ସ୍ତ୍ରୀ ଙ୍କର ପାଦ ଦେଖି ଜାଣିପାରିବେ, ସ୍ଵାମୀ ଭାଗ୍ୟରେ କ’ଣ ଲେଖା ଅଛି…? Samudrika Shastra

ବନ୍ଧୁଗଣ ଶରୀରର ବିଭିନ୍ନ ଅଙ୍ଗର ଆକୃତିରୁ ଭାଗ୍ୟ ବିଷୟରେ ଜାଣିବା ପାଇଁ ସାମୁଦ୍ରିକ ଶାସ୍ତ୍ରରେ ଅନେକ କଥା ଲେଖା ଯାଇଛି । ଯେଉଁଥିରୁ ଆମେ ଅନେକ ତଥ୍ୟ ବିଷୟରେ ଜାଣି ପାରିବା । ତେବେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ପାଦର ଆକୃତି ଓ ପାଦରେ ଥିବା ଚିହ୍ନକୁ ଦେଖି ସେମାନଙ୍କର ସ୍ଵାମୀଙ୍କ ବିଷୟରେ କଣ ସୂଚନା ମିଳୁଛି ଆସନ୍ତୁ ଜାଣିବା । ଆଜି ଆମେ ଆପଣଙ୍କୁ କହିବୁ କି ଆପଣ କେମିତି ନିଜର ସ୍ତ୍ରୀ ପାଦକୁ ଦେଖି ଭାଗ୍ୟ ବିଷୟରେ ଜାଣିବେ ।

1- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦର ସମସ୍ତ ଆଙ୍ଗୁଠି ଠାରୁ ତର୍ଜନୀ ଆଙ୍ଗୁଠି ବଡ ହୋଇଥାଏ ସେମାନେ ନିଜର ସ୍ଵାମୀ ଙ୍କ ସହିତ ତାଳ ଦେଇ ଚାଲିଥାନ୍ତି । କିଛି ସ୍ତ୍ରୀ ମାନଙ୍କର କନିଷ୍ଠ ଏବଂ ଅନାମିକା ଆଙ୍ଗୁଠି ଭୂମିରେ ଲାଗୁ ନଥିଲେ ସେମାନେ କମ ବର୍ଷରେ ବିଧବା ହୋଇଥାନ୍ତି ।

2- ଯେଉଁ ମହିଳା ମାନଙ୍କର ପାଦ କୋମଳ ହେବା ସହିତ ପାଦର ରେଖା ସିଧା ଆଙ୍ଗୁଠି ଆଡକୁ ଲମ୍ବି ଥାଏ ସେମାନେ ତାଙ୍କ ସ୍ଵାମୀଙ୍କ ପାଇଁ ସମର୍ପିତ ଭାବ ରଖିବା ସହିତ ତାଙ୍କ ଜୀବନ ବହୁତ ଖୁସିରେ କାଟିଥାନ୍ତି । ସେମାନେ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

3- ଯେଉଁ ମହିଳାଙ୍କର ପାଦର ଗୋଇଠି ଗୋଲ ଏବଂ କୋମଳ ହେବା ସହିତ ସୁନ୍ଦର ଦେଖା ଯାଉଥାଏ ସେମାନଙ୍କର ସ୍ଵାମୀ ସବୁବେଳେ ସଫଳତା ପାଇଥାନ୍ତି । ସେମାନଙ୍କ ଜୀବନ ଖୁସିରେ କଟିଥାଏ ।

4- ଯେଉଁ ମହିଳାମାନଙ୍କ ପାଦରେ ପଦ୍ମଫୁଲ କିମ୍ବା ଛତା ଭଳି ଚିହ୍ନ ଥାଏ ସେମାନଙ୍କର ସ୍ଵାମୀ ରାଜନୀତିରେ ସଫଳତା ପାଇବା ସହିତ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି ।

5- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦର ଆଙ୍ଗୁଠି ଯୋଡି ହୋଇଥିଲେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହେବା ସହିତ ଧନୀ ମଧ୍ୟ ହୋଇଥାଏ । ତାଙ୍କର ଏହି ଭାଗ୍ୟ ସ୍ଵାମୀଙ୍କ ଜୀବନର ଭାଗ୍ୟ ରେଖାକୁ ବଦଳାଇ ଦେଇଥାଏ । ସେହି ମହିଳା ମାନେ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି ।

ବନ୍ଧୁଗଣ ମହିଳା ମାନଙ୍କର ପାଦ ଦେଖି ଏହି ସବୁ ସଂକେତ ଗୁଡିକ ବିଷୟରେ ଜାଣିପାରିବେ ବୋଲି ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା ହୋଇଅଛି । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ