ରିଙ୍କୁ ଙ୍କ ଖେଳ ଦେଖିବା ପାଇଁ ପାଗଳ ହେଲେ ରସେଲ । ରିଙ୍କୁଙ୍କ ବ୍ୟାଟିଂ ବିଲକୁଲ ମିସ କରେ ନାହିଁ ।

କେବଳ ରିଙ୍କୁ ଙ୍କର ମାଡ ଦେଖିବାକୁ ମୁଁ ଖେଳ ଦେଖେ । ରିଙ୍କୁ ନ ଥିଲେ ଖେଳ ଦେଖିବାକୁ ଭଲ ଲାଗେ ନାହିଁ । ରିଙ୍କୁର ଟ୍ୟାଲେନ୍ଟ ଯେମିତି ସେ ବହୁତ ଆଗକୁ ଯିବେ । ଭାରତୀୟ କ୍ରିକେଟ ଗୋଟେ ହୀରା ପାଇଛି । ହଁ ଦର୍ଶକ ବନ୍ଧୁ ରିଙ୍କୁ ଙ୍କ ଖେଳ ଦେଖିବାକୁ ଏବେ ପାଗଳ ହୋଇଛନ୍ତି ରସେଲ । ରିଙ୍କୁ ଙ୍କ ବ୍ୟାଟିଂ କେବେ ବି ମିସ କରନ୍ତି ନାହିଁ । ରିଙ୍କୁ ଛକା ମାରିଲେ ରସେଲ ତାଳି ମାରନ୍ତି । ରିଙ୍କୁ ସିଂ ଭାରତୀୟ କ୍ରିକେଟର ଚମକଥିବା ତାରା ଯାହାଙ୍କ ଖେଳ ଦେଖିବାକୁ ସମସ୍ତେ ପାଗଳ ।

ମଇଦାନ କୁ ରିଙ୍କୁ ଆସିଲେ ଖାଲି ଛକା ଚଉକା ବର୍ଷା ହୁଏ । ଯେମିତି ଅଷ୍ଟ୍ରେଲିୟା ବିପକ୍ଷରେ ଚତୁର୍ଥ ଟି-20 ରେ ଦେଖିବାକୁ ମିଳିଛି । ସମସ୍ତେ ଆଉଟ ହୋଇଥିବା ବେଳେ ରିଙ୍କୁ ଏକା ଲଢିଥିଲେ । ରିଙ୍କୁ ଠିକେ ମ୍ଯାଚ ଜିତିବାରେ କିଛି ଅସୁବିଧା ହୁଏ ନାହିଁ । ବୋଲୋର ମାନେ ରିଙ୍କୁ ଙ୍କୁ ବୋଲିଙ୍ଗ କୁ ଭୟ କରନ୍ତି । ଏହାରି ଭିତରେ ରିଙ୍କୁ ଙ୍କର ବଡ ଫ୍ୟାନ ହୋଇ ଯାଇଛନ୍ତି ୱେଷ୍ଟ ଇଣ୍ଡିଜ ର ଅଲ ରାଉଣ୍ଡର ବ୍ୟାଟର ହ୍ୟାଣ୍ଡ ରସେଲ ।

ସେ ରୀଙ୍କୁଙ୍କର ଗୋଟେ ମ୍ଯାଚ ବି ମିସ କରନ୍ତି ନାହିଁ । ରିଙ୍କୁ ବ୍ୟାଟିଂ କରିବା ମାତ୍ରେ ସେ ଖେଳ ଦେଖନ୍ତି । ଖାଲି ରସେଲ ନୁହେଁ ତାଙ୍କ ସ୍ତ୍ରୀ ମଧ୍ୟ ରୀଙ୍କୁଙ୍କର ବଡ ଫ୍ୟାନ ପାଲଟି ଯାଇଛନ୍ତି । ରସେଲ କହିଛନ୍ତି ଯେ ” ମୁଁ ଏବେ ଭାରତ ଅଷ୍ଟ୍ରେଲିୟା ମଧ୍ୟରେ ଜାରି ରହିଥିବା ସିରିଜ ଦେଖୁଛି । ଯଦି କେବେ ଲାଇଫ ମ୍ଯାଚ ଦେଖିବା ମିସ କରି ଦେଇଛି ତ ଏବେ ପଛରେ ହାଇ ଲାଇଟ ଦେଖୁଛି ।

ମୁଁ ଏମିତି ରିଙ୍କୁଙ୍କର ମ୍ଯାଚ ଦେଖିବାକୁ କରୁଛି । ଭାରତୀୟ କ୍ରିକେଟ ରିଙ୍କୁ ଙ୍କ ଭଳି ଗୋଟେ ହୀରା ପାଇଛି । ରିଙ୍କୁ ଙ୍କର ଟ୍ୟାଲେନ୍ଟ ଯେମିତି ସେ ଆଗକୁ ଭଲ ଖେଳିବେ” । ତେବେ ରସେଲ ଓ ରିଙ୍କୁ ଆଇପିଏଲ ରେ କେକିଆର ପଟୁ ଖେଳନ୍ତି । ରସେଲ ଜାଣିଛନ୍ତି ରିଙ୍କୁ ଙ୍କ ସର୍ଟ ରେ କେତେ ଦମ ଅଛି । ରିଙ୍କୁ ଏ ଯାଏଁ ଭାରର ପାଇଁ ମାତ୍ର 5ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ 88 ବଲ ସାମ୍ନା କରିଛନ୍ତି ।

ସେଥିରୁ 27 ଟି ବଲ ରୁ ରିଙ୍କୁ ଚଉକା ଛକା ମାରିଛନ୍ତି । 5ଟି ମ୍ଯାଚରେ ରିଙ୍କୁ ତାଙ୍କର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଅଧିକ ବଲ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ ବି ମନ ଜିତି ନେଇଛନ୍ତି ରିଙ୍କୁ ସିଂ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।