ଦର୍ଶକ ବନ୍ଧୁ ଆଜିକା ଡେଟ ରେ ସମସ୍ତେ ପ୍ରାୟତଃ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ଫେସବୁକ ଠାରୁ ଆରମ୍ଭ କରି ୟୂଟ୍ଯୂବ, ଇଂଷ୍ଟାଗ୍ରାମ ରେ ସମସ୍ତଙ୍କର ନିଜ ନିଜର ଆଇଡି ଅଛି । ତେବେ ବର୍ତ୍ତମାନ ଟ୍ରେଣ୍ଡ ରେ ୟୂଟ୍ଯୂବ ରେ ରହିଛନ୍ତି ଦୀପା ଓ ତାଙ୍କ ଶାଶୁ । ଉଭୟ ଶାଶୁ ବୋହୂ ଙ୍କ ଯୋଡି କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦୀପା ଓ ତାଙ୍କ ସ୍ଵାମୀ ଗଣମାଧ୍ୟମରେ ନିଜ ବିଷୟରେ କିଛି ଖୁଲାସା କରିଛନ୍ତି ।

ଦୀପା କହିଛନ୍ତି ଯେ “ମୋ ହିସାବ ରେ ସରକାରୀ ଚାକିରିଆ ଙ୍କୁ ଜମା ବାହା ହେବା କଥା ନୁହେଁ । ଜମା ଏକ୍ସଟ୍ରା ସମୟ ପାଇ ପାରିବେନି ବାହାରକୁ କୁଆଡେ ଯାଇ ପାରିବେନି । ନିଜ ଜାଗାରେ କେବଳ ରହିବେ । ସରକାରୀ ଚାକିରି ଖାଲି ଗୋଟେ ଜାଗାରେ କୁଆଡେ ବାହାରକୁ ବୁଲାଇ କି ନେବେ ନାହିଁ । ଭାରି କଞ୍ଜୁସ ହେବେ ସରକାରୀ ଚାକିରିଆ ମାନେ । ମୋ ସ୍ଵାମୀ ଯୁଆଡେ ମୋତେ ନେଇ ଯାଆନ୍ତି ଜମା ବି ଗାଡି ଅଟକାନ୍ତି ନାହିଁ ।
ଦେଖିବାକୁ ଗଲେ ସରକାରୀ ଚାକିରିଆ ମାନେ ନିଜର ରୋଜଗାର ଦେଖିକି ଟଙ୍କା ଖର୍ଚ୍ଚ କରନ୍ତି । ସବୁ କିଛି ସେମାନେ ମ୍ୟାନେଜ କରିବାକୁ ଚେଷ୍ଟା କରନ୍ତି । ତେବେ ମୁଁ ଡିମାଣ୍ଡ କଣ କରିବି ତାଙ୍କ ପାଖରେ । ସେ ଯାହା ବି ଜିନିଷ ଆଣନ୍ତି ଗୋଟେ ଦୁଇଟି ଆଣନ୍ତି । ଗୋଟେ ମୋ ପାଇଁ ଓ ଆଉ ଗୋଟେ ତାଙ୍କ ବାପା ମା ଙ୍କ ପାଇଁ । ଏ କଥା ଟା ମୋତେ ତାଙ୍କର ବହୁତ ଭଲ ଲାଗେ ।

ମୋ ମା ଙ୍କୁ ମଧ୍ୟ ଏ କଥା ବହୁତ ଭଲ ଲାଗେ । ଦୀପା ଙ୍କ ସ୍ଵାମୀ କହିଛନ୍ତି ଯେ ” ସେ ଯେଉଁ ଦୋକାନକୁ ଯାଇଥିବ ସେଠି ଶାଢୀ ଦେଖୁ ଦେଖୁ ଚୁଡି ଦେଖିବ । ତା ପରେ କଣ କେତେ ଦେଖିଯିବ । ସେତେବେଳେ ମୋ ଛାତି ଖାଲି ଧକ ଧକ ହେଉଥିବ କାଳେ ଏଟା କିଣିବ ବୋଲି କହି ଦେବ କି ? ସେ ମୋତେ ଡାଇରେକ୍ଟ କୁହେ ନାହିଁ ଏଟା କିଣିବି ବୋଲି । ସେ ଖାଲି କହି ଦିଏ ଏଟା ଭଲ ହେଇଛି ।
ମୁଁ ଜଣାଇ ପାରିବି ଯେ ସେ କହୁଛି ଏଟା କିଣିବାକୁ । ସେଥିପାଇଁ ମୁଁ ଡଋ ଯାଏ । ସେଥିପାଇଁ ମୁଁ ଜାଗା ଉପରକୁ ଯାଏ ନାହିଁ । ଗଲେ ସିନା ବିପଦ ଆସିବ । ସେଥିପାଇଁ ଜାଗା ଦେଖିକି ମୁଁ ଗାଡି ସ୍ପିଡ ଚଲେଇ ପଳାଇ ଆସେ । ମୋର ତ ଦରମା କମ । ସେଠୁ ଖଟି ଖଟି ଆସି ଘରକୁ ଆସିଲା ବେଳକୁ ଚୋପା ଛାଡି ଯାଉଛି ।
ମୁଁ ଯେ ହେତୁ କାଳିଆ ଟା ଦେଖିବାକୁ ମୋ ତେ କାଳୀ ଝିଅ ଟା ମିଳିଥାନ୍ତା । କିନ୍ତୁ ମୋତେ ଗୋରି ସ୍ତ୍ରୀ ମିଳିଛି । ଆଜିକାଲି ସବୁ କିଛି ଓଲଟା ହେଉଛି । ସରକାରୀ ଚାକିରି କରିଛି ମୁଁ ଏଥି ପାଇଁ ଏଭଳି ଗୋରୀ ଝିଅ ଟା ପାଇବା ପାଇଁ” । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।