ଆପଣଙ୍କ ଘରେ କ’ଣ ପାରା ବସା କରିଛି କି ! ତେବେ ନିହାତି ଏହି କଥା ଜାଣି ରଖନ୍ତୁ…Vastu tips

ବନ୍ଧୁଗଣ ପାରାମାନଙ୍କୁ କେବଳ ଦାନା ଓ ପାଣି ପକାଇଲେ ସେ ରହିଥାନ୍ତି । କାରଣ ତାଙ୍କ ପେଟ ସବୁବେଳେ ଭରି ରହିଥାଏ । ତାଙ୍କୁ ଖାଇବା ଓ ପିଇବା ଖୋଜାରେ ଅଧିକ ପରିଶ୍ରମ କରିବାକୁ ପଡିନଥାଏ । କିନ୍ତୁ ବହୁତଥର ଏମିତି ହୋଇଥାଏ କି ପାରା ମାନେ ଘରେ ବସା ବନାଇ ଦିଅନ୍ତି । ପାରା ଯେଉଁଠି ନିଜକୁ ସୁରକ୍ଷିତ ଭାବନ୍ତି ସେଠାରେ ସେ ନିଜର ବସା ବନାଇଦିଅନ୍ତି । ଯଦି ଆପଣଙ୍କ ଘରେ କେଉଁ ଠାରେ ପାରା ବସା ବନାଇଦେଇଥାନ୍ତି । ତେବେ ଆପଣଙ୍କ ପାଇଁ କିଛିଟା ଶୁଭ ଫଳ ନିଶ୍ଚିତ ରହିଛି । ଆସନ୍ତୁ ଜାଣିବା ପାରା ଘରେ ରହିବା ଦ୍ୱାରା କ’ଣ ଫାଇଦା ହୋଇଥାଏ ।

ଏଥିରେ କୌଣସି ସନ୍ଦେହ ନାହିଁ କି ପାରା ସବୁବେଳେ ଶାନ୍ତ ଓ ସିଧା ସ୍ୱଭାବର ପକ୍ଷୀ ହୋଇଥାନ୍ତି । ପାରାର କାମ କେବଳ ଆକାଶରେ ଉଡିବା । ଯଦି କେବେ ସେ ଅଶାନ୍ତ ହେଲେ ସେ କାହାର କିଛି କ୍ଷତି କରେ ନାହିଁ । ବୋଧେ ଏହି କାରଣରୁ ଲୋକମାନେ କେଉଁ ପଶୁ ଓ ପକ୍ଷୀ ଅପେକ୍ଷା ଅଧିକା ପାରା ପାଳିବା ପସନ୍ଦ କରନ୍ତି ।

ଯଦି ଆପଣଙ୍କ ଘରେ ପାରା ବସା ବନାଇଦେଇଛି ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାର ଅଛି । ଏହାର ଅର୍ଥ ଏହା କି ଆପଣଙ୍କ ଜୀବନରେ ପ୍ରଗତିର ସମୟ ଆସୁଛି । ଏହା ସହ ଘରେ ସୁଖ ଶାନ୍ତିର ବାତାବରଣ ରହିବ । କହିଦେବୁ କି ଏହାର ମତଲବ ଏହା କି ଆପଣଙ୍କୁ ବହୁତ କମ୍ ସମୟରେ ବଡ ସଫଳତା ମିଳିପାରିବ । କିଛି ଲୋକ ଏହାକୁ ଖରାପ ସଙ୍କେତ ଭାବିନିଅନ୍ତି । କିନ୍ତୁ ଆପଣଙ୍କୁ ଜଣାଇଦେବୁ କି ଏହା ଏକ ଭଲ ସଙ୍କେତ ହୋଇଥାଏ ।

ସଫଳତା ପାଇବାକୁ ସମସ୍ତେ ଚାହିଁଥାନ୍ତି । ଏହା ଛଡା କେଉଁ କାମରେ ସଫଳତା ହାସିଲ୍ କରିବା ପାଇଁ ହେଲେ ପରିଶ୍ରମ ତ ନିହାତି ଭାବେ କରିବାକୁ ପଡେ । କିଛି ଲୋକଙ୍କୁ ଭାଗ୍ୟର ଦମରେ ସଫଳତା ମିଳିପାରିଥାଏ । ହେଲେ ବାକି କିଛି ଲୋକ କଡା ପରିଶ୍ରମ କରି ଏହି ସଫଳତା ପାଇବାକୁ ଚାହିଁଥାନ୍ତି । କିନ୍ତୁ ସଫଳତା ମିଳିପାରେ ନାହିଁ ।

ଏଥିପାଇଁ ପରିଶ୍ରମ ଓ ଭାଗ୍ୟର ସାଥ୍ ରହିବା ନିତାନ୍ତ ଜରୁରୀ । ପ୍ରକୃତରେ ପାରା ଘରେ ବସା ବନାଇଦେଲେ ଏହି ଶୁଭ ଫଳ ମିଳିଥାଏ ।

ଏଥିପାଇଁ ଯଦି ହୋଇପାରୁଛି ତେବେ ପାରାକୁ ସବୁ ଦିନ ଦାନା ଓ ପାଣି ଦିଅନ୍ତୁ । ଆପଣଙ୍କୁ ତାଙ୍କର ଆଶ୍ରୀବାଦ ମିଳିବ ଓ ଆପଣଙ୍କ ଘର ଖୁସିରେ ଭରି ଉଠିବ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ