାକୁ ପଡିଥାଏ । ଏହିଭଳି ବହୁତ କିଛି ହୋଇଥାଏ । ଏହି ପ୍ରେମ କାହା ସହିତ ବି ହୋଇପାରେ ।

ଯିଏ ଜୀବନରେ ଆସୁଥିବା ବାଧାବିଘ୍ନକୁ ଭୟ ନକରି ତାହା ସହ ଧର୍ଯ୍ୟ ଓ ସାହସର ସାମ୍ନା କରିଥାଏ । ତା’ ପାଇଁ ଖାଲି ପ୍ରେମ ନୁହେଁ, ସଂସାରର ସବୁ ଜିନିଷ ତା’ ପାଇଁ ସହଜ ହୋଇଥାଏ । କିନ୍ତୁର ପ୍ରେମର ରାସ୍ତା ଏତେ ବି ସହଜ ଓ ସରଳ ହୋଇନଥାଏ । ଏହା ବହୁତ କଠିନ ହୋଇଥାଏ । କାନ୍ଦି କାନ୍ଦି ଲୋକଙ୍କର ଅବସ୍ଥା ଖରାପ ହୋଇଯାଇଥାଏ ।

ଏହି ପ୍ରେମ ମଣିଷକୁ କିଛି ବି କରିବାକୁ ବାଧ୍ୟ କରିଦେଇଥାଏ, ଯିଏ ପ୍ରେମ କରିବା ସହ ସବୁକିଛି ସମ୍ଭାଳି ପାରୁଥିବ । ସେହି ଲୋକଙ୍କୁ ଅନୁଭବ ହେଉଥିବ । ଯେମିତି ତାକୁ ଦୁନିଆର ସବୁକିଛି ମିଳିଗଲା । ଏହି ପ୍ରେମର ଯାତ୍ରା କାହା ସହିତ ବି ହୋଇପାରେ । ଯେମିତି ରାଧା, ରୁକ୍ମଣୀ କୃଷ୍ଣଙ୍କୁ ପ୍ରେମ କରିଥିଲେ । ତାଙ୍କ ପ୍ରେମର ଯାତ୍ରା ଯେମିତି ଜଣେ ପ୍ରେମୀ ତାର ପ୍ରେମିକ ସହିତ ପ୍ରେମ କରିଥାଏ ।

ଆପଣଙ୍କୁ ପ୍ରେମ ବିଷୟରେ ଗୋଟେ ମହତ୍ଵପୂର୍ଣ୍ଣ କଥା କହିବୁ । ପ୍ରେମ ଅସୁବିଧାରେ ପ୍ରଥମେ ପରଖିଥାଏ ତାପରେ ଯାତ୍ରାରେ ଆପଣଙ୍କୁ କଷ୍ଟ ଦେଇଥାଏ । ଯିଏ ଧର୍ଯ୍ୟର ସହ ସବୁକିଛି ସହିପାରିଲା । ସେ ହିଁ ଜୀବନରେ ନିଜର ପ୍ରକୃତ ପ୍ରେମକୁ ପାଇପାରିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ