ଆମ ଦୁହିଙ୍କୁ ବହୁତ ଲୋକ ସ୍ଵାମୀ-ସ୍ତ୍ରୀ ବୋଲି ଭାବି ନିଅନ୍ତି । ହଁ ଆଜ୍ଞା ଭାଇ ଓ ଭଉଣୀର ମଧ୍ୟରେ ଥିବା ସମ୍ପର୍କ ହିଁ କିଛି ନିଆରା ହୋଇଥାଏ । କାରଣ ଜଣେ ଭାଇ ପାଇଁ ତା’ ଭଉଣୀ ଓ ଜଣେ ଭଉଣୀ ପାଇଁ ତା’ ଭାଇର ଭୂମିକା ବହୁତ ରହିଥାଏ । ତେବେ ସେହିଭଳି ଏକ ଭାଇ-ଭଉଣୀ ଯୋଡି ହେଉଛନ୍ତି ମାନସ ଓ ମଧୁ । ଯାହାଙ୍କର ଭିଡିଓ ଆପଣ ୟୁଟ୍ଯୂବ ଭ୍ଲଗ ମାଧ୍ୟମରେ ଦେଖିବାକୁ ପାଇଥାନ୍ତି । ତେବେ ମାନସ କୁହନ୍ତି । ଯେ ମୋ ଭଉଣୀ ହିଁ ମୋ ପାଇଁ ସବୁକିଛି । ତା’ ଦୁଃଖ ଦେଖିଲେ ମୁଁ ସହିପାରେନି ।
ଯେତେବେଳେ ମୋ ଭଉଣୀ କିଛି କଷ୍ଟରେ ଥାଏ । ମୁଁ ତାକୁ ସେତେବେଳେ କିଛି ନା କିଛି କହି ତାକୁ ବୁଝାଇବାକୁ ଚେଷ୍ଟା କରେ । ହେଲେ ତ’ ଦୁଃଖ ସମୟରେ ମୁଁ ଜମାରୁ ମଧ୍ୟ କାନ୍ଦେ ନାହିଁ । ନଚେତ ତା’ ଦୁଃଖ ପାଇଁ ମୋ ମନରେ ଥିବା ଦୁଃଖ ମୋ ଆଖିରେ ଯଦି ଲୁହ ହେଇ ଆସିବ । ତେବେ ଆମେ ଦୁହେଁ ହିଁ ଭାଙ୍ଗି ପଡିବୁ । ଅପର ପକ୍ଷରେ ଭଉଣୀ ମଧୁ ମଧ୍ୟ ନିଜ ଭାଇ ପ୍ରତି ଥିବା ଭଲ ପାଇବା ସ୍ନେହ ଓ ଶ୍ରଦ୍ଧାକୁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ତେବେ ମଧୁଙ୍କ କହିବା ଅନୁସାରେ ମୋ ଭାଇ ମୋତେ ଯେତେ ଚିଡେଇଲେ ବି ତା’ ଥଟ୍ଟା ମଜାରେ ବି ମୋ ପାଇଁ ଭଲ ପାଇବା ଲୁଚି ରହିଥାଏ । ଯାହାକୁଇ ଆମ ଭିଡିଓ ଦ୍ଵାରା ଲୋକ ଜାଣି ପାରନ୍ତି । ହେଲେ ଯେଉଁ ମାନେ ପ୍ରଥମେ ପ୍ରଥମେ ଆମର ଭିଡିଓ ଦେଖନ୍ତୁ । ସେମାନେ ଟିକେ ଦ୍ଵନ୍ଦରେ ପଡିଜାଆନ୍ତି । ଯେ ଆମେ ଦୁହେଁ ଭାଇ-ଭଉଣୀ ନ ସ୍ଵାମୀ-ସ୍ତ୍ରୀ । ଅନେକ କମେଣ୍ଟରେ ମଧ୍ୟ ଆମକୁ ସ୍ଵାମୀ-ସ୍ତ୍ରୀ କହିକି କମେଣ୍ଟ କରନ୍ତି ।
ହେଲେ ସେହି ଲୋକମାନେ ଆମର ଲଗାତର କିଛି ଭିଡିଓ ଦେଖିଦେଲା ପରେ ମନକୁ ମନ ବୁଝିଜାଆନ୍ତି । ଯେ ଏହି ୨ ଜଣ ହେଉଛନ୍ତି ଭାଇ ଓ ଭଉଣୀ ମାନସ ଓ ମଧୁ । ତେବେ ଖବରର ପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ