କୁମ୍ଭୀରକୁ ଦେଖି ହାତ ଟେକିଦେଲେ ବନବିଭାଗ, କହିଲେ ଧରିପାରିବେ ନାହିଁ ଆସୁଛନ୍ତି ସ୍ପେସିଆଲ ଟିମ୍

କୁମ୍ଭୀର ଏତେ ବଡ ଓ ଏତେ ହିଂସ୍ର ଯେ ନା କେଉଁ ଜାଲ କାମ କରୁଛି ନା କେଉଁ ବାସ ର ତାଟି । ସ୍ଥାନୀୟ ପ୍ରଶାସନ ମଧ୍ୟ କୁମ୍ଭୀର କୁ ଧରିବା ପାଇଁ ଫେଲ ମାରିଛି । ହଁ ଦର୍ଶକ ବନ୍ଧୁ ଗାଁ ଲୋକେ ବି ଆଶା ଛାଡି ଦେଇଛନ୍ତି । ସେମାନେ ଚାହିଁଲେ ବି ଆଉ କୁମ୍ଭୀର କୁ ଧରିପାରୁ ନାହାନ୍ତି । କହିବାକୁ ଗଲେ କୁମ୍ଭୀର କୁ ସ୍ଥାନୀୟ ପ୍ରଶାନ ଓ ବନ ବିଭାଗ କେହି ବି ଧରିବାରେ ସକ୍ଷମ ହେଲେ ନାହିଁ । ସବୁ ଚେଷ୍ଟା ଫେଲ ମାରିଛି ।

ଗାଁ ଲୋକେ କୁମ୍ଭୀର କୁ ଜଲ୍ଦି ଧରିବା ପାଇଁ ଅନୁରୋଧ କରିଛନ୍ତି । କାରଣ ଗାଁ ର ମହିଳା ଙ୍କୁ ଯେମିତି ଛଟପଟ କରି କୁମ୍ଭୀର ମାରି ଗିଳି ଦେଇଥିଲା ଶହ ଶହ ଲୋକ ଦୂର ରୁ ଠିଆ ହୋଇ ଦେଖୁଥିଲେ । ଆଉ ସେହିଦ ରୁଷି ଏତେ ଡରାଇ ଦେଇଥିଲା ଯେ ଲୋକଙ୍କୁ ଏବେ କାହାର ବି ସେହି ଦ୍ରୁଶ୍ଯ ଆଖି ରୁ ଯାଇ ନାହିଁ । ନଦୀ ର ଆଖ ପାଖକୁ ଯିବାକୁ ଏବେ ଭୟ କରୁଛନ୍ତି ।

ଆଉ ଜଙ୍ଗଲ ବିଭାଗ କୁ ଯେବେ ଗାଁ ଲୋକେ ନିବେଦନ କରୁଛନ୍ତି ଯେମିତି ହେଉ କୁମ୍ଭୀର କୁ ଧରିବା ପାଇଁ । ହେଲେ ବନ ବିଭାଗ ମନା କରି ଦେଇଛି । ଆଉ କହୁଛନ୍ତି ଏତେ ବଡ ଓ ଏମିତି ହିଂସ୍ର କୁମ୍ଭୀର କୁ ଆମେ ଧରି ପାରିବୁ ନାହିଁ । ବନ ବିଭାଗ କହିଛି ସ୍ପେଶାଲ ଟିମ ଆସୁଛି ଯିଏ କି ଏହି ହିଂସ୍ର କୁମ୍ଭୀର କୁ ଧରିବ । ବିରୂପା ନଦୀ ରେ ଯେଉଁ ଘଟଣା ଘଟି ଯାଇଛି ତାହା ଏ ଯାଏଁ କାହାର ମନରୁ ଯାଇ ନାହିଁ ।

ମହିଳାଙ୍କୁ କିଭଳି ଭାବେ କଲବଲ କରି କୁମ୍ଭୀର ଖାଉଥିଲା ସେହି ଦ୍ରୁଶ୍ଯ ସମସ୍ତଙ୍କୁ ଦେଖୁଥିଲେ । କେହି ବି ସାହସ କରିଲେ ନାହିଁ ପାଣି କୁ ଓଲହାଇ ଲହିଳାଙ୍କୁ ବଞ୍ଚାଇ ପାରିବେ । କାରଣ କୁମ୍ଭୀର ମୁହଁ ରୁ କାହାକୁ ବଞ୍ଚାଇବା ସମ୍ଭବ ନୁହେଁ । ପାଣି ଭିତରେ କୁମ୍ଭୀର ତାର ଭୟଙ୍କର ଶକ୍ତି ପ୍ରଦର୍ଶନ କରେ । ଏମିତି କି ମଣିଷ କୁ ଗୋଟା ଗିଳିବାରେ କୌଣସି କୌଶଳତା କୁମ୍ଭୀର ପାଖରେ କମ ନାହିଁ ।

ପାଣି ଭିତରେ ଶକ୍ତିଶାଳୀ ହୋଇପଡେ କୁମ୍ଭୀର । ଆଉ ସେଥିରେ ମହିଳାଙ୍କ ଜୀବନ ଚାଲିଗଲା । ସେ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ସାରା ରାଜ୍ୟ ଦେଖିଥିଲା । ଆଉ ଏବେ ଯେବେ ଗାଁ ଲୋକେ ନିବେଦନ କରୁଛନ୍ତି କି ସେହି କୁମ୍ଭୀର କୁ ଧରିବାକୁ ପଡିବ ସେତେବେଳେ ବିରୂପା ନଦୀ ରୁ କେମିତି କୁମ୍ଭୀର କୁ ଧରା ହେବ । ସେ ନେଇ ବହୁତ ଚେଷ୍ଟା ହେଲା ।

ଆଉ ଶେଷରେ ବନ ବିଭାଗ କହୁଛୁ ଆମେ କୁମ୍ଭୀର କୁ ଧରିପାରିବୁ ନାହିଁ । ଆସୁଛନ୍ତି ସ୍ପେଶାଲ ଟିମ । ସେମାନେ ଯନ୍ତ୍ରାଂଶ ଧରି ଆସିବେ ଓ ଯେମିତି ହେଉ କୁମ୍ଭୀର କୁ ଧରି ନେବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।