ପୁରୁଷ କ୍ରିକେଟ ଦଳରେ ଥିବା ଏହି ଏକମାତ୍ର ମହିଳା ଜଣକ କିଏ ? ଯିଏ କି ରାହୁଲ ଭିରାଟ ରୋହିତ ସମସ୍ତଙ୍କ ସହ ଯାଆନ୍ତି…

ପୁରୁଷ କ୍ରିକେଟ ଦଳରେ ଥିବା ଏହି ଏକମାତ୍ର ମହିଳା ଜଣକ କିଏ ? ଧୋନୀ ଙ୍କ ଠାରୁ ଆରମ୍ଭ କରି ରୋହିତ ସମସ୍ତଙ୍କ ସହ ରହିଛନ୍ତି ମହିଳା ଜଣକ । ଭାରତୀୟ ଦଳର ସବୁ ଇଭେଣ୍ଟରେ ଦେଖା ଯାଆନ୍ତି ଏହି ମହିଳା । ହଁ ଦର୍ଶକ ବନ୍ଧୁ ଭାରତୀୟ ଦଳର ଯାହା ବି ଫୋଟୋ ରହିଛି ଯେଉଁଥିରେ ଏହି ମହିଳା ଜଣକ ଆସନ୍ତି । ଦଳ ଯୁଆଡେ ଏହି ଏକମାତ୍ର ମହିଳା ପୁରୁଷ ଖେଳାଳୀ ଙ୍କ ସହ ଯାଆନ୍ତି ।

ସେମାନଙ୍କ ସହ ବସିବା ଠାରୁ ଆରମ୍ଭ କରି ଖାଇବା ଯାଏଁ ସବୁ କିଛି କରନ୍ତି ଏହି ମହିଳା । ସବୁ ଖେଳାଳୀଙ୍କ ପାଖରେ ଦେଖିବାକୁ ମିଳିଥାଏ ଏହି ମହିଳାଙ୍କୁ । ହେଲେ କଣ ଆପଣ ଜାଣିଛନ୍ତି ମହିଳା ଜଣକ କିଏ ? କଣ ପାଇଁ ଭାରତୀୟ ପୁରୁଷ ଦଳରେ ସବୁବେଳେ ଥାନ୍ତି ଓ ତାଙ୍କର ଦଳରେ କଣ କାମ ରହିଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଭାରତୀୟ ଦଳର ପ୍ରତି ଟି ଟୁର ରେ ଏହି ମହିଳା ଙ୍କୁ ଦେଖିବାକୁ ମିଳିଥାଏ ।

ସେ ଧୋନୀ ହୁଅନ୍ତି କି ରୋହିତ ଶର୍ମା କି ବିରାଟ କୋହଲି ସମସ୍ତଙ୍କ ସହ ଏହି ମହିଳାଙ୍କର ଫୋଟୋ ରହିଛି । ଖାଇବା ଠାରୁ ବୁଲିବା ଓ ଟ୍ରଫି ନେବା ବେଳେ ବି ରହିଛି ଏହି ମହିଳାଙ୍କ ଫୋଟୋ । ନିକଟରେ ହୋଇଥିବା ଏସିଆ କପ ରେ ମଧ୍ୟ ଏହି ମହିଳାଙ୍କୁ ଦେଖିବାକୁ ମିଳିଥିଲା । ଯଦି ଦେଖିବା ଭାରତୀୟ କ୍ରିକେଟ ଟିମ ର ପୁରୁଷ ଦଳରେ ଏ ହେଉଛନ୍ତି ଏକମାତ୍ର ମହିଳା ।

ଯାହାଙ୍କୁ ସବୁବେଳେ ଦେଖିବାକୁ ମିଳିଥାଏ । ତେବେ ଏହି ମହିଳାଙ୍କ ନାଁ ରାଜଲକ୍ଷ୍ମୀ ଆରୋଡା । ରାଜଲକ୍ଷ୍ମୀ ଙ୍କ କାମ ହେଉଛି BCCI ର କଣ୍ଟେନ ପ୍ରଡ୍ୟୁସର । ସିନିୟର କଣ୍ଟେନ ପ୍ରଡ୍ୟୁସର ହେଉଛନ୍ତି ରାଜଲକ୍ଷ୍ମୀ । ଟ୍ବିଟର ଠାରୁ ଆରମ୍ଭ କରି ବିଶିସିଆଇ ର ଇଂଷ୍ଟା ସବୁଥିରେ ଖବର ରହିଛି ଏ ସବୁର ଖବର ଏହି ମହିଳା ବା ରାଜଲକ୍ଷ୍ମୀ ହିଁ ଲେଖନ୍ତି ।

ରାଜଲକ୍ଷ୍ମୀ କ୍ରିକେଟ ଟିମର ଖେଳାଳୀଙ୍କ ସୁନ୍ଦର ଫୋଟୋ ପୋଷ୍ଟ କ୍ରିସ୍ପି କ୍ୟାପ୍ସନ ଦେଇ ଲେଖିଥାନ୍ତି ଯାହା ସମସ୍ତଙ୍କୁ ଭଲ ଲାଗେ । ଯେଉଁଥି ପାଇଁ ସେ ଏ ଯାଏଁ ବିସିସିଆଇ ରେ ତିଷ୍ଠି ରହିଛନ୍ତି । ତାଙ୍କ ସ୍ଥାନରେ ବିସିସିଆଇ ରେ କେହି ବି ନେଇପାରିବେ ନାହିଁ । ଅନ୍ୟ ପରେ ରାଜଲକ୍ଷ୍ମୀ ଇଂଷ୍ଟା ରେ ମଧ୍ୟ ଆକ୍ଟିଭ ଅଛନ୍ତି ।

ତାଙ୍କର ବ୍ୟକ୍ତିଗତ ଇଂଷ୍ଟା ରେ ଫଲୋର୍ଷ ରହିଛନ୍ତି 56 ହଜାରରୁ ଅଧିକ । ତାଙ୍କର ଇଂଷ୍ଟା ର ନାଁ ହେଉଛି ରାଜଲ ଆରୋଡା । ସେ ପୁନେରେ ଶିମ୍ବୀଓସୀସ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆଣ୍ଡ କମ୍ୟୁନିକେଶନ ରେ ପାଠ ପଢୁଥିଲେ । ସେ ତାଙ୍କର କ୍ୟାରିୟର ପ୍ରଥମେ ସାମ୍ବାଦିକତା ରୁ ଆରମ୍ଭ କରିଥିଲେ । ସେ ବିସିସିଆଇ ରେ 2015ରେ ସୋସିଆଲ ମିଡିଆ ମ୍ୟାନେଜର ଭାବେ ଯୋଗ ଦେଇଥିଲେ ।

ଏବେ ସେ ବିସିସିଆଇ ରେ ପ୍ରମୋଶନ ପାଇ କଣ୍ଟେନ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରୁଛନ୍ତି । ସେ ବିସିସିଆଇ ର ଆଭ୍ୟନ୍ତରଣୀୟ କମିଟିର ମୁଖ୍ୟ ମଧ୍ୟ ଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।