ନମସ୍କାର ବନ୍ଧୁଗଣ । ପ୍ରଥମେ ପ୍ରଥମେ ଅଷ୍ଟ୍ରେଲିୟା ମ୍ୟାଚରେ ହାରିବ କିନ୍ତୁ ଶେଷରେ ଅଷ୍ଟ୍ରେଲିୟା ଜିତିବ । ଏ ସବୁ ଦେଖିବା ପରେ ଏବେ ଲୋକେ କହିଲେଣି ହାରି ହାରି ଜିତିବାର କଳା ଅଷ୍ଟ୍ରେଲିୟାକୁ ବେଶ ଭଲ ଭାବେ ଜଣା । ଆଜି ଅଷ୍ଟ୍ରେଲିୟା ସହ ଭାରତ ଚତୁର୍ଥ ଟି-20 ମ୍ଯାଚ ଖେଳିବାକୁ ଯାଉଛି ସେତିକି ବେଳେ ଯଦି ଆଜି ଅଷ୍ଟ୍ରେଲିୟା ହାରିଯାଏ ତେବେ ଇଣ୍ଡିଆ ପାଇଁ ବଡ ଖୁସି ଖବର ରହିବ । ଇଣ୍ଡିଆ ସିରିଜ ଜିତିଯିବ ।
ଅନ୍ୟ ପକ୍ଷେ ଯଦି ଇଣ୍ଡିଆ ହାରିଯାଏ ତେବେ ପଞ୍ଚମ ମ୍ଯାଚ ରେ ଅଷ୍ଟ୍ରେଲିୟା ଜିତିବ ବୋଲି ସମସ୍ତେ କହୁଛନ୍ତି । କାରଣ ଅଷ୍ଟ୍ରେଲିୟା ଶେଷ ମ୍ଯାଚରେ ବାଘ ଭଳି ଖେଳିବା ସମସ୍ତେ ଦେଖିଛନ୍ତି 2023 ବିଶ୍ଵକପ ରେ । କାରଣ ମ୍ୟାକ୍ସୱେଲ ଙ୍କ ପ୍ରଦର୍ଶନ ଯିଏ ଦେଖିଛି ତାଙ୍କର ବଡ ଫ୍ୟାନ ହୋଇ ଯାଇଛି । ସେଥିପାଇଁ କୁହା ଯାଇଛି ଆଜିର ମ୍ଯାଚରେ କଳା ବଳ କୌଶଳ ଖଟାଇ ଭାରତୀୟ ଦଳ ଜିତିବାକୁ ହେବ ।
ଯଦି ଭାରତ ନ ଜିତିବ ତେବେ ପାଞ୍ଚ ଟିକିଆ ସିରିଜରେ 2-2 ରେ ସୀମିତ ରହିବ । ଆଉ 5 ନମ୍ବର ମ୍ଯାଚ ଅଷ୍ଟ୍ରେଲିୟା ଭାରତ ଠାରୁ ଛଡାଇ ନେବ । ଯେମିତି 2023 ବିଶ୍ଵକପ କଙ୍ଗାରୁ ଦଳ ଛଡାଇ ନେଇଥିଲା । ଭାରତ ଅଷ୍ଟ୍ରେଲିୟା ମଧ୍ୟରେ ଚାଲିଥିବା ଟି-20 ଚତୁର୍ଥ ଶୃଙ୍ଖଳା ର ମୁକାବିଲା ଆଜି ଖେଳାଯିବ । ଦୁଇ ଦିନ ତଳେ ଅଷ୍ଟ୍ରେଲିୟା ଭାରତକୁ ତୃତୀୟ ମ୍ଯାଚରେ ହରାଇ ଦେଇଥିଲା ।
ଫଳରେ 5 ଟିକିଆ ମ୍ଯାଚ ଶୃଙ୍ଖଳା ରେ ସୂର୍ଯ୍ୟ କୁମାର ଯାଦବ ଏବେ 2-1 ରେ ଆଗୁଆ ରହିଛି । କିନ୍ତୁ ଯେତେ ବି ଆଗୁଆ ରହିଲେ ବି ଯଦି ଆଜିର ଖେଳ ଭାରତ ହାରିଯିବ ଆଉ ଯେଉଁ ଫାଇନାଲ ମିଛ ଜିତିଳେ ସିରିଜି ଜିତିବ ବୋଲି କୁହା ଯାଉଛି । ସେ ମ୍ଯାଚ କୁଆଡେ ଅଶ୍ରେଲିୟା ଜିତିଯିବ । ଆଜିର ମ୍ଯାଚ ଅଷ୍ଟ୍ରେଲିୟା ଜିତିବାକୁ ପୁରା ଜି ଜାନ ଲଗାଇ ଦେବ ବୋଲି ଚର୍ଚ୍ଚା ହେଉଛି ।
କାରଣ ପ୍ରଥମ 3ଟି ମ୍ଯାଚ ଭଳି ରାୟପୁର ର ସହିଦ ବୀର ନାରାୟଣ ସିଂଙ୍କ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରନ ବର୍ଷ ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ଏଠିକାର ପିଚ ବ୍ଯାଟିଙ୍ଗ ପିଚ । ଚଳିତ ଶୃଙ୍ଖଳାରେ ଉଭୟ ଦଳ 123ଟି ଚଉକା ଓ 65ଟି ଛକା ମାରି ସାରିଛନ୍ତି । ଗତ ମ୍ଯାଚରେ ମ୍ୟାକ୍ସୱେଲ 48ଟି ବଲ ରେ 104 ରନ ଅତି ସ୍ମରଣୀୟ ପାଳି ଖେଳି ଭାରତକୁ ହରାଇ ଦେଇଥିଲେ ।
ଆଉ ଏବେ ମ୍ୟାକ୍ସୱେଲ ଙ୍କ ସହ ମାସ୍କ ଇଙ୍ଗ୍ଲିଶ, ଆଦାମ ଜାପାଙ୍ଗ ଭଳି ପ୍ରମୁଖ ଦିନିକିଆ ବିଶ୍ଵକପ ଖେଳାଳି ମଧ୍ୟ ଆଜି ଅଷ୍ଟ୍ରେଲିୟା ଟିମରେ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ଭାରତ ପାଇଁ ସ୍ଥିତି କଠିନ ରହିବ । ଯେଉଁ ମ୍ୟାହ ଜିତିଲେ ସିରିଜ ଜିତିବ ବୋଲି କୁହାଯାଉଛି ଯାହା ଅତି ଜରୁରୀ ଯଦି ଭାରତ ହାରିଯିବ ତେବେ ଅଷ୍ଟ୍ରେଲିୟା ଜିତିଯିବ । କାରଣ ହାରି ହାରି ଜିତିବାର କଳା ଅଷ୍ଟ୍ରେଲିୟାକୁ ଜଣା ଅଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।