ବେଶ୍ରା କୁ ମାରିଲେ କିଏ ନେବ 1 କୋଟି ଟଙ୍କା ? ଯଦି ଯବାନ ଙ୍କ ଗୁଳିରେ ମରିବ କିଏ ନେବ 1 କୋଟି ? 1 କୋଟି ଟଙ୍କା କାହା ଆକାଉଣ୍ଟ କୁ ଯିବ ? ଯେମିତି ଜଣା ପଡିବ କେଉଁ ଯବାନ ବେଶ୍ରା କୁ ମାରିଲା ? ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସହିଦ ସୁଶାନ୍ତ ଖୁଣ୍ଟିଆ ଙ୍କୁ ଗୁଳି କରି ହତ୍ୟା କରିଥିବା ମିଶିର ବେଶ୍ରା ଙ୍କୁ ଯିଏ ଧରିବା ବା ତାକୁ ଯିଏ ମାରିବ ସେହି ବ୍ୟକ୍ତିଙ୍କୁ ମିଳିବ 1 କୋଟି ଟଙ୍କା ।

ଆପଣ ଜାଣିଛନ୍ତି କି ବେଶ୍ରା ର ଜୀବନ ଯଦି ଯବାନଙ୍କ ହାତରେ ଯାଏ ତା ହେଲେ 1 କୋଟି ଟଙ୍କା କିଏ ନେବ ? ତେବେ ଆସନ୍ତୁ ଜାଣିବା ଯଦି କେଉଁ ଯବାନ ବେଶ୍ରା କୁ ମାରେ ତେବେ କେମିତି ଜଣା ପଡିବ ଆଉ ସେହି 1 କୋଟି ଟଙ୍କା କିଏ ନେବ ? ଝାଡଖଣ୍ଡ ଚାହିବସା ପଶ୍ଚିମ ସିଂହ ଭୂମି ଟଣ୍ଟୋ ଜଙ୍ଗଲରେ 3 ଜଣ ଯବାନ ସହିଦ ହୋଇଛନ୍ତି ମାଓବାଦୀ ଙ୍କ ଆକ୍ରମଣରେ ।
ପ୍ରଥମେ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ । ପରେ ଆଉ 2 ଜାଣ ଯବାନ ସହିଦ ହୋଇଛନ୍ତି । ସେମାନେ ହେଉଛନ୍ତି ଇନ୍ସ୍ପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର । ବେଶ୍ରା ଆଜି ଯାଏଁ ଯେତେ ସବୁ ଖେଳ ଖେଳିଛି ଏଥର ସବୁ ବୁଝି ସାରିଛନ୍ତି ଯବାନ । ତଣ୍ଟୋ ଜଙ୍ଗଲକୁ ପୁରା ଘେରୀ ରହିଛନ୍ତି ସୁରକ୍ଷା କର୍ମୀ । ଏଥର ବେଶ୍ରା ର ଜୀବନ ଯିବା ନିଶ୍ଚିନ୍ତ ଅଟେ ।

ତେବେ ବେଶ୍ରା ଯଦି ମରିଯାଏ ତେବେ 1 କୋଟି ଟଙ୍କା କିଏ ନେବ ? ଯଦି ସୁରକ୍ଷା କର୍ମୀ ଙ୍କ ହାତରେ ବେଶ୍ରା ର ଜୀବନ ଯାଏ ତେବେ ସବୁ ଟଙ୍କା ସରକାରୀ ଫଣ୍ଡ ରେ ରହିପାରେ । ଯଦିଓ କୌଣସି ବ୍ୟକ୍ତି ବେଶ୍ରା ର ଠିକଣା ଦିଅନ୍ତି ବ ସହଯୋଗ କରନ୍ତି ତେବେ ତାଙ୍କୁ ମିଳିବ 1 କୋଟି ଟଙ୍କା । କିନ୍ତୁ ବେଶ୍ରା ର ଜୀବନ ଯବାନ ଙ୍କ ହାତରେ ଗଲେ ସବୁ ଟଙ୍କା ରହିପାରେ ସରକାରୀ ଫଣ୍ଡ ରେ ।
ଟଣ୍ଟୋ ଜଙ୍ଗଲ କୁ ସୁରକ୍ଷା କର୍ମୀ ମାନେ ଘେରି ରହିଛନ୍ତି । ବେଶ୍ରା ଯେତେ ଚେଷ୍ଟା କରିଲେ ବି ଏଥର ଖସି ପାରିବନି । ଯଦି ମିଶିର ବେଶ୍ରା କିଛି ବି ଚାଲାକି କରିବାକୁ ଚେଷ୍ଟା କରେ ତେବେ ମାରିବା ନିଶ୍ଚିନ୍ତ ଅଟେ । ଗଣତନ୍ତ୍ର ବିରୋଧୀ ନକ୍ସଲ ମାନଙ୍କୁ ସୁରକ୍ଷା କର୍ମୀ ମାନେ କଡା ଜବାବ ଦେବେ । ବେଶ୍ରା କୁ ଧରିବା ପାଇଁ ଗୁପ୍ତ ମିସନ ଆରମ୍ଭ ଓଇ ସାରିଛି । ଏଥର ବେଶ୍ରା ର ମୁଣ୍ଡ ଗଡିବା ନିଶ୍ଚିନ୍ତ ଅଟେ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।