ଶୁକ୍ରବାର ଦିନ ଚୁପଚାପ ଘରେ ଥିବା ମନିପ୍ଳାଣ୍ଟରେ ବାନ୍ଧନ୍ତୁ ଏହି ଜିନିଷ ! ଘରକୁ ଟଙ୍କା ଏତେ ଆସିବ କି ଆପଣ ବିଶ୍ବାସ କରିପାରିବେ ନାହିଁ…

ବନ୍ଧୁଗଣ ପ୍ରାୟ ସବୁଲୋକଙ୍କ ଘରେ କିମ୍ବା ବାହାରେ ମନିପ୍ଲାଣ୍ଟ ଗଛ ଲଗାଇଥିବାର ଦେଖିଥିବେ । ମନିପ୍ଲାଣ୍ଟ ଗଛକୁ ଘର ସମୃଦ୍ଧି ସହିତ ଯୋଡା ଯାଇଥାଏ । କୁହାଯାଇଛି କି ଯାହା ଘରେ ଏହି ଗଛ ଥାଏ ତାଙ୍କ ଘରେ ଧନ ସମ୍ବନ୍ଧିତ କୌଣସି ସମସ୍ୟା ଆସିନଥାଏ । କିନ୍ତୁ କେତେ ଥର ଏହାର ବିପରୀତ ହେବାର ମଧ୍ୟ ଦେଖାଯାଇ ଥାଏ । କେବେ କେବେ ଦେଖାଯାଇ ଥାଏ କି ଯାହା ଘରେ ଏହି ଗଛ ଥାଏ ତାଙ୍କ ଘରେ ଧନ ସମ୍ବନ୍ଧିତ ସମସ୍ୟା ଲାଗିରହିଥାଏ । ଏହାର ଅର୍ଥ ହେଉଛି ଘରେ ଲାଗିଥିବା ଏହି ଗଛର କୌଣସି ଫାଇଦା ହୋଇନଥାଏ ।

ଏହା ଜାଣିବା ଜରୁରୀ କି ଏହି ଗଛ ଥିଲେ ମଧ୍ୟ ଘରେ କ’ଣ ପାଇଁ ଧନ ସମ୍ବନ୍ଧିତ ସମସ୍ୟା ଲାଗିରହିଥାଏ । କୁହାଯାଏ କି ଯାହା ଘରେ ଏହି ଗଛ ଯେତେ ବଢିଥାଏ ତାଙ୍କ ଘରକୁ ଧନ ସେତେ ଅଧିକ ଧନ ଆସିଥାଏ । କିନ୍ତୁ ଏହି ଗଛ ଲଗାଇବା ପୂର୍ବରୁ ଆମକୁ କିଛି କଥା ଉପରେ ଧ୍ୟାନ ଦେବା ଉଚିତ । ଏହାର ଯତ୍ନ ଠିକ ଭାବରେ ନେବା ଉଚିତ ଏବଂ ଏହାକୁ ଘରେ ସଠିକ ଭାବେ ଏବଂ ସଫା ଜାଗାରେ ଲଗାଇବା ଉଚିତ । ଏମିତି କରିବା ଦ୍ଵାରା ଘରକୁ ସମୃଦ୍ଧି ଆସିଥାଏ ।

କୁହାଯାଇଛି କି ଶୁକ୍ରବାର ଦିନ ମନିପ୍ଲାଣ୍ଟ ଗଛ ଉପରେ ଲାଲ ରଙ୍ଗର ସୂତା କିମ୍ବା ରିବନ ବାନ୍ଧିବା ଶୁଭ ହୋଇଥାଏ । ଲାଲ ରଙ୍ଗକୁ ପ୍ରେମ, ସ୍ନେହ, ଉନ୍ନତି ଏବଂ ଯଶର ପ୍ରତୀକ ବୋଲି କୁହାଯାଇ ଥାଏ । ଏଥିପାଇଁ କୁହାଯାଏ କି ଲାଲ ରଙ୍ଗ ରିବନ ଦ୍ଵାରା ଗଛକୁ ବାନ୍ଧିବା ଦ୍ଵାରା ସକରାତ୍ମକତା ଊର୍ଜା ବଢିଥାଏ । ଯାହାକି ଘର ଉପରେ ଭଲ ପ୍ରଭାବ ପକାଇଥାଏ ।

ଏହି ସକରାତ୍ମକତା କାରଣରୁ ଘରକୁ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ । ତେବେ ଲାଲ ରଙ୍ଗର ରିବନ କିମ୍ବା ସୂତା ବାନ୍ଧିବାର ତରିକା ଜାଣନ୍ତୁ । ଶୁକ୍ରବାର ଦିନ ସକାଳୁ ଶୀଘ୍ର ଉଠନ୍ତୁ ଏବଂ ଗାଧୋଇ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତୁ । ତାଙ୍କ ସାମନାରେ ଘିଅ ଦୀପ ଲଗାନ୍ତୁ । ଲାଲ ରଙ୍ଗ ରିବନ କିମ୍ବା ସୂତାକୁ ମା ଲକ୍ଷ୍ମୀଙ୍କ ପାଦତଳେ ରଖନ୍ତୁ ।

ଏହାପରେ ମା ଲକ୍ଷ୍ମୀଙ୍କ ଆଳତି କରି ସେହି ଲାଲ ରଙ୍ଗ ସୂତା କିମ୍ବା ରିବନ ଉପରେ ସିନ୍ଦୁର ଲଗାନ୍ତୁ । ମା ଲକ୍ଷ୍ମୀଙ୍କ ଧ୍ୟାନ କରି ମନିପ୍ଲାଣ୍ଟ ମୂଳରେ ବାନ୍ଧନ୍ତୁ । ଯଦି ମନିପ୍ଲାଣ୍ଟ ଗଛ ବୋତଲ ଭିତରେ ଲଗାଇଛନ୍ତି ତାହେଲେ ବୋତଲ ତଳେ ସେହି ଲାଲ ରଙ୍ଗର ସୂତାକୁ ବାନ୍ଧନ୍ତୁ । ଏହାକୁ ବାନ୍ଧିବା ପରେ ଆପଣଙ୍କୁ କିଛି ଦିନ ଭିତରେ ପ୍ରଭେଦ ଦେଖିବାକୁ ମିଳିବ । ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହେବ ଏବଂ ଧନ ବର୍ଷା ମଧ୍ୟ ହେବାକୁ ଲାଗିବ ।

ପୋଷ୍ଟଟି ପସନ୍ଦ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲିବେ ନାହିଁ । ଧନ୍ୟବାଦ