ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ “ମାଇଁ ନେମ ଇଜ ଲଖନ” ଗୀତ ରେ ନାଚିଲେ ଇଣ୍ଡିଆ ଟିମ ର ଖେଳାଳି Virat Kohli

100 କରି ପାରିଲେନି କିନ୍ତୁ ମନ ଖୁସିରେ ନାଚିଲେ । ଦର୍ଶକ ଗୀତ ଗାଇଲେ ବିରାଟ ଗୀତ ର ତାଳେ ତାଳେ ନାଚିଲେ ଟିମ ଇଣ୍ଡିଆର ଖେଳାଳୀ ବିରାଟ କୋହଲି । ତାଙ୍କର ନାଚକୁ ଦେଖି ଝୁମୀ ଉଠିଲେ ଦର୍ଶକ । ହଁ ଦର୍ଶକ ବନ୍ଧୁ ଗତ କାଲିର ମ୍ଯାଚରେ ବିରାଟ କରିଥାନ୍ତେ 49ତମ ଶତକ । କିନ୍ତୁ 88ରନ କରି ଆଉଟ ହୋଇଗଲେ । ଏଥିପାଇଁ ବିରାଟ ମନ ଦୁଃଖ କରି ନ ଥିଲେ । ପୁରା ଜୋସ ସହ ଖେଳିଥିଲେ ।

ଶ୍ରୀଲଙ୍କା କୁ ଭାରତ ବୋଲିଙ୍ଗ ରେ ଘାଣ୍ଟିଥିଲା । ଆଉ ଏହି ଖେଳ ମଝିରେ ଏମିତି ଡ୍ୟାନ୍ସ କରିଥିଲେ ବିରାଟ ଯାହାକୁ ନେଇ ଫ୍ୟାନ୍ସ ମାନେ ଝୁମୀ ଉଠିଥିଲେ । ପୁରା ମଜାଳିଆମୀ ଅନ୍ଦାଜରେ ପଡିଆ ରେ ଡ୍ୟାନ୍ସ କରି ଝୁମିବାକୁ ଲାଗିଥିଲେ ବିରାଟ କୋହଲି । ଦର୍ଶକ ମାନେ ମାଇଁ ନେମ ଇଜ ଲଖନ ଗୀତ ରେ ଗାଉଛନ୍ତି ଆଉ ତାଙ୍କ ଗୀତ ର ତାଳେ ଝୁମୀ ଯାଉଛନ୍ତି ବିରାଟ ।

ପୂର୍ବରୁ ମଧ୍ୟ ବିରାଟ ଅନେକ ଗୀତ ର ଡ୍ୟାନ୍ସ କରିଛନ୍ତି କିନ୍ତୁ ଏହି ଡ୍ୟାନ୍ସ କିଛି ନିଆରା ଥିଲା । ଏମିତି ଲାଗୁଛି ଯେମିତି ବିରାଟ ଏହି ଡ୍ୟାନ୍ସ କୁ ପୁରା ମୁଖସ୍ଥ କରି ଦେଇଛନ୍ତି । ବିରାଟ ଙ୍କର ଏହି ଡ୍ୟାନ୍ସ ଦେଖି ଦର୍ଶକ ମାନେ ତାଙ୍କର ପ୍ରଶଂସା କରିଛନ୍ତି । ଆଉ ଷ୍ଟାଡିୟମ ମ୍ଯାଚ ଦେଖୁଥିବା କ୍ରିକେଟ ପ୍ରେମୀ ମାନେ ଏହି ଗୀତ ରେ ବିରାଟ ଙ୍କ ସହ ଝୁମୀ ଯାଇଛନ୍ତି ।

କର ତାଳି ବାଜିବା ସହ ଗୀତ ର ତାଳେ ତାଳେ ନାଚିଥିଲେ ବିରାଟ କୋହଲି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଗତ କାଲିର ମ୍ଯାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା କୁ 60 ରନ ବି କରିବାକୁ ଦେଇ ନାହିଁ ଭାରତ ।

ଶ୍ରୀ ଲଙ୍କାକୁ ହରାଇ ସେମି ଫାଇନାଲ ପ୍ରବେଶ କରିଛି ଭାରତ । ଭାରତ ହେଉଛି ପ୍ରଥମ ଦଳ ଯିଏ ପ୍ରଥମେ ସେମି ଫାଇନାଲ ପାଇଁ କ୍ଵାଲିଫାଏ ହୋଇଛି । ଆଗକୁ ଭାରତ ସେମି ଫାଇନାଲ ରେ ଯାଉଛି । ଯାହାକୁ ନେଇ ବିରାଟ କୋହଲି ଓ ପୁରା ଇଣ୍ଡିଆ ଟିମ ବେସ ଖୁସି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।