ରାତିରେ ମାତ୍ର 1 ଗ୍ଳାସ ଏହି ଚମତ୍କାରୀ ଡ୍ରିଂକର ସେବନ କରନ୍ତୁ, ସକାଳୁ ଋତୁସ୍ରାବ ହୋଇସାରିଥିବ – 100% effective remedy

ବନ୍ଧୁଗଣ ପିରିୟଡ୍ସ ହେବା ଝିଅ ମାନଙ୍କର ଶରୀରରେ ହେଉଥିବା ଏକ ମାସିକ ପ୍ରକ୍ରିୟା । ଯାହାକି ପ୍ରତି ମାସରେ ଥରେ ହୋଇଥାଏ। ଯଦି ଏହା ମାସକୁ ମାସ ଠିକ ସମୟରେ ହେଇଯାଉଥାଏ । ତେବେ ତାହେଲେ ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକତା ନାହିଁ । ହେଲେ ଯଦି ଆପଣଙ୍କର ମାସିକ ଧର୍ମ ଅର୍ଥାତ ପିରିୟଡ୍ସ ଠିକ ସମୟରେ ହେଉନଥାଏ ଅବା ଏହା ବିଳମ୍ବରେ ହେବା ସହ ଏହା ହେବା ସମୟରେ ବହୁତ ଯନ୍ତ୍ରଣା ହୋଇଥାଏ ।

ତେବେ ଏଥିପାଇଁ ଆଜି ଆମେ ଆପଣଙ୍କୁ 2ଟି ରେମେଡି ବିଷୟରେ କହିବୁ । ପ୍ରଥମ ରେମେଡି ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ପାଣିକୁ ଫୁଟାନ୍ତୁ । ତାପରେ ସେଥିରେ ଅଳ୍ପ ଅଦା ଛେଚିକି ପକାନ୍ତୁ । ଏହାକୁ ଢାଙ୍କି 2 ମିନିଟ ଯାଏଁ ବଏଲ କରନ୍ତୁ । ତାପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏହା ଅଳ୍ପ ଥଣ୍ଡା ହେବା ପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ ।

ଏହାକୁ ଭଲରେ ମିଶ୍ରଣ କରି ଏହାକୁ ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ । ଯଦି କୌଣସି ପ୍ରକାର ପିରିୟଡ୍ସକୁ ନେଇ ସମସ୍ଯା ରହୁଥାଏ । ତେବେ ତାହା ବହୁତ ଜଲ୍ଦି ଠିକ ହୋଇଯିବ ।

ଦ୍ଵିତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ଫୁଟାନ୍ତୁ । ତାପରେ ଏଥିରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ପିରିଏଡ ସମସ୍ଯାକୁ ଦୂର କରିବା ପାଇଁ ବହୁତ ସାହାଜ୍ଯ କରିଥାଏ । ଏହାକୁ 2 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି ଜୀରାର ସବୁ ପୋଷକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । 2 ମିନିଟ ଫୁଟାଇବା ପରେ ଏହି ପାଣିକୁ ଏକ କପକୁ ଛାଣି ଆଣନ୍ତୁ । ତାପରେ ଅଳ୍ପ ନରମାଲ ସୁଗାର ଏଥିରେ ମିଶାନ୍ତୁ । ଏବେ ଏହାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ।

ଏହିପରି ଭାବେ ଆପଣ ଏହି 2 ପ୍ରକାରର ରେମେଡି ପ୍ରସ୍ତୁତ କରି ପିରିୟଡ ଜନିତ ସମସ୍ଯାକୁ ଦୂର କରିପାରିବେ । ଏବେ ଆସନ୍ତୁ ଜାଣିବା କେଉଁ ରେମେଡି କେଉଁ ସମୟ ସେବନ କରିବାକୁ ହେବ । ଯଦି ଆପଣଙ୍କର ପିରିଏଡ ଶେଷ 2 ରୁ 3 ମାସ ହୋଇ ନାହି କିମ୍ବା ଠିକ ଭାବେ ହେଉନାହିଁ । ତେବେ ଏହି ଅଦା ବାଲା ରେମିଡିକୁ ରାତିରେ ସେବନ କରିଦେଖନ୍ତୁ ।

ଏଥିରୁ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହି । ଯଦି ହରମୋନ ଇମବାଲାନ୍ସ କାରଣରୁ ଆପଣଙ୍କର ପିରିଏଡ ଇରରେଗୁଲାର ହେଉଛି, ତେବେ ଏହି ରେମେଡି କୁ 2 ରୁ 3 ଥର ସେବନ କରନ୍ତୁ । ତେବେ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।