ଭାରତ ବିରୋଧରେ ଯୁଦ୍ଧ ଘୋଷଣା କଲେ କାନାଡ଼ାକୁ ଭାରି ପଡିବ, ତଳିତଳାନ୍ତ ହୋଇଯିବ କାନାଡ଼ା…

କାନାଡା କୁ ଭାରତ ତଳି ତଳାନ୍ତ କରି ଦେବ । ଯୁଦ୍ଧ ଘୋଷଣା କରିବା କାନାଡା ପାଇଁ ମସ୍ତ ବଡ ଭୁଲ ହେବ । ଗୋଟେ ପିମ୍ପୁଡି ହାତୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଭଳି ମନେ ହେବ । ହଁ ଦର୍ଶକ ବନ୍ଧୁ ଭାରତ ସହ ହାତ ମାରିଲେ କାନାଡା ପୁରା ଧ୍ଵଂସ ହୋଇଯିବ । ଭାରତ ସହ ଯୁଦ୍ଧ କାନାଡା କୁ ଭାରି ପଡିବ । କାନାଡା କୁ ଭାରତ ଠାରୁ ଦୂରେଇ ରହିବା ନିହାତୀ ଜରୁରୀ । ତେବେ ବଢି ଚାଲିଛି ଦିନକୁ ଦିନ କାନାଡା ଓ ଭାରତ ମଧ୍ୟରେ ବିବାଦ ।

ଖାଲିସ୍ତାନି ଆତଙ୍କବାଦୀ ଙ୍କ ପାଇଁ କୋମଳ ଆଚରଣ କାନାଡା ପାଇଁ ଭାରି ପଡିପାରେ । ଖାଲିସ୍ତାନି ଆତଙ୍କବାଦୀ ର ମୃତ୍ୟୁ କୁ ନେଇ ଭାରତ ଉପରେ ବାରମ୍ବାର କାନାଡା ଦୋଷୀ ଲଦି ଚାଲିଛି । ହେଲେ ଏହାରି ମଧ୍ୟରେ କାନାଡା କୁ ସମାଲୋଚନା କରିଛନ୍ତି ପିଣ୍ଟାକର୍ଣ୍ଣ ପୂର୍ବତନ କର୍ମଚାରୀ ଫେଲୋ ମାଇକ ରୁବିନ । ଥରେ କି ଦୁଇ ଥର ବାରମ୍ବାର ମନା କରିବା ପରେ ବି ଭାରତ ଉପରେ ଦୋଷ ଲଡିବାକୁ ଲାଗିଛନ୍ତି କାନଦା ର ପ୍ରଧାନ ମନ୍ତ୍ରୀ ଟୁଡୋ ।

ଦୋଷ ଲଦୁଛନ୍ତି କି ଖାଲିସ୍ତାନି ଆତଙ୍କବାଦୀ ହରଦୀପ ସିଂ ନିଜାର ର ହତ୍ୟା ଭାରତୀୟ ଏଜେଣ୍ଟ ମାନେ କରିଛନ୍ତି । ଯାହା ପରେ ଭାରତ ବିରୁଦ୍ଧରେ ଅଧିକ କାଠିର ହେଉଛି କାନାଡା । ଆଉ ଏ ନେଇ ପେଣ୍ଟ ଆକର୍ଣ୍ଣ ର ପୂର୍ବତନ କର୍ମଚାରୀ କହିଛନ୍ତି କି ଭାରତ ହାତୀ ହେଲେ କାନାଡା ହେଉଛି ପିମ୍ପୁଡି । ଯୁଦ୍ଧ ର ଆହ୍ଵାନ କରିଲେ ପିମୁଦି ହାତୀ ବିରୁଦ୍ଧରେ ଯୁଦ୍ଧ ଆହ୍ଵାନ କରିବା ଭଳି ଲାଗିବ ।

ରୁବିନ କହିଛନ୍ତି କି ସତ କହିବାକୁ ଗଲେ ଭାରତ ଅପେକ୍ଷା କାନାଡା ଅଧିକ ବିପଦ ରହିଛି । ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ ତେବେ ହାତୀ ସହ ପିମ୍ପୁଡି ର ଯୁଦ୍ଧ ଘୋଷଣା ପରି କଥା ହେବ । ଏହାର କାରଣ ହେଉଛି ଭାରତ ବିଶ୍ଵ ର ବୃହତ୍ତ ଗଣତନ୍ତ୍ର । ବିଶେଷ କରି ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ର ପ୍ରାଧାନ୍ଯ ଓ ଅନ୍ୟାୟ ଦ୍ରୁଷ୍ଟି ରୁ ଦେଖିଲେ ଭାରତର ରଣନୀତି ଢେର ଉନ୍ନତ ରହିଛି ।

ଯଦି କାନାଡା ଭାରତ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ ତେବେ କାନାଡା ପୁରା ଧ୍ଵଂସ ହୋଇଯିବ ବୋଲି ରୁବିନ କହିଛନ୍ତି । ସେପଟେ ତଦନ୍ତ ରେ କାନାଡା କୁ ସହଯୋଗ କରିବା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବିକେନ ମଧ୍ୟ ଭାରତ କୁ କହିଛନ୍ତି । ସେ କହିଛନ୍ତି କି ଏ ତଦନ୍ତରେ ଭାରତୀୟ ବନ୍ଧୁ ମାନେ ମଧ୍ୟ ସହଯୋଗ କରିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।