ବନ୍ଧୁଗଣ ମାନବ ଜୀବନ ଈଶ୍ଵରଙ୍କର ବରଦାନ ହୋଇଥାଏ । ଇଶ୍ଵରଙ୍କ କୃପାରୁ ମାନବ ଜୀବନରେ ବହୁତ କିଛି ଉତ୍ଥାନ ଓ ପତନ ମଧ୍ୟ ଘଟିଥାଏ । ତେବେ ଅନେକ ସମୟରେ ମନୁଷ୍ୟ ଜୀବନରେ କେତେକ ଦିବ୍ୟଶକ୍ତିର ଆଭାସ ହୋଇଥାଏ । ଯାହା ଦ୍ଵାରା ଆମକୁ ଆମ ଜୀବନରେ ଆମ ଲକ୍ଷ୍ୟସ୍ତଳରେ ପହଞ୍ଚିବାକୁ ସାହାଜ୍ଯ କରିଥାଏ । ତେବେ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯେ ଯେଉଁ ଲୋକ ସଚ୍ଚା ମନରେ କୌଣସି ସତ କର୍ମ କରିଥାଏ । ସେହି ବ୍ୟକ୍ତିକୁ ତାହାର ପୂଣ୍ୟଫଳ ଖୁବ ଶୀଘ୍ର ପ୍ରାପ୍ତ ହୋଇଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି କହିବା ପାଇଁ ଯାଉଛୁ । ଯଦି ଆପଣ ମାନେ ମଧ୍ୟ ସଚ୍ଚା ମନରେ ରାତିରେ ଶୋଇବା ପୂର୍ବରୁ ଏହି 2 ଶବ୍ଦକୁ କହିକି ଶୁଅନ୍ତି । ତେବେ ସେଥିଦ୍ଵାରା ଆପଣଙ୍କ କୌଣସି ବି ମନବାଞ୍ଛା ଖୁବ ଶୀଘ୍ର ପୂରଣ ହୋଇଯାଇଥାଏ । ତେବେ ତାହା କଣ ଯାହା ଆମେ ଆଜି ଆପଣଙ୍କୁ କହିବାକୁ ଚାଲନ୍ତୁ ଜାଣିବା ।
ତେବେ ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ । ବନ୍ଧୁଗଣ ଶ୍ରୀକୃଷ୍ଣ ଶବ୍ଦଟି ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ । ଶ୍ରୀକୃଷ୍ଣ ନାମ ବାରମ୍ବାର ଜପ କରିବା ଦ୍ଵାରା ମାନବ ଜୀବନର ସବୁ କଷ୍ଟ ଲାଭବ ହୋଇଥାଏ । କାରଣ ଏହି ନାମରେ ସଂପୂର୍ଣ୍ଣ ଜଗତ ଲୀନ ହୋଇଥାଏ । ତେଣୁ ଏହି ଶ୍ରୀକୃଷ୍ଣ ନାମକୁ ଯଦି ବ୍ୟକ୍ତି 108 ଥର ଦିନକୁ ଜପ କରିଥାଏ । ତେବେ ସେଥିରୁ ତାହାକୁ ବହୁତ ପୂଣ୍ୟଫଳ ମିଳିଥାଏ ।
ତେବେ ଦିତୀୟ ଶବ୍ଦଟି ହେଉଛି ଗୋବଲ୍ଲଭାୟ ସ୍ଵାହା । ଏହି ମନ୍ତ୍ରକୁ ସଠିକ ଭାବେ ଜପ କରିବା ଦ୍ଵାରା ବ୍ୟକ୍ତି ସମସ୍ତ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ । କାରଣ ଏହି ମନ୍ତ୍ରରେ ଏପରି ପ୍ରଭାବ ରହିଥାଏ । ଯେ ବ୍ୟକ୍ତିକୁ ସବୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ହେଲେ ଆପଣଙ୍କୁ ଏହି ମନ୍ତ୍ରଟି ଜପ କରିବା ପୂର୍ବରୁ ଏହି କଥାର ଧ୍ୟାନ ଦେବାକୁ ପଡିବ । ଯେ ଯେପରି ଆପଣ ଏହି ମନ୍ତ୍ରର ଭୁଲ୍ ଉଚ୍ଚାରଣ ନକରନ୍ତି ।
କାରଣ ଯଦି ଆପଣ ଏହି ମନ୍ତ୍ରର ଭୁଲ୍ ଭାବେ ଉଚ୍ଚାରଣ କରିବେ । ତେବେ ଆପଣଙ୍କୁ ଏଥିରୁ କୌଣସି ଫଳ ପ୍ରାପ୍ତି ହୋଇନଥାଏ । ତେଣୁ ଏହି ମନ୍ତ୍ରକୁ ସିଦ୍ଧି କରିବା ପାଇଁ ଅଢେଇ ହଜାର ଥର ଏହାକୁ ଜପ କରିବାକୁ ପଡିଥାଏ ।
ଆଶା କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ଶ୍ରୀ କୃଷ୍ଣ ଲେଖିକି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ