ଗୋଲାପ ପାଖୁଡାରୁ ମିଳିଥାଏ ଏହିସବୁ ଚମତ୍କାର ଫାଇଦା ! ଯଦି ଜାଣିନାହାନ୍ତି ତେବେ ଆଜି ହିଁ ଜାଣନ୍ତୁ…

ବନ୍ଧୁଗଣ ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ । ତାହାର ବାସ୍ନା ମଧ୍ୟ ସେତିକି ଭଲ ଅଇଥାଏ । ସେଥିପାଇଁ ଗୋଲାପ ଫୁଲକୁ ସମସ୍ତେ ପସନ୍ଦ କରିଥାନ୍ତି । ଖାସ୍ କରି ପ୍ରେମୀଯୁଗଳ ମାନେ ନିଜ ଭଲ ପାଇବାକୁ ଜାହୀର କରିବା ପାଇଁ ଗୋଲାପ ଫୁଲ ନିଜ ପାର୍ଟନରକୁ ଦେଇଥାନ୍ତି । ତେବେ ଗୋଲାପ ଫୁଲର ବହୁତ ସାରା ବ୍ୟବହାର ତ ରହିଛି । ଆପଣ ମାନେ ସେ ବିଷୟରେ ଜାଣିଛନ୍ତି । ତେବେ ବନ୍ଧୁଗଣ କ’ଣ ଆପଣ ମାନେ ଜାଣିଛନ୍ତି । ଯେ ଗୋଲାପ ଫୁଲର ସ୍ଵାସ୍ଥଗତ ଫାଇଦା ମଧ୍ୟ ରହିଛି ।

ହଁ ବନ୍ଧୁଗଣ ଗୋଲାପ ପାଖୁଡାକୁ ବ୍ୟବହାର କରି ଆପଣ ମାନେ ଆହୁତ ସାରା ହେଲଥ ବେନିଫିଟ୍ସ ମଧ୍ୟ ପାଇପାରିବେ ।  ଏହି ଗୋଲାପ ଫୁଲରୁ ବହୁତ ପ୍ରକାରର ପୌଷ୍ଟିକ ତତ୍ଵ ବି ମିଳିଥାଏ ଯେମିତି କି ଫଲବୋନୋଏଡ୍ସ, ବାୟୋଫଲବୋନୋଏଡ୍ସ, ସାଇଟ୍ରିକ ଏସିଡ, ଫ୍ରୁକ୍ଟୋଜ, ମ୍ୟାଲିକ ଏସିଡ, ଟ୍ୟାନିନ ଓ ଜିଂକ ବି ଭରପୁର ମାତ୍ରାରେ ମିଳିଥାଏ । କହିଦେଉଛୁ କି ଏହି ତତ୍ତ୍ଵ ଆମ ଶରୀର ଓ ତ୍ଵଚ୍ଚାକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ ।

1- ଆପଣଙ୍କୁ କହିଦେଉଛୁ କି ଗୋଲାପ ଫୁଲ ହୃଦୟ ସହ ଜଡିତ କେତେକ ରୋଗରୁ ମୁକ୍ତି ଦେଇଥାଏ । ଏଥିପାଇଁ କରମଙ୍ଗା ଗଛର ଛାଲକୁ ଗୋଲାପର ପାଖୁଡା ଗୁଡିକ ସହିତ ଗରମ କରି ଏହାର କାଢା ତିଆରି କରନ୍ତୁ ଓ ଏହି କାଢାର ସେବନ ଦ୍ଵାରା ଆପଣ ହୃଦୟ ସମ୍ବନ୍ଧିତ ରୋଗରୁ ମୁକ୍ତି ପାଇ ପାରିବେ ।

2- ଗରମ ଦିନରେ ଡିହାଇଡ୍ରେସନର ସମସ୍ୟା ସାଧାରଣ କଥା ଅଟେ । କହିଦେଉଛୁ କି ଏହି ସ୍ଥିତିରେ ଗରମ ଦିନରେ ଗୋଲାପ ଦ୍ଵାରା ପ୍ରସ୍ତୁତ ଗୁଲକନ୍ଦ ଖାଇବା ଦ୍ଵାରା ସତେଜ ଅନୁଭବ ହୋଇଥାଏ । ଏହା ସହିତ ଶରୀରରେ ପାଣିର ଅଭାବ ବି ଦୂର ହୋଇଯାଏ । ସବୁଦିନ ଗୁଲକନ୍ଦ ସେବନ ଦ୍ଵାରା ଶରୀର ଫୁର୍ତ୍ତି ରହିଥାଏ ।

 

3- ସବୁଦିନ ଗୋଲାପର ୧୦ ରୁ ୧୨ ଟି ପାଖୁଡାକୁ ପାଣିରେ ଗରମ କରି ସେହି ପାଣିକୁ ପିଇବା ଦ୍ଵାରା ଓଜନ କମ ହୋଇଥାଏ । ଏହା ଦ୍ଵାରା ଆରାମ ବି ମିଳିଥାଏ । ଯାହା ଚିନ୍ତାକୁ କମ କରିବାରେ ସାହାଜ୍ଯ କରିଥାଏ ।

4- କହିଦେଉଛୁ କି ଯେଉଁ ଝିଅମାନଙ୍କୁ ମାସିକ ଧର୍ମ ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ, ତେବେ ସେମାନଙ୍କୁ ପିରିୟଡ୍ସ ସମୟରେ ଖାସକରି ଗୁଲକନ୍ଦର ସେବନ କରିବା ଉଚିତ । ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଓ ଭିଟାମିନ କଷ୍ଟରୁ ମୁକ୍ତି ଦେଇଥାଏ ।

5- ଯଦି ଆପଣଙ୍କ ପାଟିରେ ଛାଲ ହୋଇ ଯାଇଛି ତେବେ ଦିନକୁ ଦୁଇ ଥର ଗୁଲକନ୍ଦର ସେବନ ନିଶ୍ଚିତ କରନ୍ତୁ । ଏହା ପେଟକୁ ଯାଇ ଶରୀରକୁ ଥଣ୍ଡା କରିଥାଏ ଓ ଛାଲରୁ ଆରାମ ବି ମିଳିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ