ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ନୂଆବର୍ଷରେ କଣ ଉପହାର ଦେଇଛନ୍ତି ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ?

ନମସ୍କାର ବନ୍ଧୁଗଣ । ଗତ କାଲି ରାତିରେ ସ୍ତ୍ରୀ ବର୍ଷା ସ୍ଵାମୀ ଅନୁଭବ ଙ୍କ ପାଖକୁ ପଠାଇଛନ୍ତି ଉପହାର ବା ଗିଫ୍ଟ । ଏତେ ଦିନର ବିବାଦ ଓ ମନୋମାଳିନ୍ୟ କୁ ଭୁଲି ସବୁ କିଛି ପୂର୍ବ ଭଳି ଠିକ କରିବା ପାଇଁ ବର୍ଷା ଅନୁଭବ ଙ୍କ ମନ ପସନ୍ଦର ଗିଫ୍ଟ ଦେଇଛନ୍ତି । ଯାହାକୁ ଦେଖିବା ପରେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ବେଶ ଖୁସି ଥିବାର ଜଣା ପଡିଛି । ପୁରୁଣା ଅବରସରେ ଯାହା ସବୁ ଘଟି ଯାଇଛି ତାହା ସବୁ ପଛରେ ପକାଇ ନୁଆର ଆରମ୍ଭ କରିଛନ୍ତି ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ।

ତେବେ ବର୍ଷା ଦେଇଛନ୍ତି ଅନୁଭବ ଙ୍କୁ ବଡ ଗିଫ୍ଟ । ଆଉ ଏହି ଗିଫ୍ଟ ଦେଖିବା ପରେ ଅନୁଭବ କହିଛନ୍ତି ଆହା ଆଶା କରୁଥିଲି ତାହା ହିଁ ହେଲା । ନୂଆବର୍ଷ ଆରମ୍ଭରୁ ବର୍ଷା ଅନୁଭବ ଙ୍କୁ ଗିଫ୍ଟ ଦେଇଛନ୍ତି । ଏହି ଗିଫ୍ଟ କୁ ଦେଖି ହସୁଛନ୍ତି ଅନୁଭବ । ଅନୁଭବ ଚାହୁଁ ଥିବା ଆସ ଏବେ ପୂରଣ ହୋଇଛି । ଦୁହିଙ୍କର ବିବାହ ବିଛେଦ ମାମଲା ର ରାୟ ଆସି ଯାଇଛି ଯାହା ମାନ୍ୟବର ହାଇ କୋର୍ଟ ଶୁଣାଇଛନ୍ତି ।

କଟକ ପରିବାର ଅଦାଲତରେ ଦୁହିଙ୍କର ବିବାହ ବିଛେଦ ମାମଲା କୁ ଖାରଚ କରିବା ପରେ ଅନୁଭବ ଏହାକୁ ଚ୍ୟାଲେଞ୍ଜ କରି ହାଇ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ଗତ ଡିସେମ୍ବର 19 ରେ ଦୁହିଙ୍କର ଛାଡପତ୍ର ପାଇଁ ମଞ୍ଜୁରୀ ମିଳି ସାରିଛି । ଆଉ ଏହାରି ମଧ୍ୟରେ ନୂଆବର୍ଷ ଆରମ୍ଭରୁ ବର୍ଷା ଅନୁଭବ ଙ୍କୁ ଦେଇଛନ୍ତି ଏକ ଗିଫ୍ଟ ଯାହାକୁ ପାଇ ଅନୁଭବ ଆଶ୍ଚର୍ଯ୍ୟ ହେବେ ନା ଖୁସି ହେବେ କିଛି ବୁଝିପାରୁ ନାହାନ୍ତି ।

କାରଣ ବର୍ଷା ଅନୁଭବ ଙ୍କ ନାଁ ରେ ଆଉ ଏକ ମିଛ ଅଭିଯୋଗ ଆଣିଛନ୍ତି । ଯାହା 2024 ରେ ଅନୁଭବ ଙ୍କ ପାଇଁ ବର୍ଷା ଙ୍କ ତରଫରୁ ମିଳିଛି ବଡ ଗିଫ୍ଟ । ଏମିତି କିଛି ଲେଖି ଅନୁଭବ ନିଜ ସୋସିଆଲ ଆକାଉଣ୍ଟ ପୋଷ୍ଟ କରିଛନ୍ତି । ସେହି ପୋଷ୍ଟ ରେ ଅନୁଭବ ମହାନ୍ତି ଲେଖିଛନ୍ତି ବର୍ଷା ପୁଣି ଥରେ ନୂଆବର୍ଷରେ ମୋ ନାଁ ରେ ଏକ ମିଥ୍ୟା ଅଭିଯୋ କରିଛନ୍ତି । ବିଗତ 4 ବର୍ଷ ହେବ ମୁଁ ଛାଡପତ୍ର ପାଇଁ କେସ ଲଢୁଛି ।

ହାଇ କୋର୍ଟରେ ଛାଡପତ୍ର ପାଇଁ ଅନୁମତି ମିଳି ସାରିଛି । ଏହା ପରେ ବର୍ଷା ଏକ ମିଛ ଅଭିଯୋଗ କରିଛନ୍ତି । ଆଉ ଏହାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଅନୁଭବ ମହାନ୍ତି । ଆଗକୁ ଅନୁଭବ ଲେଖିଛନ୍ତି ବର୍ଷାଙ୍କର ମିଥ୍ୟା କୁ ମୁଁ ପୁଣି ଥରେ ପ୍ରମାଣିତ କରିବି । ମୋ ବିରୁଦ୍ଧରେ ହୋଇଥିବା ମିଛ ଅଭିଯୋଗ କୁ ବହୁତ ଜଲ୍ଦି ଖଣ୍ଡନ କରିବି ।

ତେବେ ଅନୁଭବ ଙ୍କ ନାଁ ରେ ବର୍ଷା କେଉଁ ଅଭିଯୋଗ କରିଛନ୍ତି ତାହା ଏ ଯାଏଁ ଜଣା ପଡି ନାହିଁ । ତେବେ ଦେଖାଯାଉ ଦୁହିଙ୍କର ଛାଡପତ୍ର ମାମଲା କୁ ନେଇ ପୁଣି କେଉଁ ରାୟ ଆସୁଛି ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।