ଭାରତର ପୂର୍ବତନ କ୍ରିକେଟର Sunil Gavaskar ଦୃତ ବୋଲୋର Mohamad Shami ଙ୍କୁ ନେଇ ଦେଲେ ବଡ ବୟାନ ।

ଚିତା ଶିକାର କରିବାକୁ ଦୌଡିବାରେ ଲାଗିଛି । ସାମୀ ଙ୍କ ରନଅପ କୁ ନେଇ ଗାଭାସ୍କର ଙ୍କ ବଡ ବୟାନ ଏବେ ସାମନାକୁ ଆସିଛି । ହଁ ଦର୍ଶକ ବନ୍ଧୁ ନିଜର ଘାତକ ବୋଲିଙ୍ଗ ମାଧ୍ୟମରେ ଇଂଲଣ୍ଡ କୁ ଧରସାୟୀ କରିଛନ୍ତି ମହମଦ ସାମୀ । ଏମିତିକି ଭାରତକୁ ବିଶ୍ଵକପରେ ଲଗାତାର ଷଷ୍ଠ ବିଜୟ ଭେଟି ଦେବା ପଛରେ ଏବେ ଟପ ରେ ଅଛନ୍ତି ମହମଦ ସାମୀ । ଇଂଲଣ୍ଡ ବିପକ୍ଷ ମ୍ଯାଚରେ 4ଟି ୱିକେଟ ଅକ୍ତିଆର କରି ସମି ଆଗାମୀ ମ୍ଯାଚରେ ଚୁଡାନ୍ତ ଏକାଦଶରେ ନିଜର ସ୍ଥାନ ପକ୍କା କରିଛନ୍ତି ।

ଆଗାମୀ ମ୍ଯାଚ ରେ ସାମୀ ଙ୍କୁ ଚୁଡାନ୍ତ ଏକାଦଶରୁ ବାଦ ଦେଲେ ଏହାକୁ ନେଇ ପ୍ରଶ୍ନ ଉଠିପାରେ । ଚଳିତ ବିଶ୍ଵକପରେ ସାମୀ ମାତ୍ର 2ଟି ମ୍ଯାଚରୁ 9ଟୁଇ ୱିକେଟ ହାସଲ କରି ସମସ୍ତଙ୍କୁ ଚମକାଇ ଦେବା ସହ ଭାରତୀୟ ବୋଲିଙ୍ଗ ବାହିନୀ କୁ ଅଧିକ ଶକ୍ତିଶାଳୀ କରିଛନ୍ତି । ସାମୀଙ୍କ ଏଭଳି ପ୍ରଦର୍ଶନକୁ ନେଇ ତାଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ସାମୀଙ୍କ ଏଭଳି ପ୍ରଦର୍ଶନ ପଛରେ କଠିନ ପରିଶ୍ରମ ରହିଛି । ଯେବେ ସମୟ ଘରେ ଥାନ୍ତି ସେତେବେଳେ ଭିନ୍ନ ଭିନ୍ନ ପିଚ ରେ ଅଭ୍ଯାସ କରନ୍ତୁ ଯାହା ଜଣେ କ୍ରିକେଟରଙ୍କ ପାଇଁ ଜରୁରୀ । ସେ ଫାଙ୍କା ସ୍ମାୟରେ ନିଜର ଫିଟନେସ ଉପରେ ଅଧିକ ଫୋକସ କରନ୍ତି । ଏହା ସହ ଗାଭାସ୍କର କହିଛନ୍ତି ସାମୀ କେବେ ବାୟୋ ମେଟ୍ରିକ୍ସଙ୍କ କଥା ଶୁଣନ୍ତି ନାହିଁ । ଯିଏ କୁହନ୍ତି ନେଟରେ ବେସୀ ନୁହେଁ 15ରୁ 20 ବଲ ପକାଇବା ଉଚିତ ।

ନେଟରେ ଘଣ୍ଟା ଘଣ୍ଟା ଧରି ଅଭ୍ଯାସ କରନ୍ତି ସାମୀ । ଯାହାର ପରିଣାମ ହେଉଛି ତାଙ୍କର ପ୍ରଦର୍ଶନ । ଯେବେ ସମୟ ବୋଲିଙ୍ଗ କରି ଦୌଡିଥାନ୍ତି ଓ ଡ୍ରୋନ କ୍ୟାମେରା ତାଙ୍କ ଦୌଡକୁ ରେକର୍ଡ କରୁଥାଏ ସେତେବେଳେ ଲାଗେ ଯେମିତି କୋଣସି ଚିତାବାଘ ଶିକାର କରିବାକୁ ଦୌଡୁଛି । ଏଭଳି ଦ୍ରୁଶ୍ଯ ଦେଖିବାକୁ ବେଶ ଭଲ ଲାଗେ” ।

ସୁନୀଲ ଆଗକୁ କହିଛନ୍ତି ସାମୀ ଅଧିକ ଜିମ ଯାଆନ୍ତି କି ନାହିଁ ତାହା ଜାଣିନି କିନ୍ତୁ କପିଲ ଦେବଙ୍କ ଭଳି ସମୟ ନେଟରେ ଅଧିକ ଅଭ୍ଯାସ କରିଥାନ୍ତି । ନେଟରେ ଘଣ୍ଟା ଘଣ୍ଟା ବୋଲିଂ କରିବା ଦ୍ଵାରା ତାଙ୍କ ବୋଲିଙ୍ଗ ଅଧିକ ପ୍ରଭାବଶାଳି ହେବ ସହ ବ୍ୟାଟରଙ୍କୁ ଅଡୁଆରେ ପକାଉଚି । ଚଳିତ ବିଶ୍ଵକପ ଆରମ୍ଭରୁ ସାମୀଙ୍କୁ ଚୁଡାନ୍ତ ଏକଦଶରେ ସ୍ଥାନ ମିଳୁ ନ ଥିଲା । କାରଣ ଦଳରେ ବୁମରା ଓ ଶିବାଜ ଙ୍କ ଭଳି ଦ୍ରୁତ ବୋଲୋର ରହିଥିଲେ ।

ଏହା ବାଦ ହାର୍ଦ୍ଦିକ ପାଣ୍ଡିୟା ଓ ଶାର୍ଦ୍ଦୁଲ ଠାକୁରଙ୍କୁ ନେଇ ଦଳ ମଇଦାନକୁ ଓଲହାଇଥିଲା । ପ୍ରଥମ 4ଟି ମ୍ଯାଚରେ ପିଚରେ ବସିବା ପରେ ସାମୀଙ୍କୁ ସ୍ଥାନ ମିଳିଲା । ଯେବେ ହାର୍ଦ୍ଦିକ ପାଣ୍ଡିୟା ଆହତ ହେଲେ । ସେହିଭଳି ଠାକୁରଙ୍କ ପ୍ରଦର୍ଶନ ଏତେ ଭଲ ନ ଥିବାରୁ ସାମୀଙ୍କୁ ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ସାମିଲ କରାଯିଥିଲା । ପ୍ରଥମ ମ୍ଯାଚରେ ସମି ନିଜର ପରାକ୍ରମ ଦେଖାଇଥିଲେ । ନିୟୁଜଲ୍ୟାଣ୍ଡର 5 ବ୍ୟାଟରଙ୍କୁ ଆଉଟ କରି ସମସ୍ତଙ୍କୁ ଚକିତ କରାଇଥିଲେ ସାମୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।