ପ୍ରେମିକ ବହୁ ବନ୍ଧନରେ ମା’ କୁ ଦେଖିଦେଲା ପୁଅ ! ତାପରେ ପୁଅ ସହ ମା’ କରିଲା କିଛି ଏପରି… ହଁ ଆଜ୍ଞା ଜଣେ ମା’ ପାଇଁ ତା’ ପିଲା ମାନେ କେତେ ମୂଲ୍ୟବାନ ହୋଇଥାନ୍ତି । ଯାହାଙ୍କୁ ସେ କେବେ ମଧ୍ୟ ନିଜ ଠାରୁ ଦୂରେଇ ରଖିବାକୁ ଚାହାନ୍ତି ନାହିଁ । ହେଲେ ଏଭଳି ଜଣେ ନିଷ୍ଠୁର ମା’ ନିଜ ସନ୍ତାନ ସହ କରିଦେଖେଇଛି । ପୋଲିସ କନେଷ୍ଟବଳରେ କାମ କରୁଥିବା ଧ୍ୟାନସିଂହ ରାଠୋର ଜ୍ଯୋତି ରାଠୋରଙ୍କୁ ବିବାହ କରିଥିଲେ । ସ୍ଵାମୀ ଓ ସ୍ତ୍ରୀ ସହ ପୁରା ପରିବାର ତାଙ୍କର ବହୁତ ଭଲରେ ଚାଲୁଥିଲା ।

ହେଲେ କିଛି ଦିନ ମଧ୍ୟରେ ଜ୍ଯୋତି ଘରେ ବସି ବସି ବୋର ହେଉଥିବା କାରଣରୁ ତଳ ମହଲାରେ ଏକ ଦୋକାନ ଖୋଲି ବସିବେ ବୋଲି ଜ୍ଯୋତି ଭାବିଥିଲେ । ଏହି କଥା ସେ ନିଜ ସ୍ଵାମୀଙ୍କୁ ମଧ୍ୟ ଜଣାଇଥିଲେ । ତେବେ ସ୍ଵାମୀ ମଧ୍ୟ ଜ୍ଯୋତିଙ୍କ ପାଇଁ ଏକ ପ୍ଲାଷ୍ଟିକ ଦୋକାନଟିଏ ତଳ ମହଲାରେ ଖୋଲିଦେଇଥିଲେ । କିଛି ଦିନ ଜ୍ଯୋତି ଦୋକାନ ଚଳାଇବା ପରେ ହଟାତ ସେହି ଦୋକାନକୁ ବନ୍ଦ କରିଦେବେ ବୋଲି କହିଥିଲେ । ହେଲେ ତା’ ପୂର୍ବରୁ ଜ୍ଯୋତିଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଥିଲା । କାରଣ ଧ୍ୟାନସିଂହ ଓ ଜ୍ଯୋତିଙ୍କ ପୁଅର ଏକ ସନ୍ଦେହ ଜନକ ଭାବରେ ମୃ-ତ୍ୟୁ ହୋଇଯାଇଥିଲା । ଯାହାର କାରଣ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ କେହି କାରଣ ଖୋଜି ପାଇନଥିଲେ ।
ହେଲେ ଘଟଣାର 2 ମାସ ପରେ ଏହି ଘଟଣା ପଛର ଅସଲ ଗୁମର ଜଣା ପଡିଥିଲା । ଯେତେବେଳେ ପୋଲିସ ଏହି ଘଟଣା ଉପରେ ସନ୍ଦେହ କରି ଜ୍ଯୋତିଙ୍କୁ ଅଧିକ ରୁ ଅଧିକ ପଚରାଉଚରା କରିଥିଲା । ସେତେବେଳେ ଜ୍ଯୋତି ହିଁ ନିଜେ ନିଜ ପୁଅକୁ ମାରିଦେଇଛନ୍ତି ବୋଲି ଜଣା ପଡିଥିଲା । କାରଣ ଜ୍ଯୋତି ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ ଜଣେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖୁଥିଲେ । ଯାହାକୁ ପୁଅ ଯତୀନ ଦେଖିଦେଇଥିଲା ।

ଏହାପରେ ରାଗରେ ନିଜର ଅସଲି ଚେହେରା ଲୁଚାଇବା ପାଇଁ ଜ୍ଯୋତି ତାଙ୍କ ପୁଅକୁ ଛାତ ଉପରୁ ଠେଲି ଦେଇଥିଲେ । ତେବେ ଅସଲ ଅଭିଯୁକ୍ତ ଜାଣିଲା ପରେ ଜ୍ଯୋତି ଓ ତାଙ୍କ ପ୍ରେମିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଆନ୍ଧ୍ରପ୍ରଦେଶର ଏକ ଅଞ୍ଚଳରେ ଦେଖିବାକୁ ମିଳିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ