ବଡ ବାତ୍ୟା ଥିଲା କିନ୍ତୁ ଓଡ଼ିଶାକୁ ହେଲାନି, ଚେନ୍ନାଇ ରେ ବାତ୍ୟା ନେଲାଣି 17 ଜୀବନ ।

ପ୍ରବଳ ବର୍ଷା କାରଣରୁ ଚାଲି ଗଲାଣି 17 ଜଣଙ୍କର ଜୀବନ । ପାଣି ଘେରରେ ବିମାନ ବନ୍ଦର ରହିଛି । ପାଣି ଘେର ରେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ରହିଛି । ହଁ ଦର୍ଶକ ବନ୍ଧୁ ଏବେ ଚେନ୍ନାଇ ରେ ବର୍ଷା ତାଣ୍ଡବ ରଚିଚି । ଗୋଟେ ନୁହେଁ ଦୁଇଟି ନୁହେଁ 18 ଜଣଙ୍କର ଜୀବନ ଯାଇଛି ପ୍ରବଳ ବର୍ଷା କାରଣରୁ । ଯେବେ ଚେନ୍ନାଇ ରେ ବର୍ଷା ତାଣ୍ଡବ ରାଚୁଛି ଗାଡି ଗୁଡିକ ପାଣି ରେ ଭାସିଲାଣି । ତଳିଆ ଅଞ୍ଚଳ ସହ ରାସ୍ତା ଘାଟ ଜଳ ମଗ୍ନ ହୋଇ ରହିଛି ।

ବିମାନ ବନ୍ଦର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ରେ ଜମି ରହିଛି ପାଣି । ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶି ଯାଇଛି । ଯାହା ଫଳରେ ଲୋକ ମାନେ ଅନେକ ସ୍ଥାନରେ ଫସି ରହିଛନ୍ତି । ବିଦ୍ୟୁତ, ଟେଲିଫୋନ ଯୋଗାଯୋଗ ବିଛିନ୍ନ ହୋଇଛି । ପାଣି ଘେର ରେ ଥିବା ଲକ ମନାଙ୍କୁ ଉଦ୍ଧାର କରିବା ପାଇଁ ବୋଟ, ଟ୍ରାକ୍ଟର ବ୍ୟବହାର କରା ଯାଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ NDRF, ଅଗ୍ନିସମ ବାହିନୀ ଙ୍କୁ ମୁତୟନ କରା ଯାଇଛି ।

ରାଜ୍ୟରେ 100 ରୁ ଅଧିକ ଟ୍ରେନ ଓ 50 ରୁ ଅଧିକ ବିମାନ ଉଡାଣ ବାତିଲ କରା ଯାଇଛି । ତେବେ ଏ ହେଉଛି ଚେନ୍ନାଇ ର ଦ୍ରୁଶ୍ଯ ଯାହାକୁ ଦେଖିଲେ ସତରେ ଦର ଲାଗୁଛି । ଆଉ ସମସ୍ତେ କହୁଛନ୍ତି ପ୍ରକୃତିର ତାଣ୍ଡବ ଆଗରେ କିଏ ବା କଣ କରିବ ? ପ୍ରକୃତି ର ତାଣ୍ଡବ ଯେ ଏତେ ଭୟଙ୍କର ଏ ଦ୍ରୁଶ୍ଯ କୁ ଦେଖିଲେ ହିଁ ଜଣା ପଡୁଛି । ଆଉ ବିଶ୍ଵାସ ନ କରଥିବା ଲୋକ ଏ ଦ୍ରୁଶ୍ଯ କୁ ଦେଖି ଆଚମ୍ବିତ ହୋଇ ପଡ଼ୁଛନ୍ତି ।

ଆଉ କହୁଛନ୍ତି ପ୍ରକୃତି ର ତାଣ୍ଡବ ଆଗରେ ସବୁ କିଛି ଛାରଖାର ହୋଇ ଯାଉଛି । ଯେତେବେଳେ ଆନ୍ଧ୍ର ରେ ମାଡ ହୋଇଛି ବାତ୍ୟା ମିଗଜୋମ ଠିକ ସେତିକି ବେଳେ ଚେନ୍ନାଇ ର ମୃତ୍ୟୁ ସଂଖ୍ୟା 17 ରେ ପହଞ୍ଚିଛି । ଭୀଷଣ ବାତ୍ୟା ମିଗଜୋମ ମାଡ ହୋଇଛି ସତ କାଲି ମଧ୍ୟାହ୍ନ 12:30 ରେ ଲ୍ୟାଣ୍ଡଫଲ କରିଥିଲା । ବାତ୍ୟା ମିଗଜୋମ ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ 90 ରୁ 100 କିମି ଥିଲା ।

ବେଳେବେଳେ 100 ରୁ 110 କିମି ବେଗର ପବନ ଝଟକା ମଧ୍ୟ ମାରିଥିଲା । ଆଉ ଏ ସବୁ ଭିତରେ ବର୍ଷାର ତାଣ୍ଡବ ଚେନ୍ନାଇ ରେ ଖୁବ କ୍ଷତି କରି ଯାଇଛି । ପ୍ରବଳ ବର୍ଷା ଯୋଗୁଁ 17 ଜଣଙ୍କର ଜୀବନ ଯାଇଛି । ପାଣି ଘେର ରେ ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଯେଉଁଠି ଦେଖିବ ଖାଲି ପାଣି ହିଁ ପାଣି । ପାଣି ରେ ଯେମିତି ଗାଡି ଗୁଡିକ ଭାସି ଯାଉଛି ସମସ୍ତେ କହୁଛନ୍ତି ପାଣିରେ ଖେଳଣା ଗୁଡିକ ଭାସି ଯାଉଛି । ଆଉ ସମସ୍ତେ କହୁଛନ୍ତି ପ୍ରକୃତିର ତାଣ୍ଡବ ଆଗରେ କିଏ ବା କଣ କରିବ ପାରିବ ?

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।