ନିଜର ଜନ୍ମଦିନ ଅବସର ରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜର ଦ୍ଵିତୀୟ ବିବାହକୁ ନେଇ ଆଗୁଆ ଦେଲେ ନିମନ୍ତ୍ରଣ ।

ନିଜ ବାହାଘରକୁ ନିମନ୍ତ୍ରଣ ଦେଲେ ସାଂସଦ ଅନୁଭବ ମହାନ୍ତି । କହିଲେ ଦ୍ଵିତୀୟ ବିବାହ କରିବି ସମସ୍ତେ ଆସିବ । ପ୍ରଥମ ବିବାହ କଥା ଆଉ ଉଠାଅ ନାହିଁ । ଛାଡପତ୍ରର ଅନୁମତି ମିଳିବା ପରେ ଏବେ କରିବି ଦ୍ଵିତୀୟ ବିବାହ । ହଁ ଦର୍ଶକ ବନ୍ଧୁ ସମସ୍ତଙ୍କୁ ଖୁସି ଖବର ଦେଲେ ଅନୁଭବ । ଆଉ କହିଲେ ଭାଇ ଭାବି ସମତେ ବାହାଘରକୁ ଆସିବ । ବହୁତ ଜଲ୍ଦି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି ।

ଯେଉଁ ଖୁସି ଅନୁଭବ ପ୍ରଥମ ବିବାହରେ ପାଇପାରି ନ ଥିଲେ ହୁଏ ତ ଦ୍ଵିତୀୟ ବିବାହ ପରେ ସେ ଖୁସି ସବୁ ତାଙ୍କ ଜୀବନରେ ଓ ପରିବାରରେ ଫେରି ଆସିପାରେ । ମାନ୍ୟବର ହାଇ କୋର୍ଟ ଯେବେ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି ଅନେକ ସାମନାକୁ ଆସିଛି । ଗଣମାଧ୍ୟମରେ ଅନୁଭବ ନିଜର ଦ୍ଵିତୀୟ ବିବାହକୁ ନେଇ ବଡ ଖୁଲାସା କରିଛନ୍ତି । ବାପା ମା ଙ୍କର ଆସା ସ୍ଵପ୍ନକୁ ପୂରଣ କରିବେ ।

ବାପା ମାଙ୍କୁ ଖୁସିରେ ରଖିବା ପାଇଁ ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ଆଉ ସେଥିପାଇଁ ଆଗୁଆ ନିମନ୍ତ୍ରଣ ଦେଇଛନ୍ତି ଅନୁଭବ । କେନ୍ଦ୍ରାପଡା ସାଂସଦ ଅନୁଭବ ଙ୍କୁ ସ୍ତ୍ରୀ ବର୍ଷା ଙ୍କ ଠାରୁ ଛାଡପତ୍ର ନେବାକୁ ହାଇ କୋର୍ଟ ଅନୁମତି ଦେବା ପରେ ଏଭଳି ଖୁସି ବ୍ୟକ୍ତ କରିଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି କୋର୍ଟର ଏଭଳି ଇସପତି ପରେ ସେ ଏବେ ରିଲାକ୍ସ ଅନୁଭବ କରୁଛନ୍ତି ।

ଆଉ ସେଥିପାଇଁ ତାଙ୍କୁ ଏବେ ଶାନ୍ତି ଲାଗୁଛି । ପୂର୍ବରୁ ଅନୁଭବ କହିଥିଲେ ବାହାଘର ପରେ ମୋ ଶରୀର କେତେ ସୁସ୍ଥ ରହୁଛି କେତେ ନାହିଁ ସେ ସବୁ ବର୍ଷ ଜାଣି ନାହାନ୍ତି । ମୁଁ କଣ ମେଡ଼ିସିନ ଖାଉଛି ତାହା ବି ବର୍ଷା ଜାଣି ନାହାନ୍ତି । ଆମ ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ନ ଥିଲା । ସେ ମୋର ଏମିତି ସ୍ତ୍ରୀ । ବିନା ଶାରୀରିକ ସମ୍ପର୍କରେ ଏ କେମିତିକା ସ୍ଵାମୀ ସ୍ତ୍ରୀ ।

ଏହି ସବୁ କଥାକୁ ଆଧାର କରି ମାନ୍ୟବର କୋର୍ଟ ଛାଡପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି । ପାରିବାରିକ ବିବାଦରୁ ସାମାନ୍ଯ ରିହାତି ପାଇବା ପରେ ଲୋକେ ଚାହିଁଲେ ପୁଣି ସେବା କରିବି ବୋଲି କହିଛନ୍ତି ଅନୁଭବ । ଗୁରୁବାର ଦିନ ଅନୁଭବଙ୍କ ଆଧାରରେ ହାଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ପୂର୍ବରୁ ପରିବାର ଅଦାଲତ ଖାରଚ କରି ଦେଇଥିଲେ ।

ପିଟିସନରେ ଅନୁଭବ ଦର୍ଶାଇଥିଲେ କି 2014ରେ ଦୁହିଙ୍କର ବିବାହ ହୋଇଥିଲେ ବି ବିବାହ ପରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଛା ପ୍ରକାଶ କରିଥିଲେ । ବର୍ଷା ଅନୁଭବଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନରେ କେବେ ବି ଖୁସି ଦେଇ ନାହାନ୍ତି । ଦୁହିଙ୍କ ମଧ୍ୟରେ ମତଭେଦ୍ୟ କାରଣରୁ ଦୀର୍ଘ ଦିନ ହେବ ଅଲଗା ରହୁଥିଲେ । ଆଉ ଏବେ ମାନ୍ୟବର କୋର୍ଟ ଯେବେ ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି ଆଉ ଅନୁଭବ କହିଛନ୍ତି ମୁଁ ଦ୍ଵିତୀୟ ବିବାହ କରିବି । ସମସ୍ତଙ୍କୁ ନିମନ୍ତ୍ରଣ ରହିଲା । ସମସ୍ତେ ନିଶ୍ଚୟ ଆସିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।