42 ଜଣଙ୍କୁ ବଞ୍ଚାଇ ଥିଲେ ଖାଲି ଟଙ୍କା ତଡି ଦେଇ ତଡି ଦେଲେ, ସମ୍ମାନ ଟିକେ ବି ପାଇଲେ ନାହିଁ ।

ପ୍ରକୃତ ହିରୋ ଙ୍କୁ କେହି ଚିହ୍ନିଲେ ନାହିଁ କି କେହି ସମ୍ମାନ ଟିକେ ଦେଲେ ନାହିଁ । ମୂଲିଆଙ୍କ ଭଳି ଟଙ୍କା ଦେଇ କାମ ସାରିଦେଲେ । କହିଲେ ତୁମର କମ ସରିଗଲା ତୁମେ ଏଥର ଯାଇପାର । ତୁମର ଏଠାରେ କିଛି ବି କାମ ନାହିଁ । ଆଉ ଏହି ଭଦ୍ର ବ୍ୟକ୍ତି ଜଣକ ନିଜର ପ୍ରାପ୍ୟ ନେଇ ଚାଲି ଆସଥିଲେ । ନିଜ ସହ ନେଇ ଯାଇଥିଲେ 42 ଜଣଙ୍କର ମୁହଁର ହସକୁ । ଆଉ ଏହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ଭୂତଳ ବିଶେଷଜ୍ଞ ଅର୍ଣ୍ଣୋଲ ଡିସ୍କ ।

ହଁ ଦର୍ଶକ ବନ୍ଧୁ ଯଦି ସିକ ନ ଥାନ୍ତେ ତେବେ 42 ଜଣ ଶ୍ରମିକ ବୋଧ ହୁଏ ମୃତ୍ୟୁର ଟନେଲ ଭିତରୁ କେବେବି ବାହାରିପାରି ନ ଥାନ୍ତେ । 17 ଦିନର ସଂଘର୍ଷ କରିବା ସହ ମୃତ୍ୟୁ ସହ ଲଢେଇ କରୁଥିଲେ ଶ୍ରମିକ ମାନେ । ପାଦେ ପାଦେ ରେ ବିପଦ ଥିଲା । କିନ୍ତୁ ସବୁ କିଛି ଭୁଲିଗଲା ଏ ଦେଶ ଓ ଦେଶର ଜନତା । ଯାହାଙ୍କୁ ମନେ ରଖିବା କଥା ତାଙ୍କୁ ଅସମ୍ମାନ ଦେଇ ଦେଶରୁ ବିଦା କରି ଦିଆଗଲା । ଯେଉଁ ଦେଶରେ କ୍ରିକେଟ ରେ 50 ରନ ମାରିଲେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି ସେହି ଦେଶରେ 42 ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ଡିସ୍କ ଙ୍କୁ ମିଳିଲା ଅସମ୍ମାନ ।

କିନ୍ତୁ ଏଥିରେ ତିଳେ ମାତ୍ରେ ଦୁଃଖ ପ୍ରକାଶ କରିଲେନି ଡିସ୍କ । ସୂଚନା ଅନୁଯାୟୀ ଦୀପାବଳି ଦିନ ଟନେଲ ଭୁଶୁଡିବା ଫଳରେ ଟନେଲ ଭିତରେ ଫସି ଯାଇଥିଲେ 42 ଜଣ ଶ୍ରମିକ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦିନ ପରେ ଦିନ ବିତି ଯାଇଥିଲେ ବି ଶ୍ରମିକ ମାନେ ବାହାରିପାରି ନ ଥିଲେ । ଯାହା ପରେ ଉତ୍ତରାଖଣ୍ଡର ସରକାର ଅଷ୍ଟ୍ରେଲିୟାର ବିଶେଷଜ୍ଞ ଆର୍ଣ୍ଣୋଲ ଡିସ୍କ ଙ୍କ ପାଖକୁ କଲ କରିଥିଲେ ।

ଆଉ ଡିସ୍କ କିଛି ନ ବୁଝି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେ କିଛି ବୁଝିପାରି ନ ଥିଲେ କିନ୍ତୁ ଧର୍ଯ୍ୟହରା ହୋଇ ନ ଥିଲେ । ମହାନ ବ୍ୟକ୍ତି ଡିସ୍କ ଜୀବନ ବଞ୍ଚିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ବାରମ୍ବାର ଅସଫଳ ହୋଇଥିଲେ ଉଧାର କାର୍ଯ୍ୟ ରେ ଯାହା ପାଇଁ ତାଙ୍କୁ କେତେ କଟୁ କଥା ଶୁଣିବାକୁ ପଡିଥିଲା । ଅପମାନର ସାମ୍ନା କରିବାକୁ ପଡିଛି ।

କିନ୍ତୁ ସେ ସବୁ ଭୁଲି ଚେଷ୍ଟା ଜାରି ରଖିଥିଲେ ଶ୍ରମିକ ମାନଙ୍କୁ ବଞ୍ଚିବା ପାଇଁ । ନିଜେ ଖ୍ରୀଷ୍ଟିୟାନ ହୋଇ ମଧ୍ୟ ହିନ୍ଦୁ ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଥିଲେ କି କେମିତି ଶ୍ରମିକ ମାନଙ୍କୁ ବଞ୍ଚିବେ । ପ୍ରତିଦିନ ସକାଳେ ହେଲେ ସେ ମୁଣ୍ଡରେ ନାଲି ଟୀକା ମାରି କାମରେ ଲାଗିଥାନ୍ତି । ଆଉ ଶେଷରେ ସେ ସଫଳ ମଧ୍ୟ ହେଲେ ଓ 42 ଜଣଙ୍କୁ ଟନେଲ ଭିତରୁ ବାହାର କରାଗଲେ । କିନ୍ତୁ ତାଙ୍କୁ କେହି ବି ଜାଣି ପାରିଲେ ନାହିଁ । ପ୍ରକୃତ ହିରୋ ଙ୍କୁ କେହି ବି ଚିହ୍ନି ପାରିଲେ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।