ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ଶୁଭମନ ଗିଲଙ୍କ ବ୍ୟାଟିଙ୍ଗ ସମୟରେ ଫ୍ୟାନ୍ସ ମାନେ ସାରା ସାରା ନାରା ଲଗାଇଲେ, ଆଉ ତା ପରେ ବିରାଟ କୋହଲି ଏମିତି କହିଲେ ।

ଷ୍ଟାଡିୟମରେ ଖାଲି ସାରା ସାରା ଶୁଭିଲା । ଶୁଭମନଙ୍କୁ ଦେଖି କୋହଲି କରିଲେ ଏମିତି ଇସାରା । ହଁ ଦର୍ଶକ ବନ୍ଧୁ ବିଶ୍ଵକପରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ଦଳର ବ୍ୟାଟ୍ସମ୍ୟାନ ଓ ବୋଲୋର ମାନେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଛନ୍ତି । ବ୍ୟାଟର ମାନେ ବ୍ୟାଟିଂ କରି ଦଳୀୟ ସ୍କୋର କୁ 350 ପାରା କରିଥିବା ବେଳେ ବୋଲୋର ମାନେ ଦ୍ରୁତ ବୋଲିଂ କରି ଶ୍ରୀଲଙ୍କାକୁ 55 ରନ ରେ ଅଲ ଆଉଟ କରାଇଥିଲେ ।

ଏହି ରୋମାଞ୍ଚକର ମ୍ଯାଚରେ ଭାରତୀୟ ଓପନର ଶୁଭମନ ଗିଲ ଙ୍କ ଉପରେ ରହିଥିଲା । ଗିଲ ଙ୍କୁ ଦେଖି ଷ୍ଟାଡିୟମରେ ଦର୍ଶକ ମାନେ ସାରା ସାରା ନାରା ଦେଇଥିଲେ । କାରଣ ସାରା ତେନ୍ଦୁଲକର ଏହି ମ୍ଯାଚ ଦେଖିବାକୁ ଆସିଥିଲେ । ଯେବେ ଭାରତ ଟିମ ମଇଦାନ କୁ ଓଲହାଇଥିଲା ସେତେବେଳେ ଦର୍ଶକ ମାନେ ସାରା ସାରା ନାରା ଦେଇଥିଲେ । ଯାହାକୁ ଦେଖି ବିରାଟ ଏପରି ନ କରିବାକୁ କହିଥିଲେ ।

ଏହା ବଦଳରେ ଶୁଭମନ ଙ୍କୁ ପ୍ରଶଂସା କରିବାକୁ କହିଥିଲେ । ଏହାପରେ ଫ୍ୟାନ ମାନେ ଶୁଭମନ କହି ନାରା ଲଗାଇଥିଲେ । ଯାହାକୁ ଦେଖି ବିରାଟ ଫ୍ୟାନ୍ସ ମାନଙ୍କୁ ଚିୟରଅପ କରି ଉଶ୍ଚାହିତ କରାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାରା ଓ ଶୁଭମନ ଙ୍କ ଯୋଡିକୁ ନେଇ କିଛି ଦିନ ହେବ ଗୁଜବ ହେଉଛି । ସେମାନେ ପରସ୍ପରକୁ ଡେଟ କରୁଥିବାର ଚର୍ଚ୍ଚା ବି ହେଉଛି ।

ଯେତେବେଳେ ସାରା ଷ୍ଟାଡିୟମକୁ ମ୍ଯାଚ ଦେଖିବାକୁ ଯାଆନ୍ତି ଫ୍ୟାନ୍ସ ମାନେ ସାରା ସାରା ର ନାରା ଲଗାନତି । ଏମିତି ଦ୍ରୁଶ୍ଯ ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଶ୍ରୀଲଙ୍କାଙ୍କ ବିପକ୍ଷରେ ଶୁଭମନଙ୍କ ବ୍ୟାଟିଂ କୁ ସାରା ଦେଖୁଥିବାର ନଜର ଆସୁଥିଲେ । ଗିଲ 92 ରନ କରି ଆଉଟ ହେବା ପରେ ସାରା ତାଳି ମାରି ତାଙ୍କୁ ଉଶ୍ଚାହିତ କରିଥିଲେ । ସେହିପରି ଅକ୍ଟୋବର 31ରେ ଜିଓ ଇଭେଣ୍ଟ ରେ ସାରା ଓ ଶୁଭମନ କୁ ଏହା ସହ ଦେଖିବାକୁ ମିଳିଥିଲା ।

ଚଳିତ ବିଶ୍ଵକପରେ ଭାରତ ଭଲ ପ୍ରଦର୍ଶନ କରିଛି । ଭାରତ 7ଟି ମ୍ଯାଚରେ ବିଜୟୀ ହୋଇ ପଏଣ୍ଟ ଟେବଲର ଶୀର୍ଷ ରେ ରହିଛି । ସେହିପରି ଶ୍ରୀଲଙ୍କାକୁ ଭାରତ ଶୋଚନୀୟ ପରାଜୟ କରିଛି । ସେହି ମ୍ଯାଚରେ ଟସ ଜିତି ଶ୍ରେଲଙ୍କା ବୋଲିଂ ନିସ୍ପତି ନେଇଥିଲା । ଭାରତକୁ ପ୍ରଥମରୁ ଝଟକା ଲାଗିଥିଲା । ରୋହିତ ମାତ୍ର 4 ରନ କରି ପ୍ୟାଭିଲନ ଫେରିଥିଲେ ।

ଏହାପରେ ବିରାଟ ଗିଲ ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଗିଲ 92 ରନ କରି ଆଉଟ ହୋଇଥିବା ବେଳେ କୋହଲି 88 ରନ କରିଥିଲେ । ସେହିପରି ଆଯର 82 ରନ କରିଥିଲେ । ଫଳରେ ଭାରତ 357 ରନ କରିଥିଲା । ଭାରତର ବୋଲୋର ମାନେ ମଧ୍ୟ ଦୁର୍ଦ୍ଦଶା ବୋଲିଙ୍ଗ କରିଥିଲେ । ଯାହା ଫଳରେ ଶ୍ରୀଲଙ୍କା ମ୍ଯାଚ ହାରିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।