ପହଞ୍ଚି ପାରିଲେନି ମହାଦେବଙ୍କ ପାଖରେ, ଅଧାରେ ରହିଗଲା ଜଳଲାଗି, ଚାଲିଗଲା 5 କାଉଡିଆଙ୍କ ଜୀବନ, 20 ରୁ ଉର୍ଦ୍ଧ୍ୱ ଆହାତ…

ଚାଲିଛି ଯୋଡା ଶ୍ରାବଣ । ଶିବ ଙ୍କୁ ପାଣି ଢାଳିବାକୁ ଯାଉଥିଲେ କାଉଡିଆ । ଅଧାରେ ରହିଗଲା ଦର୍ଶନ ଆଉ ଘଟିଲା ଅଘଟଣ । ଝୁଲିଥିଲା ବିଦ୍ୟୁତ ତାର ନେଇଗଲା 5 କାଉଡିଆ ଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ଏଥର ଯୋଡା ଶ୍ରାବଣ ମାସ 59 ଦିନ ପଡୁଥିବାରୁ ଚଳ ଚଞ୍ଚଚଞ୍ଚଲ ହୋଇ ଉଠିଛି ମନ୍ଦିର ବେଢା । ଶ୍ରାବଣ ମାସ ପାଇଁ କାଉଡିଆ ଭାଇ ମାନେ ବେସ ଖୁସିରେ ବାହାରି ପଡିଥିଲେ ଶିବ ଶମ୍ବୁ ଙ୍କ ମଥାରେ ଜଳ ଲାଗି କରିବା ପାଇଁ ।

କିନ୍ତୁ କିଏ ବା ଜାଣିଥିଲାଥ ମହାଦେବଙ୍କ ପାଖରେ ସେମାନେ ଆଉ ପହଞ୍ଚି ପାରିବେ ନାହିଁ । ଅଧା ବାଟରେ କାଉଡିଆ ଙ୍କ ସହ ଏମିତି ଅଘଟଣ ଘଟିଲା ଯାହାକୁ ଯିଏ ବା ଶୁଣିବ ତାର ଆଖି ରୁ ଲୁହ ଝଋ ଆସିବ । ମହାଦେବଙ୍କ ନିକଟକୁ ଯାଉଥିବା ବେଳେ ଅଚାନକ 5 ଜଣ କାଉଡିଆ ଙ୍କ ଚାଲି ଯାଇଛି ଜୀବନ । ଗତ କାଲି ସନ୍ଧ୍ୟାରେ କାଉଡିଆ ମାନେ ହରିଦ୍ଵାର ଗଙ୍ଗା ନଦୀ ରୁ ପାଣି ନେଇ ଗାଡିରେ ଆସୁଥିଲେ ।

ରାଲି କରି ବାହାରି ପଡିଥିଲେ ଜଳ ଲାଗି ରିବା ପାଇଁ । ମେରଟ ର ରାଲି ଚୌହାନ ଗାଁ ନିକଟରେ ଗତ କାଲି ସନ୍ଧ୍ୟାରେ ପହଞ୍ଚି ଥିଲେ କାଉଡିଆ ଅମାନେ । ଉଚ୍ଚ ଡିଜେ ସାଉଣ୍ଡ ସହ କାଉଡିଆ ମାନେ ଗାଁ ରେ ପହଞ୍ଚି ଥିଲେ । ଆଉ ଠିକ ସେହି ସମୟରେ ରାସ୍ତାରେ ଝୁଲି ରହିଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ଯାଇଥିଲେ ଡିଜେ ଲାଇନ । ଆଉ ଡିଜେ ଗାଁ ରେ ଘୁଷୁଡି ଯାଇଥିଲା 11 କେବି ର ବିଦ୍ୟୁତ ତାର ।

ଆଉ ତାହା ପରେ ଘଟିଲା ଏଭଳି ବଡ ଦୁର୍ଘଟଣା । ଏଭଳି ଦୁର୍ଘଟଣାକୁ ଦେଖିବା ପରେ କେହି କିଛି କରିବା ଆଗରୁ ଅବୁ କିଛି ସରିଗଲା । ଆଉ ଜଣଙ୍କ ପରେ ଜଣେ କାଉଡିଆ ଯାତ୍ରୀ ପ୍ରାଣ ହରାଇ ଚାଲିଲେ । ଆଉ ଚାରି ଆଡେ ପାଟି ତୁଣ୍ଡ ହେଉଥିଲା । ଏ ଦୃଶ୍ୟ ଅନ୍ୟ କାଉଡିଆ ମାନେ ଦେଖି ସ୍ତବ୍ଧ ହୋଇ ପଡିଲେ । ଆଉ ସେଠାରେ ସେହି ଗାଡି ରେ ଇଲେକ୍ଟ୍ରି ତାର ଲାଗିବାରୁ 20 ରୁ ଅଧିକ କାଉଡିଆ ମାନେ ଆହତ ହୋଇଛନ୍ତି ।

ବିଦ୍ୟୁତ ଝଟକା ରେ ମନେଶ ନାମକ ଜଣେ କାଉଡିଆ ଙ୍କର ଘଟନା ସ୍ଥଳରେ ମୃତ୍ୟୁ ହୋଇଗଲା । ଆଉ 4 ଜଣ ମେଡିକାଲ ରେ ପହଞ୍ଚିବା ଆଗରୁ ମାରି ସାରିଥିଲେ । ଆଉ 5 ଜଣଙ୍କୁ ପୃଥକ ପୃଥକ ମେଡିକାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣଙ୍କର ଅବସ୍ଥା ଗୁରୁତର ଅଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ମେରଟ ଜିଲ୍ଲା ର ରାଲି ଚାହୁନା ଗାଁ ରେ । ବିଦ୍ୟୁତ ବିଭାଗର ଅବହେଳା କାରଣରୁ ଏମିତି ଦୁର୍ଘଟଣା ଘଟିଥିଲା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଦି ଅବହେଳା ନ ହୋଇଥାନ୍ତା ତେବେ ଏମିତି ଅଘଟଣ ଘଟି ନ ଥାନ୍ତା । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।