ନିଜର ଏହି 5 ଟି ସିକ୍ରେଟ ଆପଣ କାହାକୁ କୁହନ୍ତୁ ନାହିଁ, ନହେଲେ ଆପଣଙ୍କୁ ପଛରେ ବହୁତ ପସ୍ତେଇବାକୁ ପଡିପାରେ…

ଆମ ସମସ୍ତଙ୍କର କିଛି ନା କିଛି ସିକ୍ରେଟ କଥା ରହିଥାଏ । ଯାହାକୁ ଆମେ ସବୁଲୋକଙ୍କ ସାମ୍ନାରେ ଯଦିଓ କହିନଥାଉ । ହେଲେ ଆମର ଅତି ନିକଟତର ଲୋକ ଅର୍ଥାତ ଯାହାକୁ ଆମେ ବିଶ୍ବାସ କରୁଥାଉ । ସେଭଳି ଲୋକଙ୍କୁ ଅନେକ ସମୟରେ ଆମେ ଆମ ନିଜର ସବୁ ସିକ୍ରେଟ କଥା ଖୋଲିକି କହିଦେଇଥାଉ । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି 5 ଟି ସିକ୍ରେଟ ବିଷୟରେ କହିବାକୁ ଯାଉଛୁ । ଯେଉଁ ସିକ୍ରେଟ ବିଷୟରେ ଆପଣ କାହାକୁ କହିବା ଉଚିତ ନୁହେଁ । ନଚେତ ଏଥିପାଇଁ ଆପଣଙ୍କୁ ପଛରେ କୌଣସି ପ୍ରକାର ଅସୁବିଧା ହୋଇପାରେ ।

1- ବନ୍ଧୁଗଣ ଯଦି ଆପଣ କାହାକୁ କିଛି ସାହାଜ୍ଯ କରୁଛନ୍ତି ବା କାହାର ସେବା ଆଦି କରୁଛନ୍ତି । ତେବେ ଆପଣ ନିଜର ଏହି କାର୍ଯ୍ୟକୁ ସମସ୍ତଙ୍କ ଆଗରେ କୁହନ୍ତୁ ନାହିଁ । ନଚେତ ଆପଣ କରିଥିବା ଏହି ସେବା, ସାହାଜ୍ଯ ସବୁର ଚେଷ୍ଟା ଆପଣଙ୍କର ବ୍ୟର୍ଥରେ ଯାଇଥାଏ ।

2- ଆପଣଙ୍କର ଚିନ୍ତାଧାରା, ବିଚାରଧାରା ଏ ସବୁ ସମ୍ପର୍କରେ ଦରକାର ଠାରୁ ଅଧିକ କାହାକୁ ମଧ୍ୟ କିଛି କୁହନ୍ତୁ ନାହିଁ ।

3- ଆପଣଙ୍କ ଜୀବନର ଉଦ୍ଧେଶ୍ୟ ଭବିଷ୍ୟତ ପାଇଁ କରିଥିବା କିଛି ପ୍ଲାନିଂ ବିଷୟରେ କାହା ନିକଟରେ ପ୍ରକାଶ କରନ୍ତୁ ନାହିଁ । ବିଶେଷ କରି ଯେଉଁ ପର୍ଯ୍ୟନ୍ତ ଆପଣ କରିଥିବା ପ୍ଲାନିଙ୍ଗଟି ସଂପୂର୍ଣ୍ଣ ଭାବେ ପୂରଣ ହୋଇନାହିଁ । ସେ ପର୍ଯ୍ୟନ୍ତ ଆପଣ ନିଜର ଲକ୍ଷ୍ୟ ବିଷୟରେ କାହାକୁ ଜଣାନ୍ତୁ ନାହିଁ ।

4- ଆପଣଙ୍କ ଜୀବନଶୈଳୀ ଅର୍ଥାତ ଲାଇଫଷ୍ଟାଇଲ ବିଷୟରେ କାହାକୁ କୁହନ୍ତୁ ନାହିଁ । ଆପଣ ଆପଣଙ୍କ ଲାଇଫକୁ କେମିତି ବଞ୍ଚୁଛନ୍ତି, ଏପରିକି ଆପଣଙ୍କ ଜୀବନ ସହ ଜଡିତ ଛୋଟ ଛୋଟ କଥା ମଧ୍ୟ ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଶେୟାର କରନ୍ତୁ ନାହିଁ ।

5- ପଞ୍ଚମରେ ହେଉଛି ନିଜର ଫ୍ୟାମିଲି ମ୍ୟାଟର । ନିଜ ପରିବାର ସହ ଜଡିତ କୌଣସି ସମସ୍ଯା ସମସ୍ତଙ୍କ ଆଗରେ କହିବେ ନାହିଁ । କାରଣ ବହୁତ ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କ ସମସ୍ଯା ଶୁଣିବା ପରେ ତାହାର ସମାଧାନ କରିବା ବଦଳରେ ଓଲଟା ଆପଣଙ୍କ ପଛରେ ଆପଣଙ୍କୁ ନେଇ କି ଆପଣଙ୍କ ପରିବାରକୁ ନେଇ ମଜାକ ଉଡାଇଥାନ୍ତି ।

ତେବେ ଉପୋରୋକ୍ତ ଏହି 5 ଟି କଥା ସମସ୍ତଙ୍କ ଆଗରେ କୁହନ୍ତୁ ନାହିଁ । ଯଦି ଆପଣ ନିଜ ମନର କଥା କାହାକୁ କହିବାକୁ ଚାହୁଁଥାନ୍ତି । ତେବେ ଆପଣ ଯାହାଙ୍କୁ ସବୁଠାରୁ ଅଧିକ ବିଶ୍ବାସ କରନ୍ତି । କେବଳ ତାଙ୍କୁ ହିଁ ଯାହା କହିବାକୁ ଚାହୁଁଥିବେ କହିପାରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।