ଆମର ସବୁ ସ୍ବପ୍ନ ଭାଙ୍ଗିଗଲା ମୋ ଝିଅ ହାରିଗଲା, ଆମ ସ୍ଵପ୍ନ ଆଉ ପୁରା ହୋଇପାରିବନି, ଏମିତି କିଛି କହିଛନ୍ତି Sasmita ଜେନା ଙ୍କ ମା’

ନମସ୍କାର ବନ୍ଧୁଗଣ । ଏବେ ଭାଇରାଲ ଶିଙ୍ଗର ସସ୍ମିତା ଙ୍କ ମା ମୁହଁ ଖୋଲିଛନ୍ତି । ଆଉ ଦେଖାଇଲେ ନିଆ କୁଡିଆ ଘର ଯେଉଁଠି ତାଙ୍କ ପରିବାର ରହୁଛନ୍ତି । ସସ୍ମିତା ଙ୍କ ମା କହିଛନ୍ତି ମୋ ଝିଅକୁ ବେସୀ ପାଠ ପଢାଇନି । ଆମେ ଗଋ ବୋଲି ମୁଁ ବି ଭିକ ମାଗୁଥିଲି ମୋ ଝିଅ ବି ଭିକ ମାଗୁଥିଲା । ସେ ମାନସିକ ସ୍ତରରେ ବିଚଳିତ ହୋଇ ପଡୁଛି । ଆଉ କେତେ ବା କଣ କହୁଛି । ତାଙ୍କୁ ସମସ୍ତେ କ୍ଷମା କରି ଦିଅ ଆଉ ତାକୁ ଆଗକୁ ବଢିବାକୁ ଦିଅ ।

ତାକୁ ସମସ୍ତେ ଆଗକୁ ନେଲେ ଭାଇରାଲ କରିଲେ । କିନ୍ତୁ ଏବେ ପୁଣି କାହିଁକି ମୋ ଝିଅକୁ ତଳକୁ ଖସାଇ ନେଉଛନ୍ତି କାହିଁକି ତାର ଜୀବନ ବରବାତ କରି ଦେଉଛନ୍ତି । ଆମେ ଭିକ ମାଗି ବଞ୍ଚୁଥିଲୁ ଆମ ଝିଅ ଆଗକୁ ବାଢୁଛି ଦେଖି ମୁଁ ଖୁସି ହୋଇଗଲି । ଆଉ ଯେବେ ମୋ ଝିଅକୁ ଗାଳି କରା ଯାଉଛି କେତେ ଲୋକ କେତେ କଥା କହୁଛନ୍ତି । ମୋତେ ଏ ସବୁ ଭଲ ଲାଗୁନି ।

ଦିନେ ସସ୍ମିତା ଙ୍କ ଭିକ ମାଗୁଥିଲେ ଆଉ ତାଙ୍କ ଝିଅ ସସ୍ମିତା ମଧ୍ୟ କୋଳରେ ଝିଅ କୁ ଧରି ଭିକ ମାଗୁଥିଲେ । ଆଉ ରିପୋର୍ଟର ରାହୁଲ ଙ୍କ ନଜର ପଡିବା ପରେ ସସ୍ମିତା ଭାଇରାଲ ହୋଇଥିଲେ । ଆଉ ତାଙ୍କ ମା ସ୍ଵପ୍ନ ଦେଖୁଥିଲେ ତାଙ୍କ ଝିଅ ଓଡିଶାର ଭଲ ଶିଙ୍ଗର ହେବେ । ତାକୁ ଲୋକ ମାନେ ଚିହ୍ନିବେ ଜାଣିବେ । ସସ୍ମିତା ଭଲ ରୋଜଗାର କରିବେ ଆଉ ଭଲ ଘର ମଧ୍ୟ କରିବେ ବୋଲି ତାଙ୍କ ମା ସ୍ଵପ୍ନ ଦେଖିଥିଲେ ।

କିନ୍ତୁ ସବୁ ସ୍ଵପ୍ନ ଆଜି ଯେମିତି ଛାରଖାର ହୋଇଗଲା । ରାହୁଲ ମଧ୍ୟ ମୋ ପୁଅ ଭଳି ବୋଲି ସସ୍ମିତା ଙ୍କ ମା କହିଛନ୍ତି । ଦୟା କରି ମୋ ଝିଅ କୁ ଆଗକୁ ବଢିବାକୁ ଦିଅନ୍ତୁ । ଯେମିତି ସହଯୋଗ କରିଥିଲେ ପୂର୍ବରୁ ସେମିତି ସହଯୋଗ ସମସ୍ତେ କରନ୍ତୁ ବୋଲି ସସ୍ମିତା ଙ୍କ ମା ଓଡିଶା ବାସୀ ଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି । ଯେବେ ରାହୁଲ ସସ୍ମିତା ଙ୍କୁ ସାହାର୍ଯ୍ୟ କରିଥିଲେ ତା ପରବର୍ତ୍ତୀ ସମୟରେ ସସ୍ମିତା ଅଭିଯୋଗ ଆଣିଥିଲେ କି ରାତିରେ ଜବରଦସ୍ତ ରାହୁଲ ଡାକୁଥିଲେ ଗୀତ ରେକର୍ଡ କରିବାକୁ ।

ରାହୁଲ କହୁଥିଲେ ସମସ୍ତଙ୍କ ଗୀତ ରେକର୍ଡ କରୁଛ ମୋର କାହିଁକି କରୁନ ? ଏଭଳି କହି ରାହୁଲ ସସ୍ମିତା ଙ୍କୁ ନେଇ ଯାଉଥିଲେ । ଆଉ ଯେବେ ଏହି କଥା ସାମନାକୁ ଆସିଲା ସେତେବେଳେ ଦେଖିବାକୁ ମିଳିଥିଲା ବିବାଦ । ଆଉ ଏବେ ସମସ୍ତେ କାନ୍ଦୁଛନ୍ତି । ଆଉ ସମସ୍ତେ ସସ୍ମିତା ଙ୍କୁ ଦାୟୀ କରୁଛନ୍ତି । ସେପଟେ ସସ୍ମିତା କହୁଛନ୍ତି ମୁଁ ଯେମିତି ଭିକ ମାଗୁଥିଲି ଠିକ ଥିଲି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।