ବାହା ହୋଇଛୁ ମାନେ ଶାରୀରିକ ସମ୍ପର୍କ ରହିବା ନିହାତି ଜରୁରୀ । ଶାରୀରିକ ସମ୍ପର୍କ ନ ରହିଲେ ବାହାଘର କିଛି ମହତ୍ଵ ନ ଥାଏ । ହଁ ଦର୍ଶକ ବନ୍ଧୁ ଶାରୀରିକ ସମ୍ପର୍କ ବୈବାହିକ ଜୀବନରେ କେତେ ଯେ ଆବଶ୍ୟକତା ତାହା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ରୁ ସ୍ପଷ୍ଟ ହେଉଛି । ଶାରୀରିକ ସମ୍ପର୍କ ନ ରହିଲେ ସବୁ କିଛି ନଷ୍ଟ ହୋଇଯିବ ସେ ସମ୍ପର୍କ ହେଉ କି ଆଉ କିଛି ।

ଆମ ଭିତରେ ଶାରୀରିକ ସମ୍ପର୍କ ନାହିଁ ମୁଁ ବହୁତ ମାନସିକ ନିର୍ଯ୍ୟାତନା ପାଉଛି । ତେବେ ପରିବାର ଅଦାଲତ ରେ ଅନୁଭବଙ୍କର ଏଭଳି ପିଟିସନ ବର୍ଷାଙ୍କ ବିରୁଦ୍ଧରେ ଲାଗୁ ହେବା ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଆଉ ଏମିତି ଚର୍ଚ୍ଚା ହେବା ପରେ ସାଧାରଣ ଜନତା କହୁଛନ୍ତି ବର୍ଷା ବୋଧ ହୁଏ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ । ଶାରୀରିକ ସମର୍କା ସବୁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ରହିବା ନିହାତି ଆବଶ୍ୟକ ଏହା ହେଉଛି ଗୋଟେ ପରିବାରକୁ ଆଗକୁ ନେବାର ମାଧ୍ୟମ ।
ଶାରୀରିକ ସମ୍ପର୍କ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ନ ରହିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ ରହିବ ନାହିଁ କି ମାନସିକ ସ୍ଥିତି ରହିବା ନାହିଁ । ଯାହା ଏବେ ଅନୁଭବ ଙ୍କ କ୍ଷେତ୍ରରେ ଦେଖା ଯାଉଛି । ଅନୁଭବ ଙ୍କ ବର୍ଷା ଙ୍କ ସମ୍ପର୍କ କୁ ନେଇ ଏବେ ଚାରି ଆଡେ ଜୋର ଧରିଛି । ଦୁହେଁ ସ୍ଵାମୀ ସ୍ତ୍ରୀ ନୁହେଁ ବୋଲି ମତ ଦେଇଛନ୍ତି ଆଇନଜୀବୀ ମୋନାଲିସା । ସେପଟେ ଏ ନେଇ ଅନୁଭବ କୋର୍ଟ ରେ ସବୁ ପ୍ରମାଣ ପାତ୍ର ଦାଖଲ କରିଥିଲେ ।

ଶାରୀରିକ ସମ୍ପର୍କ ଉଭୟ ଙ୍କ ମଧ୍ୟରେ ନ ଥିଲା ବୋଲି ବର୍ଷା ମଧ୍ୟ କୋର୍ଟ ରେ ସ୍ଵୀକାର କରିଥିଲେ । ଯାହା ପରେ ଅନୁଭବ ଭାବିଥିଲେ କି ରାୟ ତାଙ୍କ ପାଖରେ ଆସିବ । ହେଲେ ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇ ନ ଥିଲେ । ଅନୁଭବ ଙ୍କର ଛାଡପତ୍ର ମାମଲା କୁ କୋର୍ଟ ଖାରଚ କରି ଦେଇଥିଲେ । ଏମିତି କି ଦୁହେଁ ଏକାଠି ରହିବା ପାଇଁ ବର୍ଷା ଯେଉଁ ଦାଖଲପତ୍ର ଆବେଦନ କରିଥିଲେ ତାହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।
ଯାହାକୁ ନେଇ ଅନୁଭବ ମହାନ୍ତି ଙ୍କୁ ବଡ ଝଟକା ଲାଗିଛି । ମୋନାଲିସା ଆଗକୁ କହିଛନ୍ତି କି ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ରହିଛି ଭାଇ ଭଉଣୀ ର ସମ୍ପର୍କ । କାରଣ ସେମାନେ ଦୁହେଁ ବାହା ହୋଇଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନାହିଁ । ସେପଟେ ଅନୁଭବ ମହାନ୍ତି ହାଇ କୋର୍ଟ ରେ ଛାଡପତ୍ର ମାମଲା ରୁଜୁ କରି ପାରନ୍ତି । ଆଉ ଅଧର୍ମ ଆଗରେ ଧର୍ମ ର ବିଜୟ ହେବ ବୋଲି ଅନୁଭବ ମହାନ୍ତି କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।