କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର, ଓ ଆପଣ ଚାହୁଁଥିବା ବ୍ଯକ୍ତିର ହୃଦୟର କଥା ଅତି ସହଜରେ ଜାଣି ନିଅନ୍ତୁ… Tarot Card Reading

ଆପଣଙ୍କର ଅନେକ ପରିଚିତ ଲୋକ ଥିଲେ ମଧ୍ୟ ସେଥିମଧ୍ୟରୁ କିଛି ଖାସ୍ ଲୋକଙ୍କ ମନରେ ଆପଣଙ୍କ ପାଇଁ କ’ ଣ ଅଛି ? ତାହା ଜାଣିବା ପାଇଁ ଆମ ମନରେ ସବୁବେଳେ ଉତ୍କଣ୍ଠା ରହିଥାଏ । ତେବେ ଆଜି ଚାଲନ୍ତୁ ଜାଣିବା ଆପଣଙ୍କର ପ୍ରିୟ ମଣିଷ ବା ଆପଣଙ୍କ ପାର୍ଟନରଙ୍କ ମନରେ ଆପଣଙ୍କର ପ୍ରତି କିଭଳି ଭାବନା ରହିଛି । ଏହା ଛଡା ଆପଣ ତାଙ୍କ ପ୍ରତି ଆପଣଙ୍କ ମନରେ କେଉଁ ପ୍ରକାର ଚିନ୍ତାଧାରା ରଖୁଛନ୍ତି । ଏହି ସବୁ କଥା ଜାଣିବା ପାଇଁ ଆପଣଙ୍କୁ ଦିଆଯାଇଥିବା ୨ ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ନମ୍ବରକୁ ବାଛି ତାଙ୍କ ମନର ଭାବନାକୁ ଜାଣନ୍ତୁ ।

ନମ୍ବର ୧ ;- ତେବେ ଆପଣ ଯାହା ପାଇଁ ଏହି ନମ୍ବରକୁ ବାଛିଛନ୍ତି । ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ସେହି ବ୍ୟକ୍ତି ଜଣଙ୍କ ମନରେ ଆପଣଙ୍କ ପାଇଁ ବହୁତ ହିଁ ଭଲ ଚିନ୍ତାଧାରା ରହିଛି । ତାଙ୍କ ଅକହିରେ ଆପଣ ଜଣେ ବହୁତ ଭଲ ବ୍ୟକ୍ତିତ୍ବ ଅଟନ୍ତି । ଅପର ପକ୍ଷରେ ଆପଣ ମଧ୍ୟ ସେହି ପ୍ରିୟର ବ୍ୟକ୍ତିକୁ ଅପେକ୍ଷା କରିଛନ୍ତି ବା ତାଙ୍କ ମୁହଁରୁ କିଛି ଜାଣିବା ପାଇଁ ତାଙ୍କର ଆଜି ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି ।

କାରଣ ଆପଣ ଭାବନ୍ତି, ଯେ ଆପଣ ଦୁହିଙ୍କ ମଧ୍ୟରେ ଯେପରି ଅନ୍ୟ କୌଣସି ତୃତୀୟ ଲୋକଙ୍କର ପ୍ରବେଶ ନହେଉ । ତେବେ ଭବିଷ୍ୟତରେ ଆପଣ ଦୁହିଙ୍କ ମଧ୍ୟରେ କିଛି ଶତ୍ରୁଙ୍କ ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହେବ ବୋଲି ମନରେ ଚିନ୍ତାଧାରା ଆସୁଛି । ତେଣୁ ସବୁ ନେଗେଟିଭ ଭାବନାକୁ ଭୁଲି ଏହି ସମ୍ପର୍କକୁ ଆଗକୁ ବଢାଇବା ଉଚିତ ।

ନମ୍ବର ୨;- ଏହି ୨ ନମ୍ବରକୁ ଆପଣ ଯାହାଙ୍କ ମନର କଥା ଜାଣିବା ପାଇଁ ବାଚିଛନ୍ତି । ତେବେ ଏଠାରେ ଆମେ କହିବାକୁ ଚାହିଁବୁ । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ଭଲରେ ଜାଣିଛି । ହେଲେ ଆପଣଙ୍କ ସମ୍ପର୍କରେ ହେଉ ଅବା କୌଣସି କାର୍ଯ୍ୟରେ ଆଗକୁ ବଢିବ କି ନାହିଁ । ସେହି କଥାକୁ ଭାବି ବ୍ୟକ୍ତି ଜଣଙ୍କ କନ୍ଫ୍ଯୁଜନରେ ଅଛନ୍ତି । ଏହି ବ୍ୟକ୍ତିକୁ ନିଜ କାମରେ ଫାଇଦା କରିବାର ଅଛି । ହେଲେ ଆପଣଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ସେ ନିଜର ଲକ୍ଷ ପୂରଣ କରିବାକୁ ଚାହୁଁନାହାନ୍ତି ।

ତେବେ ଏହି ବ୍ୟକ୍ତି ଜଣଙ୍କ ନିଜର ସେହିଭଳି ଆପଣଙ୍କ ମନରେ ମଧ୍ୟ ସେହି ବ୍ୟକ୍ତିଙ୍କ ପାଇଁ ଏଭଳି ଦ୍ଵନ୍ଦର ଚିନ୍ତାଧାରା ରହିଛି । ଆପଣ ଯେତେ ଭଲ ଭାବରେ ବି ସେହି ବ୍ୟକ୍ତିକୁ ଜାଣିଛନ୍ତି । ତଥାପି ସେ ବ୍ୟକ୍ତି ଭଲ ବା ଖରାପ ଜାଣିବା ପାଇଁ ଆପଣଙ୍କ ମନରେ ତାଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି ହେଉଛି । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ