ଆପଣ ବ୍ୟବହାର କରୁଥିବା ରୁମାଲ ମଧ୍ୟ ବଦଳାଇ ଦେବ ଆପଣଙ୍କ ଭାଗ୍ୟ ! ଜାଣନ୍ତୁ କେଉଁ ରଙ୍ଗର ଓ କେମିତି ରୁମାଲ ବ୍ୟବହାର କରିବେ ?

ବନ୍ଧୁଗଣ ଆଜିକାଲିର ଲୋକଭାଗ୍ୟ ଉପରେ ଭରସା କରନ୍ତି ନାହିଁ କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଗୋଟେ ସମୟ ଆସିଥାଏ ଯେତେବେଳେ ତାଙ୍କୁ ଭାଗ୍ୟ ବା ରାଶି ଉପରେ ଧ୍ୟାନ ଆସିଥାଏ । ଯେତେବେଳେ ମଣିଷ ବହୁତ ପରିଶ୍ରମ କଲା ପରେ ମଧ୍ୟ ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ । ସେତେବେଳେ ମଣିଷକୁ ରାଶି ଏବଂ ଗ୍ରହ ନକ୍ଷତ୍ର ବିଷୟରେ ମନେପଡିଥାଏ । ତେବେ ଗ୍ରହ ନକ୍ଷତ୍ର କେତେବେଳେ କାହାର ବଦଳିବ ସେହି କଥା ତ କେହି କହିପାରିବେ ନାହିଁ । କିନ୍ତୁ ଗ୍ରହ ବଦଳିଲେ କିଛି ଉପାୟ ଦ୍ଵାରା ଏହାର ପ୍ରଭାବ କମାଯାଇପାରିବ ।

ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଯାଉଛୁ ଯେ ଆପଣଙ୍କ ପକେଟ ରୁମାଲ ରଙ୍ଗ ଆପଣଙ୍କ ଭାଗ୍ୟ ବଦଳି ଦେଇପାରେ । ତାହା କେମିତି ତାହା ଆଜି ଆମେ ଆପଣଙ୍କୁ କହିବୁ । ପ୍ରାୟ ଅଧିକାଂଶ ଲୋକ ନିଜ ପକେଟରେ ରୁମାଲ ରଖନ୍ତି । ଏହାର ବହୁତ ପ୍ରକାର ବ୍ୟବହାର କରା ଯାଇଥାଏ, କିନ୍ତୁ ଏହା ବହୁତ କମ ଲୋକ ଜାଣିଥିବେ ଯେ ପକେଟରେ ରଖା ଯାଉଥିବା ରୁମାଲ ବ୍ୟକ୍ତି ଭାଗ୍ୟରେ ଭଲ ଏବଂ ଖରାପ ପ୍ରଭାବ ମଧ୍ୟ ପକାଇଥାଏ ।

ତେବେ ଆଜି ଆମେ ଜ୍ଯୋତିଷ ଶାସ୍ତ୍ର ଦ୍ଵାରା କିଛି ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ଆପଣ ନିଜ ଅସୁବିଧା ଠାରୁ ବାହାରି ପାରିବେ ଏବଂ ଜୀବନରେ କେତେ ସମସ୍ଯାକୁ ସମାପ୍ତ ମଧ୍ୟ କରି ପାରିବେ ।

1- କେବେ ବି କୌଣସି ସମୟରେ ଅନ୍ୟ କାହା ରୁମାଲ ବ୍ୟବହାର କରନ୍ତୁ ନାହିଁ କିମ୍ବା ଅନ୍ୟ କାହାକୁ ନିଜ ରୁମାଲ ଦିଅନ୍ତୁ । ରୁମାଲ ରଙ୍ଗ ସବୁବେଳେ ଲାଇଟ ରଖନ୍ତୁ ଏହା ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ । ସେଥିପାଇଁ ସବୁବେଳେ ସଫା ଏବଂ ହାଲୁକା ରଙ୍ଗର ରୁମାଲ ବ୍ୟବହାର କରନ୍ତୁ ।

2- ଯଦି ଆପଣଙ୍କର କୌଣସି ସନ୍ତାନ ହେଉ ନାହିଁ ବା ବ୍ୟବସାୟରେ ଲାଭ ମିଳୁନାହିଁ, ତେବେ ଆପଣ ନିଜ ପାଖରେ ହଳଦିଆ ରଙ୍ଗ ରୁମାଲ ରଖନ୍ତୁ ଏହା ଦ୍ଵାରା ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ ।

3- ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ, ତେବେ ଘରେ ଆସିଥିବା ଅତିଥିକୁ ଭୋଜନ କରାନ୍ତୁ ଏବଂ ଏହା ମନେ ରଖନ୍ତୁ ଯେ ଭୋଜନ କଲା ବେଳେ ତାଙ୍କ ମୁଖ ପୂର୍ବ ଦିଗରେ ରହିବା ଉଚିତ ଏବଂ ଭୋଜନ ପରେ ତାଙ୍କୁ ରୁମାଲ ଉପହାର ସ୍ୱରୂପ ଦିଅନ୍ତୁ ।

4- ଯଦି ଆପଣଙ୍କ କୌଣସି କାମ ସଫଳ ହେଉ ନାହିଁ, ତେବେ ଅଙ୍କ ଜ୍ଯୋତିଷ ଅନୁଯାଇ ଆପଣ ନିଜ ପକେଟରେ ରୁମାଲ ରଖନ୍ତୁ ଓ ଏହାର 4 ଟି ବା 6 ଟି ଫୋଲ୍ଡ କରନ୍ତୁ, ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ଅବଶ୍ୟ ସଫଳତା ପ୍ରାପ୍ତ ହବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ