ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଯୌତୁକରେ ଦେଇଥିବା ଗାଡିକୁ ମାଗିଲେ ବର୍ଷା..

ଛାଡପତ୍ର ପରେ ବର୍ଷା ଅନୁଭବ ଙ୍କ ଠାରୁ କଣ ସବୁ ଫେରି ପାଇବେ ଏହାର ହିସାବ ଦେଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଲେ ସୁନା ହାର, ସୁନା ଚୁଡି, ଅଡି ଗାଡି ଆଉ 15 ଲକ୍ଷ ଟଙ୍କା । ହଁ ଦର୍ଶକ ବନ୍ଧୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ଙ୍କର ପାରିବାରିକ ବିବାଦ ଏବେ ସାରା ଓଡିଶାରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ମାନ୍ୟବର କୋର୍ଟ ଦୁହିଙ୍କର ଛାଡପତ୍ର କୁ ଏବେ ମଞ୍ଜୁରୀ ମଧ୍ୟ ଦେଇ ସାରିଛନ୍ତି ଯାହା ପରେ ଚର୍ଚ୍ଚା ଜୋର ଧରିଛି ଦୁହିଙ୍କର ସମ୍ପର୍କ କୁ ନେଇ ।

ଯଦି ଦୁହିଙ୍କର ଛାଡପତ୍ର ହୁଏ ତେବେ ଅନୁଭବ ବର୍ଷା ଙ୍କୁ କଣ କଣ ଫେରାଇବେ ସେ ସମ୍ପର୍କରେ ଏବେ ଆଲୋଚନା ଆରମ୍ଭ ହୋଇଛି । ବର୍ଷା ଅନୁଭବ ଙ୍କୁ ବିବାହ କରିବା ସମୟରେ ଅନୁଭବ ଙ୍କ ପରିବାର ତରଫରୁ କିଛି ସେଭଳି ଜିନିଷ ଦାବି କରାଯାଇ ନ ଥିଲା । ବର୍ଷା ଙ୍କ ପରିବାର ସ୍ଵ-ଇଚ୍ଛା ରେ ସବୁ ଜିନିଷ ଦେଇଥିଲେ । ଯେମିତି ସାଧାରଣ ଝିଅ ବାହା ହେବ ସମୟରେ ସବୁ ଜିନିଷ ନେଇଥାଏ ଠିକ ସେହିପରି ବର୍ଷା ମଧ୍ୟ ଅନୁଭବ ଙ୍କ ଘରକୁ ନେଇଥିଲେ ।

ଉଭୟ ପ୍ରେମ ବିବାହ କରିଥିବାରୁ ସେହି ସମୟରେ ଯୌତୁକ ଉପରେ ବିଶେଷ ଧ୍ୟାନ ଦିଆଯାଇ ନ ଥିଲା । ଯାଇ ଅନୁଭବ ଓ ବର୍ଷାଙ୍କର ଛାଡପତ୍ର ହୁଏ ତେବେ ଅନୁଭବ ନେଇଥିବା ସମସ୍ତ ଜିନିଷ ଫେରାଇବେ । ତେବେ ଆଇନ ଅନୁଯାୟୀ ଝିଅ ବାହାଘର ସମୟରେ ଯାହା ବି କିଛି ଶାଶୁଘରକୁ ନେଇଥାଏ ସେ ସବୁ ଶାଶୁଘର ଲୋକେ ଫେରାଇ ଥାନ୍ତି । ଏମିତିକି ଝିଅର ଭରଣପୋଷଣ ପାଇଁ ମଧ୍ୟ ଟଙ୍କା ଦେଇଥାନ୍ତି ।

ଏକକାଳୀନ କେତେ ସ୍ଥାନରେ ସଂପୂର୍ଣ୍ଣ ଭରପୋଷଣ ଦିଆ ଯାଇଥାଏ ଅନ୍ୟ କ୍ଷେତ୍ର ରେ ପ୍ରତି ମାସରେ ଅର୍ଥ ରାଶି ଦିଆ ଯାଇଥାଏ । ତେବେ ବର୍ଷା ଯଦି ଅନୁଭବ ଙ୍କୁ ଛାଡପତ୍ର ଦିଅନ୍ତି ତେବେ ସେ ନେଇଥିବା ସବୁ ଜିନିଷ ଫେରି ପାଇବେ । ଆସବବାପତ୍ର ଠାରୁ ଆରମ୍ଭ କରି ସୁନା ଗହଣା ଓ ଗାଡି ସବୁ କିଛି ଗୋଟେ ଝିଅ ଯୌତୁକ ରେ ନେଇଥାଏ ଓ ଛାଡପତ୍ର ପରେ ଏ ସବୁ ଫେରାଇ ଆଣି ପାରିବ ।

ତେବେ ଏହି କ୍ଷେତ୍ରରେ ମଧ୍ୟ ସେମିତି କିଛି ହୋଇପାରେ ବୋଲି କୁହା ଯାଉଛି । ତେବେ ବର୍ଷା ଓ ଅନୁଭବ ଙ୍କର ଛାଡପତ୍ର ପରେ ଅନୁଭବ ବର୍ଷା ଙ୍କୁ କଣ କଣ ଫେରାଇବେ ତାହା ସମୟ କହିବ । ତେବେ ଦୁହିଙ୍କର ସମ୍ପର୍କ କୁ ନେଇଏ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଥିବା ବେଳେ ବର୍ଷା ଛାଡପତ୍ର ପରେ ଅନୁଭବ ଙ୍କ ଠାରୁ କଣ ଫେରି ପାଇବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।