ଅନୁଭବଙ୍କୁ ଝଟକା, ଅଲଗା ହେବେନି ଅନୁଭବ-ବର୍ଷା ..ଛାଡ଼ପତ୍ର ମାମଲା ଖାରଚ କଲା କୋର୍ଟ Anubhab Mohanty

ନମସ୍କାର ବନ୍ଧୁଗଣ । ଆସିଲା ବର୍ତ୍ତମାନର ସବୁଠାରୁ ବଡ ଖବର । ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପତ୍ର ମାମଲାରେ କୋର୍ଟ ଶୁଣାଇଲେ ଶେଷ ନିସ୍ପତି । ଦୁହିଙ୍କର ଆଉ ହେବନି ଛାଡପତ୍ର । କାରଣ ପରିବାର ଅଦାଲତ ଏବେ ଅଗ୍ରାହ୍ୟ କରିଛନ୍ତି ଏହି ମାମଲାରେ । ଲମ୍ବା ସମୟରୁ ଉଭୟ ଦମ୍ପତି ଙ୍କର ପାରିବାରିକ ବିଛେଦ ମାମଲା କୋର୍ଟ ରେ ଚାଲି ଆସୁଥିଲା ।

ଏମିତି ରେ ଅନୁଭବ ଯେଉଁଠି ବର୍ଷା ଙ୍କ ଠାରୁ ଅଲଗା ହେବାକୁ ଚାହୁଁ ଥିଲେ ସେଠାରେ ବର୍ଷା ଙ୍କ କାରଣରୁ ହୋଇପାରୁ ନ ଥିଲା ଛାଡପତ୍ର । ସେପଟେ କୋର୍ଟ ରେ ବାରମ୍ବାର ଗୁହାରି କରିଥିଲେ ଅଭିନେତା ଅନୁଭବ ମହାନ୍ତି । କିନ୍ତୁ ସେପଟେ ବିଛେଦ ମାମଲାରେ କୋର୍ଟ କୁ ବାରମ୍ବାର ଯାଉଥିଲେ ବର୍ଷା । କୁହା ଯାଉଥିଲା ଓ ଚର୍ଚ୍ଚା ବି ହେଉଥିଲା ଦୁହିଙ୍କର ବହୁତ ଜଲ୍ଦି ଛାଡପତ୍ର ହୋଇଯିବ ।

କିନ୍ତୁ ଏବେ ହଠାତ ପରିବାର ଅଦାଲତ ଏହି ମାମଲାକୁ ଅଗ୍ରାହ୍ୟ କରିଛନ୍ତି । ଆଉ ଶୁଣାଇ ଦେଇଛନ୍ତି ଶେଷ ନିସ୍ପତି । ପରିବାର ଅଦାଲତରେ ଏତେ ଦିନ ହେବ ଚାଲି ଆସୁଥିବା ଏହି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ପରିବାର ଅଦାଲତ । ଆଉ ଶେଷରେ ହୋଇପାରିନି ଛାଡପତ୍ର ଅନୁଭବ ଓ ବର୍ଷାଙ୍କର । ବହୁ ଚର୍ଚିତ ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ମାମଲା ଏଭଳି କିଛି ମୋଡ ନେଇଛି ।

ଯେଉଁଠି କୋର୍ଟ କହିଛନ୍ତି ଦୁହିଙ୍କର ଡିଭୋର୍ସ ହୋଇ ପାରିବ ନାହିଁ । ତେବେ ଅଦାଲତ ରେ ଶେଷ ହୋଇଛି ଏହି ମାମଲା । ବିବାହ ବିଛେଦ କୁ ଅଗ୍ରାହ୍ୟ କରିଛନ୍ତି କଟକ ପରିବାର ଅଦାଲତ । ଅନୁଭବ ମହାନ୍ତି କରିଥିଲେ ବିବାହ ବିଛେଦ ମାମଲା । ସେ ଚାହୁଁ ଥିଲେ ସଂପୂର୍ଣ୍ଣ ଭାବେ ଅଲଗା ହେବା ପାଇଁ । ଏଥିପାଇଁ ଅନୁଭବ ମହାନ୍ତି ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଦୁଃଖ ବଖାଣିଥିଲେ ।

ଆଖି ରେ ଲୁହ ଧରି ଅନେକ କଥା କହୁଥିଲେ ଅନୁଭବ । କିଭଳି ଭାବେ ପରିବାରରେ ଅସାନ୍ତି ବାତାବରଣ ରହୁଥିଲା । କିଭଳି ଭାବେ ବର୍ଷା ଙ୍କ କାରଣରୁ ଅନେକ କଷ୍ଟ ଭୋଗି ଥିଲେ ଅନୁଭବ । ଅନ୍ୟ ପରେ ଦେଖିବାକୁ ଗଲେ ଅନୁଭବ ଙ୍କ ସହ ଏକାଠି ରହିବାକୁ ବର୍ଷା କରିଥିଲେ ଆବଦନ କୋର୍ଟ କୁ । ଯାହା ଆଜି ସତ ପ୍ରମାଣିତ ହୋଇଛି । ଦୀର୍ଘ ଦିନ ହେବ ଦୁହିଙ୍କର ମାମଲା ଏମିତି ଚାଲିଥିଲା ।

କିନ୍ତୁ ଏବେ ପରିବାର ଅଦାଲତ ଏଭଳି କିଛି ନିସ୍ପତି ନେଲେ । ଦୁହିଙ୍କର ଆଉ ଡିଭୋର୍ସ ହୋଇ ପାରିବ ନାହିଁ । ତେବେ ଦେଖାଯାଉ ଅନୁଭବ ଓ ବର୍ଷାଙ୍କର ଏହି ବିବାଦ ମାମଲା ଆଗକୁ କେଉଁ ମୋଡ ନେବ । ଆଉ କେତେ ଦିନ ଲାଗୁଛି ଦୁହେଁ ଅଲଗା ହେବେ ନା ଏକାଠି ହେବେ । କରଣ ବର୍ତ୍ତମାନ ସମୟରେ ଅଦାଲତରେ ଶେଷ ହୋଇଛି ଏହି ମାମଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲିଇକେ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।