ପାଉଁଜି ଓ ଝୁଣ୍ଟିଆ ସ୍ଵାମୀ ଜୀବନରେ ନେଇ ଆସେ କାହିଁକି ବିପଦ ? କ’ଣ ରହିଛି ଏହା ପଛରେ କାରଣ ? Vastu tips

ବନ୍ଧୁଗଣ ଘରର ମହିଳା ମାନେ ଷୋଳଶ୍ରୁଙ୍ଗାରରେ ସଜେଇ ହେବାର ମାନ୍ୟତା ରହିଛି । ସେଥିମଧ୍ୟରୁ ପାଉଁଜି ଓ ଝୁଣ୍ଟିଆ ମଧ୍ୟ ରହିଛି । ବିବାହିତା ମହିଳା ମାନେ ନିଜ ପାଦକୁ ସୁନ୍ଦର କରି ରଖିବା ନିଜ ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଥାନ୍ତି । ହେଲେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର ମହିଳା ମାନଙ୍କୁ କେତେକ ନିୟମ ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡିବ । ତେବେ ପାଦରେ କେଉଁ ପ୍ରକାର ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଲାଭ ଓ କେଉଁ ପ୍ରକାର ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ, ଏହି ବିଷୟରେ ଚାଲନ୍ତୁ ଜାଣିବା ।

1- କୌଣସି ମହିଳା ନିଜ ପିନ୍ଧା ପାଉଁଜି କିମ୍ବା ଝୁଣ୍ଟିଆକୁ ଅନ୍ୟ ମହିଳାଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ସ୍ଵାମୀଙ୍କର ସ୍ଵାସ୍ଥ ଓ ଆୟୁଷ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିସହ ଗୃହକୁ କଳହ ଓ ଅଶାନ୍ତି ମଧ୍ୟ ଆସିଥାଏ ।

2- ଯେଉଁ ମହିଳା ପିନ୍ଧିଥିବା ପାଉଁଜିରୁ ଶବ୍ଦ ବାହାରିନଥାଏ । ତେବେ ତାହାକୁ ଅଶୁଭ ବୋଲି କୁହାଯାଇଥାଏ । ଭଙ୍ଗା କି ଫଟା ପାଉଁଜି ଓ ଝୁଣ୍ଟିଆ ପରିଧାନ କରିବା ଅନୁଚିତ । ଘୁଙ୍ଗୁର ଝଡିଯାଇଥିବା ପାଉଁଜି ମଧ୍ୟ ପିନ୍ଧିବା ଉଚିତ ନୁହେଁ । କାରଣ ଏହା ଘରକୁ ନକରାତ୍ମକ ଊର୍ଜାକୁ ଆମନ୍ତ୍ରଣ କରିଥାଏ । କାରଣ ପାଦର ପାଉଁଜିରୁ ଘୁଙ୍ଗୁରର ମିଠା ଶବ୍ଦ ବାହାରିବାକୁ ବହୁତ ହିଁ ଶୁଭ ମନାଯାଇଥାଏ । ଏହା ସହ ଘର ମଧ୍ୟରେ ସକାରାତ୍ମକ ଊର୍ଜା ମଧ୍ୟ ବନି ରହିଥାଏ ।

3- ରାସ୍ତାରେ ଯାଉଥିବା ସମୟରେ ଯଦି କେଉଁଠାରୁ ପାଉଁଜି କି ଝୁଣ୍ଟିଆ ପଡିଥିବାର ଦେଖିଥାନ୍ତି । ତେବେ ତାହାକୁ ଭୁଲରେ ବି ଉଠାଇ ଘରକୁ ଆଣନ୍ତୁ ନାହିଁ । କାରଣ ସେଥିରେ ତନ୍ତ୍ରମନ୍ତ୍ରର କରାଯାଇପାରିଥାଏ । ତେଣୁ ସେଥିପ୍ରତି ସାବଧାନ ହୋଇକି ରୁହନ୍ତୁ ।

4- ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ବହୁତ ଶୁଭ ମନାଯିବା ସହ ଏହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ । ସ୍ଵାମୀ ମାନେ ଏହି ପାଉଁଜିର ମିଠା ଶବ୍ଦରେ ନିଜ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି ।

5- ମହିଳା ମାନେ ନିଜ ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଶରୀରର ହାଡ, ଶିରାପ୍ରଶିରା ଓ ଗର୍ଭାଶୟ ମଧ୍ୟ ମଜଭୁତ ହୋଇଥାଏ । ଏଥିସହ ମହିଳା ମାନଙ୍କର ମାସିକ ଧର୍ମ ମଧ୍ୟ ନିୟମିତ ଭାବରେ ହୋଇଥାଏ ।

6- ରୂପାର ପାଉଁଜି ଓ ଝୁଣ୍ଟିଆ ମହିଳା ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଏହା ସ୍ଵାସ୍ଥ ପକ୍ଷେ ମଧ୍ୟ ହିତକର ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ