ଆଉ ଏବେ ପାଉନି ମଣିଷ ମାଂସ, ପାଣି ରୁ ବାହାରି ଆସି ଏବେ ଗାଁ ରାସ୍ତା ରେ ବୁଲୁଛି କୁମ୍ଭୀର…

ଏବେ ନଦୀ ରେ ପାଉ ନାହିଁ ମଣିଷ ମାଂସ । ପାଗଳ ହୋଇ ଯାଇଛି ମଣିଷଖିଆ କୁମ୍ଭୀର । ପାଣି ରୁ ବାହାରି ଆସି ଏବେ ରାସ୍ତା ରେ ବୁଲୁଛି କୁମ୍ଭୀର । ଜଣଙ୍କ ପରେ ଜଣଙ୍କୁ ଖାଇବାକୁ ମଝି ରାସ୍ତା ରେ ଚାହିଁ ବସିଛି । ମଣିଷଖିଆ କୁମ୍ଭୀର ଏଥର ନଦୀ ରେ ନୁହେଁ ଗାଁ ର ରାସ୍ତା ରେ ମଣିଷକୁ ଶିକାର କରିବ । ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଏବେ ଆଉ ନଦୀ ରେ ରହୁନି ମଣିଷଖିଆ କୁମ୍ଭୀର । ମଣିଷ ମାଂସ ପାଟି ରେ ଲାଗିଲା ପରେ ବେବେ ପାଗଳ ହୋଇ ଯାଇଛି ନରଭକ୍ଷୀ କୁମ୍ଭୀର ।

ମାଛ ଜାଲ ବି ତାକୁ ଅଟକାଇ ପାରିଲାନି । ମାଛ ଜାଲି ଛାଡି ଏବେ ଗାଁ ରାସ୍ତା ରେ ଘୁରି ବୁଲୁଛି । ନଦୀ ରେ କାହାକୁ ନ ପାଇ ଏବେ ଭୋକିଲା ହୋଇ ଯାଇଛି ମଣିଷଖିଆ କୁମ୍ଭୀର । ମଣିଷ ର ମାଂସ ପାଇଁ ଏ ନଦୀ ରୁ ସେ ନଦୀ ବୁଲିବାରେ ଲାଗିଛି । ଆଉ ଏବେ ନଦୀ ରେ ନ ରହି ଗାଁ ରାସ୍ତା ରେ ବୁଲୁଛି । ଆଉ ଏବେ ଅଧିକ ହିଂସ୍ର ହୋଇ ଉଠିଛି ମଣିଷଖିଆ କୁମ୍ଭୀର ।

ସେଥିପାଇଁ ନଦୀ ରେ ନ ରହି ଗାଁ ରେ ଘୁରି ବୁଲିଛି । ମଣିଷ ଯେଉଁଠି ଏକତ୍ର ହେଉଛନ୍ତି ସେଠାରେ ଆଉ ରହୁନି ମଣିଷଖିଆ ଉମ୍ଭୀର । ଲୋକ ମାନେ ମଧ୍ୟ କୁମ୍ଭୀର କୁ ରାସ୍ତା ରେ ଦେଖି ଛାନିଆ ହେଲେଣି । ଗାଁ ର ରାସ୍ତା ରେ ଯଦି ରହିଲାଣି ଏବେ କୁମ୍ଭୀର । କାହାକୁ ବି ବାହାରକୁ ଆସିବାକୁ ଦେଉ ନାହିଁ । ରାତି ଦିନ ସବୁବେଳେ ଏବେ ଘୁରି ବୁଲୁଛି ମଣିଷଖିଆ କୁମ୍ଭୀର ମଣିଷ ର ମାନସ ଖାଇବାକୁ ।

ଯାଜପୁର ଜିଲ୍ଲା ବଋ ବିରୂପା ନଦୀ ରେ ଜ୍ୟୋସ୍ନା ନାମକ ମହିଳା ଙ୍କୁ ଏଉନ ଭଳି ଝୁଣି ଝୁଣି କୁମ୍ଭୀର ପାଣି କୁ ଟାଣି ନେଇ ଖାଇଥିଲା ଓ ନିମିଷକ ମଧ୍ୟରେ ନଦୀ ପାଣି କୁ କରି ଦେଇଥିଲା ରକ୍ତ ରଞ୍ଜିତ । ସେହି ଦ୍ରୁଶ୍ଯ ସମସ୍ତଙ୍କ ମନରେ ଛନକା ଆଣି ଦେଇଛି । ଆଉ ତା ପରରେ ନଦୀ ରେ କୁମ୍ଭୀର ଥିବାରୁ ଭୟରେ ଯାଉ ନାହାନ୍ତି ଲୋକେ ।

ଆଉ ଏବେ ଗାଁ ରାସ୍ତା ରେ ଦେଖିବାକୁ ମିଳିଛି ମଣିଷଖିଆ କୁମ୍ଭୀର । ଏଥର ନଦୀ ର ନୁହେଁ ଗାଁ ର ରସତା ରେ ମଣିଷ କୁ ଝୁଣିବ । ଗାଁ ଗାଁ ବୁଲି ମଣିଷ ମାଂସ ଖାଇବାକୁ କରୁଛି ନୂଆ ପ୍ଳାନ । ନୂଆ ଯୋଜନା କରି ଗାଁ କୁ ପଶି ଆସିଛି କୁମ୍ଭୀର । ଆଉ ଖୋଜି ବୁଲୁଛି ସୁଯୋଗ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।