ପ୍ରକୃତି ଦ୍ଵାରା ପ୍ରସ୍ତୁତ ବହୁତ ସୁନ୍ଦର ଜିନିଷ ଅଛି ଏବଂ ସେହି ସବୁ ରଚନା ମଧ୍ୟରୁ ଗୋଟିଏ ହେଉଛି ମହିଳା । ଯାହାଙ୍କ ଆଗରେ ଦୁନିଆର ସମସ୍ତ ମଣିଷ ମୁଣ୍ଡ ତଳକୁ କରି ଦିଅନ୍ତି । ମହିଳା ମାନେ ଘରକୁ ଯୋଡି ବି ପାରନ୍ତି ଓ ଘରକୁ ଭାଙ୍ଗି ବି ପାରନ୍ତି । ମହିଳାଙ୍କ ଦ୍ଵାରା ଏହି ସଂସାର ଚାଲିଥାଏ । ମହିଳାଙ୍କ କାରଣରୁ ଦୁଇ ପରିବାର ଏକାଠି ହୋଇ ଥାନ୍ତି । ପୁରୁଷମାନେ ମହିଳାଙ୍କର ସବୁ ଜିନିଷରେ ଦିବାନା ଅଟନ୍ତି । କିନ୍ତୁ ଯଦି ଆପଣ ଦେବୀ ମାଙ୍କୁ ପୂଜା କରୁଛନ୍ତି ତେବେ ଭୁଲରେ ବି ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ ସ୍ପର୍ଶ କରନ୍ତୁ ନାହିଁ , ଦେବୀ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ସମସ୍ୟାର ପାହାଡ ଭାଙ୍ଗିପଡେ ।
ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ, ହୋଇ ଯାଆନ୍ତି ଦେବୀ କ୍ରୋଧିତ
ବହୁତ ଅଜବ କଥା ଅଟେ କିନ୍ତୁ ଶାସ୍ତ୍ରରେ ଗୋଟିଏ କଥା ବିଷୟରେ ବିସ୍ତାର ରୂପରେ କୁହାଯାଇଛି କି ମହିଳା ମାନଙ୍କ ସହିତ ପୁରୁଷମାନଙ୍କୁ କେଉଁଭଳି ଭବାରେ ବ୍ୟବହାର କରିବା ଉଚିତ । ତାଙ୍କ ସହିତ ସଂବନ୍ଧ ବନାଇବା ସମୟରେ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡି ଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କର ଏକ ବିଶେଷ ଅଙ୍ଗ ଏମିତି ବି ହୋଇଥାଏ ଯାହାକୁ ସ୍ପର୍ଶ କରିବା ଦ୍ଵାରା ମା କାଳୀ କ୍ରୋଧିତ ହୋଇ ଥାନ୍ତି ।
ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀ ବୋଲି କୁହା ଯାଇଛି । ସେଥିପାଇଁ ସେମାନଙ୍କ ସହିତ ସଂବନ୍ଧ କରିବା ପୂର୍ବରୁ ତାଙ୍କ ଠାରୁ ଅନୁମତି ନେବା ଉଚିତ ।
ଶାସ୍ତ୍ରରେ ଲେଖା ହୋଇଛି କି ମହିଳାଙ୍କ ସହିତ ତାଙ୍କର ଅନୁମତି ସଂବନ୍ଧ କରିବା ଖରାପ ହୋଇ ନ ଥାଏ, କିନ୍ତୁ ସଂବନ୍ଧ ସ୍ଥାପିତ କରିବା ସମୟରେ ଯଦି ଆପଣ ତାଙ୍କର ନାଭିକୁ ସ୍ପର୍ଶ କରି ଦେଉଛନ୍ତି ତେବେ ମା କାଳୀ କ୍ରୋଧିତ ହୋଇ ଯାଆନ୍ତି ।
ନାଭି ଏକ ବିଶେଷ ଜାଗା ଅଟେ ଯାହାକୁ ଭୁଲରେ ବି ସ୍ପର୍ଶ କରିବା ଉଚିତ ନୁହେଁ, ସ୍ତ୍ରୀମାନଙ୍କର ନାଭିରେ ମା କାଳୀଙ୍କର ଶକ୍ତି ନିହିତ ହୋଇଥାଏ । ଏହାକୁ ସ୍ପର୍ଶ କରିବା ଦ୍ଵାରା ପୁରୁଷଙ୍କ ଉପରେ ସମସ୍ୟାର ପାହାଡ ଭାଙ୍ଗି ପଡେ । ଏହା ବ୍ୟତୀତ ନାଭି ଆମ ଶରୀରର କେନ୍ଦ୍ର ହୋଇଥାଏ ଏବଂ ଏହାକୁ ସର୍ବଦା ସଫା କରିବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।