ଆପଣ LIC ରେ ଟଙ୍କା ବିନିଯୋଗ କରିଛନ୍ତି କି ? ତାହେଲେ ଜାଣି ରଖନ୍ତୁ ଏହି ଦମ୍‌ଦାର ପ୍ଲାନ୍ ଯାହାକି କରିଦେବ କୋଟିପତି

ନମସ୍କାର ବନ୍ଧୁଗଣ । କଣ ଆପଣ LIC ରେ ଟଙ୍କା ବିନିଯୋଗ କରିଛନ୍ତି କି ? ଯଦି ହଁ ତେବେ ତେବେ LIC ନେଇ ଆସିଛି ଆପଣଙ୍କ ପାଇଁ ଦମଦାର ପ୍ଳାନ । ବହୁତ ବର୍ଷ ହେବ ଆପଣ LIC ସହ ଯୋଡି ହୋଇ ରହିଥିବେ ନିଶ୍ଚୟ । LIC ବୀମା କମ୍ପାନୀ ଭାରତର ସବୁଠାରୁ ବଡ କମ୍ପାନୀ । ପ୍ରତକେ ଲୋକ ଭବିଷ୍ୟତ ପାଇଁ ଏଠାରେ ଜୀବନ ବୀମା କରିଥାନ୍ତି । ଏବେ LIC ର ଧନରେଖା ଯୋଜନା ଆଣି ଦେଇଛି ଧମାକାଦାର ଅଫର । LIC ର ଅନେକ ଯୋଜନା ଆପଣଙ୍କୁ ସାହାର୍ଯ୍ୟ କରିଥାଏ ।

ଆସନ୍ତୁ ଏହି ପ୍ଳାନ ବିଷୟରେ ଜାଣିବା ବିସ୍ତାର ଭାବେ । LIC ଧନରେଖା ପ୍ଳାନ ହେଉଛି ଏକ କ୍ୟାସବ୍ୟାକ ଯୋଜନା । ଯାହା ପଲିଶି ଧାରୀ ମାନଙ୍କୁ ବାରମ୍ବାର ଋଟର୍ନ ପ୍ରଦାନ କରେ । ଏହା ଛଡା ଏହି ପ୍ଲାନର ଶେଷ ବେଳକୁ ପଲିଶିଧାରୀ ଏହାର ଲାଭ ଉଠାଇ ପାରିବେ । ହିତାଧିକାରୀଙ୍କର ମୃତ୍ୟୁ ହେଲେ ମଧ୍ୟ LIC ଭଲ ଋଟର୍ନ ଦେବ ।

LIC ଧନରେଖା ପ୍ଳାନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରଖା ଯାଇଛି । ଆଉ ଏଥିପାଇଁ ବୟସ ସୀମା 6 ବର୍ଷରୁ ଉର୍ଦ୍ଧ ହୋଇଥିବା ଜରୁରୀ ଅଟେ । ଏହି ଯୋଜନାରେ ମୌଳିକ ରାଶି 10 ଲକ୍ଷ ରହିଥିବା ବେଳେ ଏହି ଯୋଜନାର ସମୟ ସୀମା 20 ବର୍ଷ ବୋଲି ଧାର୍ଯ୍ୟ କରା ଯାଇଛି । ଏହା ସହ ଆପଣଙ୍କୁ 10 ବର୍ଷ ଯାଏଁ ପ୍ରିମିୟମ ଦେବାକୁ ହେବ । ହି

ତାଧିକାରୀ ଙ୍କୁ ଯଦି 30 ବର୍ଷ ବୟସ ହୋଇଥାଏ ଆଉ ଏହି ଯୋଜନାରେ ସେ ବିନିଯୋଗ କରିବାକୁ ଚାହୁଁ ଛନ୍ତି ତେବେ ତାଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ ପାଇଁ ଆର୍ଥିକ ସହାୟତା ମିଳିବ । ଏଥିପାଇଁ 8,754 ଟଙ୍କା ଦେବାକୁ ହେବ । 40 ବର୍ଷ ବୟସ ଭିତରେ ଯଦି ତାଙ୍କର କୌଣସି କାରଣରୁ ମୃତ୍ୟୁ ହୁଏ ବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତାଙ୍କ ପରିବାର ଲୋକଙ୍କୁ 1 କୋଟି ଟଙ୍କା ମିଳିବ ।

50 ଲକ୍ଷ ଟଙ୍କା ଆକ୍ସିଡେଣ୍ଟଆଲ ଡେଥ ପାଇଁ ମିଳିଥିବା ବେଳେ ଅନ୍ୟ 50 ଲକ୍ଷ ଟଙ୍କା ମଧ୍ୟ ମିଳିବ । ତେବେ ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁ ଛନ୍ତି ତେବେ ତୁରନ୍ତ LIC ର ଧନରେଖା ଯୋଜନା କରି ନିଅନ୍ତୁ । ଆଉ ନିଜର ଭବିଷ୍ୟତ କୁ ସୁରକ୍ଷିତ ରଖନ୍ତୁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।