ବିବାହକୁ ମାସେ ନ ପୁରୁଣୁ ଦୀପାଞ୍ଜଳିଙ୍କ ସହ କିଛି ଏମିତି କଲେ ରାଜେନ୍ଦ୍ର, ଶାଶୂ ଘରେ କାନ୍ଦିଲେ ଦୀପାଞ୍ଜଳୀ!

ନମସ୍କାର ବନ୍ଧୁଗଣ । ରାଜେନ୍ଦ୍ର ଓ ଦୀପାଞ୍ଜଳି ଙ୍କ ବିବାହକୁ ମାସେ ନ ପୁରୁଣୁ ଏବେ ଦୁହିଙ୍କର ସମ୍ପର୍କ କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହେଲାଣି । ବାହାଘର ପରେ ବହୁତ ଖୁସି ରେ ଥିଲେ ଉଭୟ । କିନ୍ତୁ ଏମିତି କଣ ହେଲା ଯେ ଦୀପାଞ୍ଜଳି ଏବେ ଶାଶୁଘରେ କାନ୍ଦୁ ଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାହାଘର କୁ ମାସେ ପୁରିନି କିନ୍ତୁ ଶାଶୁଘରେ ଦୀପାଞ୍ଜଳି ଙ୍କ ଆଖି ରେ ଲୁହ ଝଋ ଆସୁଛି ।

ସୂଚନା ଅନୁଯାୟୀ ଦୀପାଞ୍ଜଳି ଙ୍କୁ ମାଡ ମାରିଛନ୍ତି ତାଙ୍କ ସ୍ଵାମୀ ରାଜେନ୍ଦ୍ର । ଖୁସି ଦେଉଥିଲେ ରାଜେନ୍ଦ୍ର ହେଲେ ଦୀପାଞ୍ଜଳି ଆଖି ରେ ଲୁହ ଭରି ଦେଇଛନ୍ତି ରାଜେନ୍ଦ୍ର । ଶାଶୁଘରେ ଖୁସିରେ ରହୁଥିଲେ ଦୀପାଞ୍ଜଳି କିନ୍ତୁ ହଠାତ ଏମିତି କଣ ହେଲା ଯେ ଦୀପାଞ୍ଜଳି ଙ୍କୁ ମାଡ ମାରିଲେ ର ରାଜେନ୍ଦ୍ର । ଦୁହିଙ୍କର ବିବାହ ବେଶ ଚର୍ଚ୍ଚା ରେ ରହିଥିଲା । ଦୁହିଙ୍କର ବାହାଘରକୁ ନେଇ ସବୁ ଆଡେ ଚର୍ଚ୍ଚା ହେଉଥିବା ବେଳେ ଆଜି ଦୀପାଞ୍ଜଳି ଶାଶୁଘରେ କାନ୍ଦୁ ଛନ୍ତି ।

ରାଜେନ୍ଦ୍ର ମାଡ ମାରିବା ସହ ଗାଳି ମଧ୍ୟ କରୁଛନ୍ତି । ଆଉ ଦୀପାଞ୍ଜଳି ଭୟ କରି ମୁହଁ କୁ ତଳକୁ ପୋତି ଆଖି ରୁ ଲୁହ ଝରାଉଛନ୍ତି । ତେବେ ଏମିତି କାହିଁକି ହେଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ବାହାଘର ପରେ ଦୀପାଞ୍ଜଳି ସହ ଶାଶୁଘରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ରାଜେନ୍ଦ୍ର ଦୀପାଞ୍ଜଳି ଙ୍କୁ ମାଡ ମାରିବା ସହ ଏଠି କଣ ବସୁଛୁ ଯାଉନୁ କାମ କରିବୁ, ଘରେ କଣ କିଛି କାନ ନାହିଁ କଣ ଏଠି ଖାଲି ବସି ଆରାମ କରୁଛୁ ।

ଖାଲି ଖାଉଛୁ ଶୋଉଛୁ । ମୋ ମା କେତେ କଷ୍ଟ କରୁଛନ୍ତି ? ଏମିତି କିଛି କହି ଦୀପାଞ୍ଜଳି କୁ ମାଡ ମାରୁଛନ୍ତି ରାଜେନ୍ଦ୍ର । ଆଉ ଉତ୍ତରରେ କିଛି ନ କହି ଦୀପାଞ୍ଜଳି ମୁହଁ କୁ ତଳକୁ ପୋତି କାନ୍ଦି ପକାଉଛନ୍ତି । କାହିଁକି ନା ଦୀପାଞ୍ଜଳି କାହାକୁ କିଛି କହିପାରୁ ନାହାନ୍ତି । ଏହାରି ଭିତରେ ରାଜେନ୍ଦ୍ର ଆହୁରି କେତେ କଣ କଥା କହୁଛନ୍ତି । ରାଜେନ୍ଦ୍ର କହୁଛନ୍ତି ମୋ ଘରେ ମା ଏକା କାମ କରୁଛି ତତେ ଡାକିଲେ ତୁ କାହିଁକି ଯାଉନୁ ।

ବାରମ୍ବାର କହିବା ସହ ମାଡ ମାରୁଛନ୍ତି ରାଜେନ୍ଦ୍ର । ଦୀପାଞ୍ଜଳି କହୁଛନ୍ତି ମୋ ଦେହ ଭଲ ନାହିଁ । ତଥାପି ରାଜେନ୍ଦ୍ର ଶୁଣୁ ନାହାନ୍ତି । ରାଜେନ୍ଦ୍ର କହୁଛନ୍ତି ମେଡ଼ିସିନ ଖାଇ ମୋ ମା ସହ କାମ କରିବା ଯା । ଏମିତି କହିବାରୁ ଦୀପାଞ୍ଜଳୀଙ୍କ ଦେହେ ଯେତେ ଖରାପ ହେଲେ ବି ସେ ଯାଇ କାମ କରୁଛନ୍ତି । ତେବେ ଏଠାରେ କହି ରଖୁଛୁ ରାଜେନ୍ଦ୍ର ଓ ଦୀପାଞ୍ଜଳୀଙ୍କର ଫ୍ରାଙ୍କ ଭିଡିଓ ।

ସତ କଥା ହେଉଛି ରାଜେନ୍ଦ୍ର ଦୀପାଞ୍ଜଳିଙ୍କୁ ଚିଡାଉଛନ୍ତି ଆଉ ମଜାକ କରୁଛନ୍ତି । ରାଜେନ୍ଦ୍ର ଦୀପାଞ୍ଜଳିଙ୍କୁ ଚିଡାଇବାକୁ ଏଭଳି କରୁଛନ୍ତି ଆଉ ମିଛି ମିଛିକା ମାଡ ମାରୁଛନ୍ତି । ଦୀପାଞ୍ଜଳି ମଧ୍ୟ ମିଛରେ କାନ୍ଦିବାର ଅଭିନୟ କରୁଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।