ଭାଉଜ ଡାକି ଡାକି ସର୍ମ୍ପକ ରଖିଲା, ଧରାପଡିବାରୁ କହୁଛି ଏ ଝିଅକୁ ନେଇଯା…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ବ୍ୟକ୍ତିଙ୍କର ସ୍ତ୍ରୀ ଙ୍କୁ ତାଙ୍କ ଗାଁ ର ଜଣେ ଯୁବକ ନେଇ ଫେରାର ହୋଇ ଯାଇଛନ୍ତି । ଆଉ ଏହି ଘଟଣାକୁ ନେଇ ବ୍ୟକ୍ତି ଜଣକ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି ଯେ “ଘଟଣା ଏହା ଯେ ଆମ ଘର ପାଖର ସାନ ଭାଇ ହେବ ସିଏ ।

ସେ ଘରକୁ ଯିବା ଆସିବା କରେ । ଆମେ ଏତେ ସନ୍ଦେହ କରି ନ ଥିଲୁ । ଆମ ଘର ପିଲା ତ ସେଥିପାଇଁ ଆମେ ବି ସନ୍ଦେହ କରୁ ନାହୁଁ । ସେ କିଛି କହିକି 2 ଦିନ ହେଲା ନେଇ ଆସିଥିଲା । ସେ ରାଜମହଲ ଠାରେ କେଉଁଠି ଥିଲା । ମୁଁ ଘରେ ନ ଥିଲି । ମୁଁ ଭୁବନେଶ୍ବର ରେ ରୁହେ । ଗାଁ ରେ ଭାଇ ମା ଫୋନ କରି କହିଲେ ତୋ ସ୍ତ୍ରୀ ନାହିଁ । ଥାନାରେ ଅଭିଯୋଗ କରିଲୁ କିନ୍ତୁ ସେମାନେ କିଛି ଆକ୍ସନ ନେଲେ ନାହିଁ ।

ତା ପରେ ଆମେ ନିଜେ ଚେଷ୍ଟା କରିଲୁ । ମୁଁ ଜାଣିଥିଲି ସେ ଡିୟୁଟି କରୁଛି । ଆମେ ତାର ପିଛା କରିଲୁ । ପିଛା କରି କରି ଆମେ ରୁମରେ ପହଞ୍ଚିଲୁ । ରୂପରେ ପହଞ୍ଚିବା ପରେ ସେମାନେ ଛାଡିଲେ ନାହିଁ । ସେମାନେ କହିଲେ ପିସିଆର ଡାକିବାକୁ । ତା ପରେ ପିସିଆ ଭ୍ୟାନ ଆସିଲା । ତା ପରେ କ୍ୟାପିଟାଲ ଥାନା କୁ ଆସିଲୁ । ରୁମ ଭିତରେ ମୋ ସ୍ତ୍ରୀ ଆଉ ଆମ ଘର ପାଖର ପିଲା ଟି ।

ତା ନାଁ ବିପିନ ପାଇକରାୟ । ସେ ସମ୍ପର୍କ ରେ ଭାଇ ହିସାବ ହେବ । ଗତ 14 ତାରିଖ ରାତି ରେ ମୋର ଓ ମୋ ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୋ ସ୍ତ୍ରୀ କୁ କଣ କହି ବିପିନ ତାକୁ ନେଇ ଆସିଛି । ଆମ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏମିତି ବେଳେବେଳେ ହୁଏ । ଏଟା ପ୍ରଥମ ଥର ପାଇଁ ହେଲା । ସୁନା ଗହଣା ମୋ ସ୍ତ୍ରୀ ଘରୁ ନେଇ ଆସିଥିଲା । ଆଉ 25ରୁ 30 ହଜାର ଟଙ୍କା ମଧ୍ୟ ନେଇ ପଳେଈ ଆସିଥିଲା ।

ଥାନାରେ ରଖିଛନ୍ତି ଏ ସବୁ ଜିନିଷ ଆମକୁ ହ୍ଯାଣ୍ଡ ଓଭର କରିବେ ବୋଲି କହିଛନ୍ତି । ସ୍ତ୍ରୀ କୁ ରଖିବୀ କି ନାହିଁ ବାପା ଅମା ଙ୍କୁ ପଚାରିଲି ଯାହା କରିବି । ଆମର ଲଭ ମ୍ୟାରେଜ ହୋଇଥିଲା । ମୋ ସ୍ତ୍ରୀ କୁ ବିପିନ ଭାଉଜ ଭାଉଜ ଡାକି ତାକୁ ହୋଟେଲ ନେଇ ଆସି ରଖିଛି । ଆଉ ଏବେ ଧରା ପଡିବାରୁ କହୁଛି ଏ ଝିଅ କୁ ନେଇ ଯାଅ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।