କଂଗ୍ରେସ ବିଧାୟକ ସୁର ରାଉତରାୟ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ କିଛି ଏଭଳି ଦେଲେ ମନ୍ତବ୍ୟ…. ଦେଖନ୍ତୁ କଣ କହିଲେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତ ରେ ଆସିଥିଲେ ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଥିଲା । ଦ୍ରୁପଡୁ ମୁରମି ଓଡିଶାର ଅନେକ ସ୍ଥାନକୁ ଗସ୍ତ କରିବା ସହ ନେତା ମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ତେବେ ରାଷ୍ଟ୍ରପତି କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କୁ ମଧ୍ୟ ଭେଟ କରିଥିଲେ । ଆଉ ଏହାକୁ ନେଇ ସୁର ରାଉତରାୟ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । 

ସୁର ରାଉତରାୟ କହିଛନ୍ତି ଯେ “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ବହୁତ ଜୋସ ଭାବେ ଦେଇଛନ୍ତି । ଭାରତ ବର୍ଷରେ ଶାନ୍ତି ପାଇଁ ଓଡିଶାର ଶାନ୍ତି ପାଇଁ ପୃଥିବୀରେ ଶାନ୍ତି ପିନ ସେ ଗୋଟେ ଆହ୍ଵାନ ଦେଇଛନ୍ତି । ଆମ ରାଜ୍ୟର ଭଉଣୀ ଦ୍ରୌପଦୀ ମୁର୍ମୁ ଯାଇଥିଲେ କାଶୀପୁର ଗାଁ କୁ । ତାଙ୍କ ଅଭିଭାଷଣ ରାଜ୍ୟପାଳ ଙ୍କ ଅଭିଭାଷଣ ଆଉ ଯେଉଁ ମାନେ ତାଙ୍କର ଭଉଣୀ ମାନେ ଆସିଥିଲେ ସମସ୍ତଙ୍କର ଅଭିଭାଷଣ ଚମତ୍କାର ।

ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେତେବେଳେ ଜୋର ରେ ଭାରାକ୍ରାନ୍ତ ହେବ ଓମ ଶାନ୍ତି କହି କରି ଆଖି ବୁଜି ଯଦି କିଛି ସମୟ ରହିଯିବ ତେବେ ବହୁତ ଭଲ ହେବ । ଏମିତି କିଛି ଉପଦେଶ ଦେଇଛନ୍ତି ମୁର୍ମୁ । ମୁଁ ମଧ୍ୟ ମୁର୍ମୁ ଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲି । ସେ ଯେମିତି ପେଣ୍ଡାଲ ରୁ ଓଲହାଇଲେ ତାଙ୍କ ପାଇଁ ସ୍ଵତନ୍ତ୍ର ଏସି ରୁମ ର ବ୍ୟବସ୍ଥା କରା ଯାଇଥିଲା । ରାଷ୍ଟ୍ରପତି ମୋତେ ପ୍ରଥମେ ଡାକିଲେ ।

ମୁଁ ଆଗରୁ ସମୟ ମାଗି ଥିଲି । ଭୁବନେଶ୍ଵର ରେ 4ଟି ଗିରି ଅଛି ଯାହା କେହି ଜାଣି ନ ଥିବେ । ବରୁଣେଇ ଗିରି ନୁହେଁ । ଖଣ୍ଡଗିରୀ, ଉଦୟଗିରୀ, ଧଉଳିଗିରି ଓ ଲବଙ୍ଗଗିରି ଅଛି । ସୁନ୍ଦରପଟା ସେପଟେ ଅହିରାଜପୁର ମଝିରେ ଲବଙ୍ଗଗିରି ଅଛି । ସେଠାରେ ଆମେ ଜଗନ୍ନାଥ ମନ୍ଦିର କରିବା ବେଳକୁ ଶିବ ବାହାରିଲେ । ଶିବ ମନ୍ଦିର କରିଛୁ । ଜଗନ୍ନାଥ ମନ୍ଦିର ଚାଲିଛି ।

ମୁଁ ରାଷ୍ଟ୍ରପତି ଙ୍କୁ ନିମନ୍ତ୍ରଣ କରିବି ବୋଲି କହିଲି 6 ମାସ ଆଗରୁ । ମନ୍ଦିର ଆଉ 3 ମାସ ଲାଗିବ ସରିବା ପାଇଁ ଆପଣ ଆସିବେ ବୋଲି ମୁଁ କହିଲି । ରାଷ୍ଟ୍ରପତି ମୋତେ କହିଲେ ତୁମେ 5 ମାସ ଆଗରୁ ଆପ୍ଳାଏ କରି ଦେବ । ଯେଉଁ ତାରିଖରେ ମନ୍ଦିର ପ୍ରତିଷ୍ଠା ହେବ ମୁଁ ଆସିବା ପାଇଁ ଚେଷ୍ଟା କରିବି ବୋଲି ରାଷ୍ଟ୍ରପତି କହିଲେ । ଯଦି ମୋର ଅନ୍ୟ ରାଜ୍ୟ ରେ ବା ଦେଶରେ ପ୍ରୋଗ୍ରାମ ଥିବ ତେବେ ତୁମେ 5 ମାସ ଆଗରୁ ମୋ ଠାରୁ ସମୟ ମାଗି ନେବ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।